ସୁର ରାଉତରାୟ ଫୁଣି ସୁମୀତ ଙ୍କୁ ଝାଡ଼ିଲେ । ଶୁଣିଲେ ଆପଣ ବି ହସି ହସି ତଳେ ଗଡିଯିବେ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ତପସ୍ୱିନୀ ଏବଂ ସୁମିତ ଙ୍କୁ ନେଇ ଏମିତି କଣ କହିଦେଇଛନ୍ତି ଯେ ସୁର ରାଉତରାୟ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ରହିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ସୁମିତ ଏବଂ ତପସ୍ୱିନୀ ଙ୍କ ଘଟଣା କୁ ନେଇ ବିଧାୟକ ସୁର ରାଉତରାୟ ପୂର୍ବ ରୁ ଅନେକ କିଛି କଥା କହିଥିଲେ ଆଉ ବର୍ତ୍ତମାନ ସମୟ ରେ ମଧ୍ୟ ତାଙ୍କର ମାମଲା କୁ ନେଇ କିଛି କଥା ମିଡ଼ିଆ ସାମ୍ନା ରେ କହିଛନ୍ତି । ତେବେ ବିଧାୟକ ସୁର ରାଉତରାୟ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା କୁ ନେଇ ବର୍ତ୍ତମାନ କେଉଁ କଥା କହିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁର ରାଉତରାୟ ଏହା କହିଛନ୍ତି ଯେ ,ତପସ୍ୱିନୀ ଙ୍କୁ ଯେଉଁ ଅର୍ଡର୍ ହୋଇଛି ତାହା ହେଉଛି ଗୋଟେ ଅତି ସୁନ୍ଦର ଅର୍ଡର । ସେତେବେଳେ ତପସ୍ୱିନୀ ର କଣ ମୁଣ୍ଡ ଖରାପ ହୋଇ ଯାଇଥିଲା ସେ ଡକ୍ଟର ସୁମିତ ସହ ତିନି ବର୍ଷ ପ୍ରେମ କଲୁ । ତା ପରେ ପୁଣି ଯାଇ କୋର୍ଟ ରେ ସେହି ଡକ୍ଟର ସୁମିତ ଙ୍କ ସହ ବିବାହ କଲୁ । ତା ପରେ ସୁଆସୁଇ ହେଲା ଆଉ ତା ପରେ ତପସ୍ୱିନୀ ଗର୍ଭବତୀ ହେଲା । ଏହା ପରେ ପୁଣି କହିଛନ୍ତି ଯେ ମୁଁ ଭଲ କରି ଜାଣିନି ଯେ କିଏ ଝିଅ ଧରି ବୁଲୁଛି ଆଉ କିଏ ପୁଅ ଧରି ବୁଲୁଛି ,କିନ୍ତୁ କୋର୍ଟ ଅତି ସୁନ୍ଦର ଅର୍ଡର୍ ଦେଇଛି ।

 

ଆଉ କୋର୍ଟ ର ଅର୍ଡର୍ କୁ ସମସ୍ତେ ମାନିବା ଉଚିତ୍ । ଆଉ ସୁର ରାଉତରାୟ ଏହା ମଧ୍ୟ କହିଛନ୍ତି ଯେ , ତପସ୍ୱିନୀ ଶାଶୁ ସସ୍ୱର ଙ୍କୁ ଏହି ଅନୁରୋଧ ଯେ କୋର୍ଟ ର ଅର୍ଡର୍ ପାଳନ କରନ୍ତୁ ଏବଂ ତପସ୍ୱିନୀ ଙ୍କୁ ବୋହୂ ରୂପରେ ଗ୍ରହଣ କରି ଘରେ ରଖନ୍ତୁ । ଶେଷ ରେ ପୁଣି ସୁର ରାଉତରାୟ କହିଛନ୍ତି ଯେ , ଶସ୍ୱର ଙ୍କ ର କଣ ଏ ବୟସ ରେ ବି ବେଡ୍ ରୁମ ଦରକାର ହେଉଛି। ସସ୍ଵର କାଇଁ ଏତେ ବେଡ୍ ରୁମ୍ ଖୋଜୁଛନ୍ତି । ସୁର ରାଉତରାୟ କହିଛନ୍ତି ଯେ , ଶସ୍ୱର ଉପରେ ରହିବା ଦରକାର ଆଉ ତପସ୍ୱିନୀ ବେଡ୍ ରୁମ୍ ରେ ରହିବା ଦରକାର । ତାହେଲେ ଖୁବ୍ ଭଲ ହେବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *