ନୂଆବର୍ଷ ପୂର୍ବରୁ ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା । ଏଣିକି ରାସନ ସାଙ୍ଗକୁ ହିତାଧିକାରୀଙ୍କୁ ମିଳିବ ନଗଦ 2500 ଟଙ୍କା। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନୂଆବର୍ଷ ପୂର୍ବରୁ ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା । ଏଣିକି ରାସନ ସାଙ୍ଗକୁ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶର ସରକାର ଲୋକଙ୍କୁ ସୁରକ୍ଷିତ ଓ ସମସ୍ତ ପ୍ରକାର ସୁବିଧାକୁ ଯୋଗାଇ ଦେବା ପାଇଁ ଅନେକ ଚେଷ୍ଟା ଜାରି କରିଛନ୍ତି । ତେବେ ପ୍ରତି ବର୍ଷ ଅନେକ ପ୍ରକାର ନୂତନ ଯୋଜନା ସବୁ ପ୍ରସ୍ତୁତ ହେଉଛି, ଆଉ ଏହାକୁ କାର୍ଯ୍ୟକରି କରିବା ପାଇଁ ଅନେକ ଟଙ୍କା ମଧ ଖର୍ଚ୍ଚ ହେଉଛି । ତେବେ ଦେଖିବାକୁ ଗଲେ ଆମ ଦେଶରେ ଅନେକ ଗରିବ ଲୋକ, ଆଦିବାସୀ, ଦିନ ମଜୁରିଆ ଆଦି ରହିଛନ୍ତି ।  ଯେଉଁମାନେ ଦି ମୁଠା ଭଲରେ ଖାଇବାକୁ ପାଉ ନାହାନ୍ତି, ଆଉ ତାସହ ରହିବାକୁ ଘର ନାହିଁ । ତେବେ ସରକାର ଏହି ଗରିବ ଲୋକଙ୍କ ପାଇଁ ସବୁ ପ୍ରକାର ଯୋଜନା କରିଛନ୍ତି । ତେବେ ଏହା ଦ୍ୱାରା କୋଟି କୋଟି ଗରିବ ଲୋକ ମଧ୍ୟ ଉପକୃତ ହେଇଛନ୍ତି । 

 

ତେବେ ଆପଣ ମାନେ ଜାଣି ଥିବେ କି , ସରକାର ଲୋକଙ୍କୁ ଖାଇବାକୁ ଯୋଗଉଛନ୍ତି । ତେବେ ଏଥିପାଇଁ ସେମାନଙ୍କ ରାସନ କାର୍ଡ ନାମରେ ଏକ କାର୍ଡ ମିଳିଛି, ଯାହାକୁ ଦେଖାଇଲେ ସେମାନଙ୍କୁ ମାଗଣାରେ ରାସନ ବା ଡାଲି, ଚାଉଳ, ଗହମ ଆଦି ମିଳିଥାଏ । ତେବେ ଏହି ଯୋଜନା କେବଳ ଗରିବ ଲୋକ, ଯେଉଁ ମାନଙ୍କର ବିପିଏଲ୍ ରହିଛି, ତେବେ ଗରିବ ଲୋକଙ୍କୁ ଦି ମୁଠା ଖାଇବାକୁ ଯୋଗାଇବା ପାଇଁ ସରକାର ନିଜର ଚେଷ୍ଟା ଜାରି ରଖିଛନ୍ତି । ତେବେ କୋରୋନା ସମୟରେ ସବୁ କିଛି ବନ୍ଦ ହୋଇ ଯିବାରୁ ଲୋକମାନେ ଖାଇବାକୁ ପାଇଲେ ନାହିଁ, ତେଣୁ ସରକାର ମଧ୍ୟ ଲୋକଙ୍କ ଦୁଃଖ ବୁଝି ସେମାନଙ୍କୁ ମାଗଣାରେ ଡାଲି ଚାଉଳ ଯୋଗାଇ ଦେଉଥିଲେ । ତେବେ ଏହି ରାସନ କାର୍ଡକୁ ନେଇ ସରକାରଙ୍କର ଏକ ବଡ଼ ନିଷ୍ପତି ରହିଛି ।

 

ଯଦି ଆପଣଙ୍କ ପାଖରେ ରାସନକାର୍ଡ ରହିଛି ତେବେ ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ ନଗଦ ଅଢେଇ ହଜାର ଟଙ୍କା ମିଳିବ । ଖାଲି କ୍ୟାସ ନୁହେଁ ଟଙ୍କା ସାଙ୍ଗକୁ ହିତାଧିକାରୀଙ୍କୁ ଚାଉଳ ସମେତ ଅନ୍ୟାନ୍ୟ ରାସନ ସାମଗ୍ରୀ ମଧ୍ୟ ଦିଆଯିବ ।ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରସନକାର୍ଡଧାରୀଙ୍କୁ ନଗଦ ୨ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାମୀସ୍ୱାମୀ ଶନିବାର ଚାଉଳ ନେବା ପାଇଁ ସମସ୍ତ କାର୍ଡଧାରକଙ୍କୁ ଟଙ୍କା ଦେବାକୁ ନିଷ୍ପତି ନେଇଛନ୍ତି । 

 

କେବଳ ପାଲାମୀସ୍ୱାମୀଙ୍କ ଏହି ପୋଙ୍ଗଲ ପ୍ୟାକେଜରେ ହିତାଧିକାରୀଙ୍କୁ ଶସ୍ତାରେ ଚିନି ସହ ୧ କିଲୋ ଚାଉଳ, ଚିନି, କିସମିସ୍, କାଜୁ, ଇଲାଇଚି ଏବଂ ଏକ କପଡା ବ୍ୟାଗ ମଧ୍ୟ ମିଳିବ । ତେବେ ପୋଙ୍ଗଲ ଉତ୍ସବ ଅବସରରେ ଟଙ୍କା ବାଂଟିବାକୁ କହିବା ସହ ଏହି ପ୍ରୋତ୍ସାହିତ ରାଶି ଜାନୁଆରୀ ୪ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଠାରେ କହି ରଖୁଛୁ କି, ଏଆଇଏଡିଏମକେ ସରକାରଙ୍କ ତରଫରୁ ୨୦୧୪ରେ ତାଲିମନାଡୁବାସୀଙ୍କ ପାଇଁ ଗୋଟିଏ କିଲୋ ଚାଉଳ ଏବଂ ୧ କିଲୋ ଚିନି ସହ ୧୦୦ ଟଙ୍କା ଦେବା ଆରମ୍ଭ ହୋଇଥିଲା । ଯାହାକୁ ୨୦୧୮ରେ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏହାକୁ ବର୍ତମାନ ଆହୁରି ବଢାଇ ଦିଆଯାଇ ଅଢେଇ ହଜାର ଟଙ୍କା କରି ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *