ଏବେ ଏବେ ଆସିଲା ବଡ଼ ଦୁଃଖଦ ଖବର । ଆଉ ନାହାନ୍ତି ତପଶ୍ୱନୀ…ଖେଳିଗଲା ଦୁଃଖଦ ଲହରୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ତପଶ୍ୱନୀ ଙ୍କୁ ମାରିଦେଲେ ତପଶ୍ୱନୀ ଙ୍କ ଶାଶୁ ଘର ଲୋକ ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ କିଛି ଦିନ ହେବ ଆମେ ତପସ୍ଵିନୀଙ୍କ ବିଷୟରେ ଶୁଣିବାକୁ ପାଉଚେ। ହେଲେ ସାମ୍ନାକୁ ଆସିଚି ଆଉ ଏକ ତପଶ୍ୱନି ଙ୍କ କଥା । ବର୍ତ୍ତମାନ ପୁଣି ନିଜ ଶାଶୁ ଘର ସାମ୍ନାରେ ହାର ମାନିଛନ୍ତି ଆଉ ଏକ ତପଶ୍ଵନୀ । ଆଖିରେ ଆଖି ୟେ ସପନ ନେଇ ଶାଶୁଘର କୁ ଆସିଥିଲେ ତପଶ୍ୱନୀ । ସେ କଣ ଜାଣିଥିଲେ ତାଙ୍କର ଏହି ସପନ ଅଧା ରହିଯିବ ବୋଲି । 

 

ସବୁ ଝିଅଙ୍କ ପରି ସେ ବି ଶାଶୁ ଘରକୁ ଆସିଥିଲେ ।ହେଲେ ସେ କଣ ଜାଣିଥିଲେ ଶାଶୁ ଘର ଟି ତାଙ୍କ ପାଇଁ ଯମଖାନା ବନିଯିବ ବୋଲି। ଦୁନିଆ ବଦଳୁଛି ଆଉ ଲୋକୋ ବି ବଦକୁଛନ୍ତି ହେଲେ ଆଜି ଯାଏ ଲୋକୋଙ୍କ ମନରୁ ଲିଭି ନାହିଁ ଯୌତୁକ ଭଳି ନୀଚ ଚିନ୍ତାଧାରା । ତେବେ ଆମେ କହୁଚୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ନିଜାମପୁର ଗ୍ରାମର ତପଶ୍ୱନୀଙ୍କ କଥା । 

 

ଖୁସିରେ ବିବାହ କରିଥିଲେ ତପସ୍ଵିନୀ ନିଜ ସ୍ବାମୀଙ୍କ ସହିତ ଖୁସିରେ ସଂସାର କରିବାକୁ ସପନ ଦେଖିଥିଲେ ହେଲେ ବାହାଘର ର କିଛି ଦିନ ପରେ ସରିଯାଇଥିବା ସବୁ ଖୁସି ବିବାହ ର ଅଳ୍ପ କିଛି ଦିନ ପରେ ଶାଶୁଘର ଲୋକୋ ତପସ୍ଵନୀ କୁ ବାପା ଘରରୁ ଏକ କାର ଆଣିବାକୁ ଦାବି କରିଥିଲେ ।ହେଲେ ତପସ୍ଵନୀ ତାହା ପୂରଣ କରିପାରି ନଥିଲେ।

ଏହି କାରଣରୁ ତପସ୍ଵନୀକୁ ଶାଶୁ ଘର ଲୋକେ ଜୀବନରୁ ମା-ରି ଦେଇଥିଲେ । ଶାଶୁ ଘରକୁ ସଂସାର କରିବାକୁ ଆସିଥିବା ତପସ୍ଵିନୀଙ୍କ ଜୀବନ ଯୌତୁକ ପାଇଁ ଚାଲିଯାଇଥିଲେ । ତପସ୍ଵନୀଙ୍କ ଘର ଲୋକ ଏହା ଜାଣିବା ପରେ ଯାଜପୁର ଥାନାରେ ଏତଲା ଦେଇଥିଲେ । ହେଲେ ପନ୍ଦର ଦିନ ବିତି ଯାଇଥିଲେ ବି ଆରକ୍ଷୀ ଅଧିକାରୀ ତାଙ୍କର କୌଣସି ପଦକ୍ଷେପ ନେଇ ନଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *