ଓଡିଶା ପଞ୍ଚାୟତ ଭୋଟ ନେଇ S.R.C ଦେଲେ ସୂଚନା । କେବେ ହବ ଓଡିଶା ପଞ୍ଚାୟତ ଭୋଟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଗକୁ ହେବାକୁ ଥିବା ଏଲେକ୍ସନ ପାଇଁ ହୋଇଥିବା ବୈଠକ ରେ କଣ ନିଷ୍ପତି ନିଆ ହୋଇଛି ଚାଲନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନ ର ଆସିଥିବା ନୂଆ ଭ୍ୟାରିଏଣ୍ଟ  କୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି । ବିଶେଷଜ୍ଞ ଙ୍କ ମତରେ ଏହି ରୋଗ କୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆ ଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥା ରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

 

ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନା ହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁ କୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ । ସର୍ଟ ଡାଉନ୍ ହେବା ର ଖବର ଦେଇଛନ୍ତି ।ସରକାର ଏହି ନୂତନ ଭ୍ୟାରିଏଣ୍ଟ ପାଇଁ ଖୁବ୍ ଚିନ୍ତିତ ଅବସ୍ଥା ରେ ରହିଛନ୍ତି ଓ ଯାହା ପାଇଁ ସେ ସ୍ବାସ୍ଥ୍ୟ ସଚିବ , ଉନ୍ନୟନ କମିଶନ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନଙ୍କ ଉପସ୍ଥିତି ରେ ମାନନୀୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ ବସାଇଥିଲେ । 

 

ମୁଖ୍ୟମନ୍ତ୍ରୀ ଏଥିରେ ପ୍ରମୁଖ କଥା ଟିଏ କହିଛନ୍ତି କି କିଭଳି ଭାବରେ ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ବ ଦିଆ ଯାଇ ପାରିବ । ଆଉ ସରକାର ବିଶେଷ ଉପରେ ସମସ୍ତ ଲୋକ ଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି । ଏହି ସମୀକ୍ଷା ବୈଠକ ରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିଛନ୍ତି ।  ଏହି ମହାମାରୀ କୁ ରୋକିବା ପାଇଁ । ତେବେ ଆପଣ ମାନେ ଏହି କଥା ଟି ନିହାତି ଭାବରେ ଜାଣିଥିବେ କି ସରକାର ଏବେ କିଛି ଦିନ ପାଇଁ ପିଲା ମାନଙ୍କର ପାଠ ପଢାରେ ଅର୍ଥାତ୍ ବିଦ୍ୟାଳୟ ହେଉ କି ମହାବିଦ୍ୟାଳୟ ଯିବା ପାଇଁ କଟକଣା ଲଗାଇଛନ୍ତି । 

 

ଆଜି ଚିଫ୍ ସେକ୍ରେଟାରୀ , ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଏସ ଆର୍ ଙ୍କ ସହିତ ବହୁତ୍ କିଛି କଥା ଆଲୋଚନା ପରେ ଜଣା ପଡ଼ୁଛି କି ଯେଉଁ ଲୋକ ମାନଙ୍କର ବୁଷ୍ଟର୍ ଟିକା ଦେବାର ହେଉଛି ଅର୍ଥାତ୍ ଯେଉଁ ସ୍ବାସ୍ଥ୍ୟ କର୍ମୀ ମାନଙ୍କର ଟୀକା ଦାନ ସମ୍ପୂର୍ଣ ହେବା ପରେ ଓ କୋରନା ମହାମାରୀ ର ତୃତୀୟ ଲହର କୁ ଲକ୍ଷ କରି ଯାହା ଜଣା ପଡ଼ିବ ଇଲେକ୍ସନ ହେବ କି ନାହିଁ । ଏହି ସମ୍ବନ୍ଧ ରେ କୌଣସି ତଥ୍ୟ ସଠିକ୍ ରୂପେ ମିଳି ପାରୁ ନାହିଁ । ଆଜି ହୋଇଥିବା ବୈଠକ ରେ ଭି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ପାରି ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *