ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମୁଁ କୋଉ କିଙ୍ଗ କୁ ଡରେନି । ସୁଶାନ୍ତ ସିଂ ଙ୍କ ପ୍ର-ତି-ଶୋ-ଧ ନେବେ ସମୀର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏନସିବୀ ଦ୍ଵାରା ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହେବା ପରେ ବର୍ତ୍ତମାନ ଏନସିବୀର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ଉପରେ କେହି ଜେଣ ଅଜଣା ବ୍ୟକ୍ତି ଗୁ-ପ୍ତ ଭାବେ ନଜର ରଖୁଛନ୍ତି । ତାଙ୍କର ପ୍ରତେକ କାମ ଉପରେ କେହି ନଜର ରଖୁଛି ବୋଲି ସମୀର ୱାଙ୍ଖଡେ ଆଶଙ୍କା କରୁଛନ୍ତି । ଏହା ସହ ସିସିଟିଭି କ୍ୟାମେରା ମଧ୍ୟ ଜମା କରିଛନ୍ତି ସମୀର ୱାଙ୍ଖଡେ ମହାରାଷ୍ଟ୍ର ଆରକ୍ଷୀ ଅଧିକାରୀ ପାଖରେ । ୨୦୦୮ ବ୍ୟାଚର ଏହି ଅଫିସର ଏବ ସୁଦ୍ଧା ୧୭ କୋଟି ଟଙ୍କାର ଡ୍ର-ଗ୍ସ ଜବତ କରି ସାରିଛନ୍ତି।
ଦେଶର ସବୁଠାରୁ ବରିଷ୍ଠ ଓ କାବିଲ ଅଫିସର ହେଉଛନ୍ତି ସମୀର ୱାଙ୍ଖଡେ ଯାହାଙ୍କର ନାଁ ଶୁଣିଲେ ସମସ୍ତେ ଥରହର ହୋଇଥାନ୍ତି । ତେବେ ଏହିଭଳି ଏକ ଯାବାଜ ଅଫିସର ଉପରେ କିଏ, କାହିଁକି ଓ କଣ ପାଇଁ ତାଙ୍କ ଗତିବିଧି ଉପରେ ନଜର ରଖୁଛି ତାହା ଏବେ ପ୍ରଶ୍ନ ଉଠୁଛି । ଅଭିନେତା ସୁଶାନ୍ତ ସିଂଙ୍କ ମା-ମ-ଲାରେ ତ-ଦ-ନ୍ତ କରୁଥିଲେ ସମୀର ୱାଙ୍ଖଡେ । ବଲିଉଡରେ ଚାଲିଥିବା ଡ୍ର-ଗ୍ସ ଉତ୍ପାଦନର ମୂଳପାତ କରିବା ପାଇଁ ସମୀର ୱାଙ୍ଖଡେ ସର୍ବଦା ଆଗରେ ରହିଥାନ୍ତି । ସେ ତାଙ୍କ ଡିୟୁଟି ସମୟରେ ବଡ ବଡ ନେତା ମାନଙ୍କୁ ମଧ୍ୟ ଖାତିର କରନ୍ତି ନାହି ।
ସେ କରଣ ଜୋହରଙ୍କ ମ୍ୟାନେଜର ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପୁଅକୁ ଆ-ରେ-ଷ୍ଟ କରି ନିଜର ଡିୟୁଟି ସମ୍ପନ୍ନ କରିଛନ୍ତି । ଏଥିପାଇଁ ତାଙ୍କୁ ଦେଶ ତଥା ଦେଶ ବାହାରୁ ମଧ୍ୟ ଧମକ ଆସୁଛି କିନ୍ତୁ ସେ କିଛି ଖାତିର କରି ନାହାନ୍ତି । ୨୦୧୮ରେ ୨୫ଟି ମା-ମ-ଲା, ୨୦୧୯ରେ ୩୫ଟି, ୨୦୨୧ରେ ୯୪ଟି ଡ୍ର-ଗ୍ସ ମା-ମ-ଲାରେ ସେ ଠା-ବ କରିଛନ୍ତି । ଏହା ସହ ସେ ଯେତେବେଳେ ମୁମ୍ବାଇ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ କଷ୍ଟମର ଅଫିସର ଭାବେ କାର୍ଯ୍ୟରତ ଥିଲେ ସେତେବେଳେ ସେ ଶାହରୁଖଙ୍କ ଠାରୁ ଆରମ୍ଭ କରି ମିକ୍କା ସିଂଙ୍କୁ ପାଣି ପିଆଇଛନ୍ତି ।
ବର୍ତ୍ତମାନ ଆର୍ୟାନ ଖାନଙ୍କୁ ଗି-ର-ଫ କରିବା ପରେ ତାଙ୍କ ଉପରେ ଯେଉଁ ଅଜଣା ବ୍ୟକ୍ତି ନଜର ରଖୁଛନ୍ତି ତାହାର ସବୁ ପ୍ରମାଣ ରଖିଛନ୍ତି । ସେ ବହୁତ ଜଲ୍ଦି ତାଙ୍କ ପଛରେ କିଏ ଲାଗିଛି ତାହାର ପ-ର-ଦା-ଫା-ସ କରିବେ । ସମୀର ୱାଙ୍ଖଡେ କହିଛନ୍ତି ଯଦି ତାଙ୍କ ଉପରକୁ କିଛି ବି-ପ-ଦ ଆସେ ତେବେ ସେଥିପାଇଁ ଦାୟୀ କିଏ ରହିବ ପ୍ରଶ୍ନ କରିଛନ୍ତି । ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଛୋଟ ନି-ଶା-କା-ରୀଙ୍କୁ ଧରି ସେମାନଙ୍କ ଜରିଆରେ ବଡ ବଡ ନି-ଶା-କା-ରୀଙ୍କୁ କିପରି ଧରାଯିବ ।
ସେ ବଲିଉଡରେ ଚାଲିଥିବା ଡ୍ର-ଗ୍ସ ମା-ମ-ଲାର ବହୁତ ଜଲ୍ଦି ଅନ୍ତ କରିବେ ବୋଲି କୁହା ଯାଉଛି । ଏନସିବି ଯେଉଁ ଭଳି ଭାବେ ମୁମ୍ବାଇ ଡ୍ର-ଗ୍ସ ମା-ମ-ଲାରେ ଯା-ଞ୍ଚ ପରତାଳ କରୁଛି ବହୁତ ଜଲ୍ଦି ସଫଳତା ପାଇବ । ତାଙ୍କର ଯଦି କିଛି କ୍ଷତି ହୁଏ ତେବେ ସେଥିପାଇଁ କିଏ ଦାୟୀ ରହିବ ତାହା ସମୀର ୱାଙ୍ଖଡେ ଲେଖିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।