ମୋଦି ମରିଗଲେ ବି ଦୁଃଖ କରିବାର ନାହିଁ : ବିଜେଡି ନେତ୍ରୀ । ତାପରେ BJP ନେଲା ଏମିତି କାର୍ଯ୍ୟାନୁଷ୍ଠାନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରଧାନମନ୍ତ୍ରୀ ମ-ରି-ଗ-ଲେ ବି ଦୁଃଖ କରିବାର ନାହିଁ କହିଲେ ମହିଳା ବିଜେଡି ସମ୍ପାଦିକା । ବିଜେଡି ନେତ୍ରୀଙ୍କ ବି-ରୁ-ଦ୍ଧ-ରେ ଥାନାରେ ଏତଲା ଦେଲା ବିଜେପି।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପଞ୍ଜାବ ରେ ପ୍ରଧାନ ମନ୍ତ୍ରୀଙ୍କର  ସୁରକ୍ଷାକୁ ନେଇ ଉପୁଜିଥିବା ବିବାଦରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଅ-ଶ୍ଳୀ-ଳ କଥା କହିଛନ୍ତି ଜଣେ ବିଜେଡି ନେତ୍ରୀ ।ମହିଳା ବିଜେଡି ସମ୍ପାଦିକା ସ୍ବର୍ଣ୍ଣଲତା ନାୟକଙ୍କ ବିରୋଧରେ ଏତଲା ।ଆଉ ଏହା ବି-ରୁ-ଦ୍ଧ-ରେ ସୁବର୍ଣ୍ଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଜେପି ର ବରିଷ୍ଠ ନେତା ବଳଦେବ ପ୍ରସାଦ । 

 

ଆଉ କହିଛନ୍ତି ଶାସକ ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ଇଞ୍ଜିନିୟର ସ୍ବର୍ଣ୍ଣଲତା ନାୟକ କହିଥିଲେ କି ପ୍ରଧାନମନ୍ତ୍ରୀ ମ-ରି-ଗ-ଲେ ବି ଦୁଃଖ କରିବାର ନାହିଁ । ତାଙ୍କ ସ୍ଥାନରେ ଆଉ କେହି ଜଣେ ଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ । ଯାହା କି ସମ୍ପୂର୍ଣ୍ଣ ରୂପରେ ବେଆଇନ ଅଟେ।ତାଙ୍କ ମନ୍ତବ୍ୟ ଶୁଣିବା ପରେ 166 ଆଇଟି କୁ ବହୁତ୍ ଜୋରରେ ଉଲ୍ଲେଖ କରୁଚି ।

 

 700ରୁ ଅଧିକ କୃଷକଙ୍କ ପ-ର-ଲୋ-କ ପାଇଁ ମୋଦିଙ୍କୁ ଦାୟୀ କରି ଫେସବୁକରେ ଏଭଳି ବିବାଦୀୟ ପୋଷ୍ଟ କରିଥିଲେ ସ୍ବର୍ଣ୍ଣଲତା ନାୟକ । ବିଜେଡି ନେତ୍ରୀଙ୍କ ଏଭଳି କଟୁ ମନ୍ତବ୍ୟ ପରେ ଏହାକୁ ନେଇ ତାତିଥିଲା ବିଜେପି । ପ୍ରଧାନମନ୍ତ୍ରୀଙ୍କ ବି-ରୁ-ଦ୍ଧ-ରେ ଏପରି ବି-ବା-ଦୀ-ୟ କଥା କହିବା ଅତ୍ୟନ୍ତ ନି-ନ୍ଦ-ନୀ-ୟ ଓ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।

 

ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି ଏବଂ ସମ୍ପୃକ୍ତ ବିଜେଡି ନେତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗକୁ କୋର୍ଟର ଆଶ୍ରୟ ନେବେ ଚେତାବନୀ ଦେଇଛି ଦଳ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *