ଏବେ ସରକାର କଲେ ବଡ଼ ଘୋଷଣା । ସାବଧାନ ଏହି ଦିନ ଠାରୁ ସମ୍ପୁର୍ଣ୍ଣ ଲକଡାଉନ । ଘରୁ ବାହାରିଲେ ଭୟଙ୍କର ପାହାର….

 

 

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଛନ୍ତି ଯେ କରୋନା ବର୍ତ୍ତମାନ ସମୟ ରେ କିପରି ଭାବରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି କରୋନା ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଣ୍ଡବଲୀଳା ରଚି ଆସିଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ପୁଣି ଲୋକ ଙ୍କ ମନ ରେ କରୋନା ର ଭୟ ଦେଖା ଦେଇଛି । ଏମିତିକି ବର୍ତ୍ତମାନ ବଢୁଥିବା ସଂକ୍ରମଣ କୁ ଦେଖି ସରକାର ଙ୍କ ଚିନ୍ତା ମଧ୍ୟ ବଢୁଛି ।

 

 ତେବେ ପୂର୍ବ ରୁ କରୋନା କାରଣ ରୁ ସମସ୍ତ ଶିକ୍ଷାନୁଷ୍ଠାନ ,ଧାର୍ମିକ ସ୍ଥାନ ଆଦି ବନ୍ଦ ରହିଥିଲା କିନ୍ତୁ ପରିସ୍ଥିତି ସାମାନ୍ୟ ସ୍ଵାଭାବିକ ହେବାରୁ ସବୁ ଖୋଲା ଯାଇଥିଲା । ତେବେ ବର୍ତ୍ତମାନ ପୁଣି କରୋନା ଭାଇରସ ତାର କାୟା ବିସ୍ତାର କରି ଚାଲିଛି । ତେବେ ଏଥିପାଇଁ ସରକାର ପୁଣି ଥରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଦର୍ଶକ ବନ୍ଧୁ ପୁଣି ଥରେ ଲକ ଡାଉନ୍ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇ ସରିଛି ।ତେବେ ଏହି ସମୟ ରେ ସରକାର କେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଆସନ୍ତୁ ଜାଣି ନେବା ।

 

ଦର୍ଶକ ବନ୍ଧୁ ମିଳୁଥିବା ସୂଚନା ଅନୁଯାୟୀ , ତାମିଲନାଡୁରେ ବହୁତ୍ ମାତ୍ରା ରେ କରୋନା ସଂକ୍ରମଣ ବୃଦ୍ଧି ପାଇଚି ଏବଂ ଅନେକ ଲୋକ ମାନେ ମଧ୍ୟ ଏହା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏ ସବୁ କୁ ଆଖି ରେ ରଖି ଜାନୁଆରୀ ୯ ତାରିଖ ବା ରବିବାର ଠାରୁ ଲକଡାଉନ ଜାରି କରିଛନ୍ତି । ଏହା ସହିତ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି କରାଯିବ ।

 

କେବଳ ଏତିକି ନୁହେଁ ପ୍ରଥମ ଶ୍ରେଣୀ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ମଧ୍ୟ ବନ୍ଦ କରି ଦିଆ ଯାଇଛି । ଏହା ସହିତ ମଧ୍ୟ ରାତ୍ରି କାଳୀନ କର୍ଫ୍ୟୁ ମଧ୍ୟ ଜାରି କରା ଯାଇଛି । ଏଥି ସହିତ ମଧ୍ୟ ଧାର୍ମିକ ନୁଷ୍ଠାନ ମଧ୍ୟ ବନ୍ଦ ରହିବ ଏବଂ ପ୍ରଥମ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ମଧ୍ୟ ବନ୍ଦ ରହିବ ଓ ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀର ପିଲା ମାନଙ୍କ ର ଅଫଲାଇନ ମାଧ୍ୟମରେ କ୍ଲାସ ହେବ। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *