ନୂଆ ଟୁଇଷ୍ଟ । ନ୍ୟାୟ ପରେ ଶଶୁର ଘରେ ପାଦ ରଖିପାରିବେନି ତପଶ୍ୱନୀ । ସମସ୍ତିଙ୍କ ପୋଲ ଖୋଲିଲେ Video ରେ…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା କୁ ନେଇ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ଏହା ଜାଣିଛନ୍ତି ଗତ ଦୁଇ ଦିନ ପୂର୍ବ ରୁ କୋର୍ଟ ର  ନିର୍ଦ୍ଦେଶ ଅନୁସାରେ ତପସ୍ୱିନୀ ଙ୍କୁ ଉଚିତ୍ ନ୍ୟାୟ ମିଳିଥିଲା ।କିନ୍ତୁ ବର୍ତ୍ତମାନ ଏମିତି କଣ ହେଲା ଯେ ତପସ୍ୱିନୀ ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ କହିଛନ୍ତି ଅନେକ କଥା , ତେବେ ତପସ୍ୱିନୀ କଣ ସବୁ କହିଛନ୍ତି ଆସନ୍ତୁ ଜାଣି ନେବା ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ବହୁତ୍ ଏହି ଜୋର୍ ରେ କାନ୍ଦୁଛନ୍ତି ଏବଂ ଠିକ୍ ସେ କିଛି କହିବା ଅବସ୍ଥା ରେ ମଧ୍ୟ ନାହାଁନ୍ତି । ତେବେ ବର୍ତମାନ ସମୟ ରେ ତପସ୍ୱିନୀ କାନ୍ଦି କାନ୍ଦି ଏହା କହିଛନ୍ତି ଯେ ,ଭଗବାନ ଅଛନ୍ତି ଆଜ୍ଞା। ଯେଉଁ ଦୁଇ ତିନି ଦିନ ହେବ ଅର୍ଡର୍ ରେ କୁହା ଯାଇଥିଲା ଯେ ତପସ୍ୱିନୀ ତାଙ୍କ ଶାଶୁ ଘରେ ରହିବେ ବୋଲି ଆଉ ମାସ କୁ ମାସ କୁ 17 ହଜାର ଟଙ୍କା ସୁମିତ ମତେ ଦେବେ ବୋଲି ।

 

ତେବେ ଟଙ୍କା କଥା କୁ ଛାଡ଼ନ୍ତୁ ,ମୁଁ ତ କୋର୍ଟ ର ଏହି ଅର୍ଡର୍ ପାଇଁ ବହୁ ଦିନ ରୁ ଅପେକ୍ଷା କରି ବସିଥିଲି ଯେ ସୁମିତ ଙ୍କ ସହ ପୁଣି ଥରେ ତାଙ୍କ ଘରେ ରହିବି ବୋଲି । କିନ୍ତୁ ବର୍ତ୍ତମାନ ଘର ଆଗରେ ଗୋଟେ ପୁଅ ଆସି ତାଲା ପକାଇ ଦେଲା । କିନ୍ତୁ ତପସ୍ୱିନୀ ଏବେ ଶୁଣିବାକୁ ପାଉଛନ୍ତି ଯେ ସୁମିତ ଙ୍କ ଓକିଲ କୁଆଡେ କହିଛନ୍ତି ଯେ କୋର୍ଟ ନିର୍ଦ୍ଦେଶ ରେ ଘରେ ରହିବା କଥା ଉଲ୍ଲେଖ ରହି ନାହିଁ । ତେବେ ଦୁଇ ଦିନ ହେଲା ଅର୍ଡର୍ ରେ ଲେଖା ହୋଇଥିଲା କିନ୍ତୁ ଏବେ କଣ ହଠାତ୍ ଅର୍ଡର୍ ବଦଳି ଗଲା ।

 

ତେବେ ଏବେ କେମିତି ଏ କଥା ପୁଣି କୁହା ଯାଉଛି । ଆଜ୍ଞା ମୋ ପ୍ରତି ଏ ସବୁ ଅନ୍ୟାୟ ହେଉଛି । ଗୋଟେ ଝିଅ ପ୍ରତି ଏ ସବୁ ଗୋଟେ ଅନ୍ୟାୟ ଚାଲିଛି । ତେବେ ତପସ୍ୱିନୀ କହିଛନ୍ତି ଯେ ଆଜି ଗୋଟେ ଝିଅ ଯଦି ମରିଯିବ ତାହେଲେ କେହିବି ଭଲରେ ରହି ପାରିବେନି । ତେବେ ଆପଣ ମାନେ ସମସ୍ତେ ତ ଏହା ଜାଣି ପାରିଲେ ଯେ ତପସ୍ୱିନୀ କଣ ଆଉ ପ୍ରମୋଦ କୁମାର ସାହୁ କଣ । ଖାଲି ମୋ ସହ ସେମାନେ ଖେଳୁଛନ୍ତି ।ତେବେ ବର୍ତ୍ତମାନ ତପସ୍ୱିନୀ ପୁରା ଭାଙ୍ଗି ପଡିଛନ୍ତି ଏବଂ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *