ପୋଲିସ ହାତରେ ଧରା ପଡିଲେ ରାନି ପଣ୍ଡା । ଧରା ପଡିଲା ଅସଲ କାରନାମା… ଜାଣିଲେ ମୁଣ୍ଡ ଟିଣ ହେଇଯିବ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଫସିଲେ ରାନି ପଣ୍ଡା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳୁଛି। 

 

ଆଜିକାଲି ଦୁନିଆରେ ଲୋକମାନେ ଅନେକ ପ୍ରକାରର ଖରାପ କାମ କରୁଛନ୍ତି, ଆଉ ଅନେକ ବେଆଇନ୍ କାମ ମଧ୍ୟ କରୁଛନ୍ତି। ଲୋକମାନେ କହିବାକୁ ଗଲେ ଚିନ୍ତାଧାରାରେ ବହୁତ ତଳକୁ ଖସିଯାଇଛି। ଏବେ ମଧ୍ୟ ଏକ ବେଆଇନ କାରବାର କରୁଥିବା ସମୟରେ ଜଣେ ବ୍ୟକ୍ତି ଆରକ୍ଷୀ ଅଧିକାରୀ ହାତରେ ଧରା ପଡିଛନ୍ତି।ଗୁ-ଣ୍ଡା-ରା-ଜ କରି ଆତଙ୍କ ଚଳାଇଥିବା ରାନୀ ପଣ୍ଡା ଏବେ ଆରକ୍ଷୀ ଅଧିକାରୀ ହାତରେ। ଗଞ୍ଜେଇ ଧରି ଯାଉଥିବା ବେଳେ ଏକ ବାଇକ ସହ ୨୦ କିଲୋ ଗଂଜେଇ ଜବତ କରିଛି ଆରକ୍ଷୀ ଅଧିକାରୀ। 

 

ବ୍ରହ୍ମପୁର ବଡ଼ବଜାର ଉତରାମୁଖି ଠାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବଡ଼ବଜାର ଆଇଆଇସି ଶ୍ରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍ କାବୁ କରିବାରେ ସଫଳ ହୋଇଛନ୍ତି। ତାଙ୍କ ଠାରୁ ୨୦ କେଜି ଗଞ୍ଜେଇ ସହ ଗୋଟିଏ ମୋଟର ସାଇକଲ ମଧ୍ୟ ଜବତ ହୋଇଛି।କିଛି ଦିନ ତଳେ କୈଳାସ ନଗର ଠାରେ ଦୋକାନୀ ଗୋପାଳ କୃଷ ପଣ୍ଡାଙ୍କୁ ଫୋନରେ ଧମକ ଦେଇ ରାନୀ ପଣ୍ଡା ବଟି ମାଗିଥିଲେ । 

 

ସେ ବଟି ନଦେବାରୁ ଲୋକ ପଠାଇ ତାଙ୍କୁ ଖ-ଣ୍ଡାରେ ଆ-କ୍ର-ମ-ଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରଠାରୁ ରାନୀ ପଣ୍ଡା ଫେରାର ଥିଲା। ପୂର୍ବରୁ କୈଳାଶ ନଗରର କାଳିଆ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ସହ ସାଇକେଲରେ ଆସି ବୋ-ମା-ମା-ଡ଼ ଘଟଣାରେ ଆରକ୍ଷୀ ଅଧିକାରୀ ତାଙ୍କୁ ଗି-ର-ଫ କରିଥିଲା। ତା ନାମରେ ପ୍ରାୟ ୭ରୁ ଉର୍ଦ୍ଧ ମାମଲା ଥିବା ଆରକ୍ଷୀ ଅଧିକାରୀ କହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *