ମୁଁ ବି ନମିତା ଅଗ୍ରୱାଲ ହେବି ସୋ ରେ ଏହି ଝିଅ ର ଗୀତ ଶୁଣି ଭୋ ଭୋ କାନ୍ଦିଲେ ନମିତା ଅଗ୍ରୱାଲ । ଦେଖ ଏହି ଗୀତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୀତ ଗାଇ ସମସ୍ତଙ୍କ ଆଖିରେ ଲୁହ ଆଣିଦେଲେ ଏହି ଝିଅ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସାର୍ଥକ ଟିଭି ରେ ଏକ ଶୋ ଚାଲୁଅଛି ଯାହାର ନାମ ହେଉଛି “ମୁଁ ବି ନମିତା ଅଗ୍ରୱାଲ ହେବି ”  ଏହି ଶୋ ଟି ମଧ୍ୟ ବହୁତ୍ କମ୍ ଦିନ ମଧ୍ୟରେ ଘରେ ଘରେ ପରିଚିତ ହୋଇ ପାରିଛି । ଏହାକୁ ଅନେକ ଦର୍ଶକ ପସନ୍ଦ ମଧ୍ୟ କରୁଛନ୍ତି । ଏହି  ଶୋ ଟି ବହୁତ୍ ଲୋକ ପ୍ରିୟତା ମଧ୍ୟ ହାସଲ କରିସାରିଲାଣି  ଖାଲି ସେତିକି ନୁହେଁ ଏହା ଅନେକ ଶିଶୁ କଳାକାର କୁ ପ୍ରେରଣା ମଧ୍ୟ ଦେଉଚି । 

 

ଏହି ଶୋ ରେ ପ୍ରଥମେ  ଅଡିସନ୍ ଏବଂ ଏହା ପରେ ହୋଇଥିଲା ମେଗା ଅଡିସନ୍ ସହିତ ସୁପର୍ ମେଗା ଅଡିସନ୍ ମଧ୍ୟ କରାଯାଇଥିଲା। ଏହା ସହିତ  ଷ୍ଟୁଡିଓ ରାଉଣ୍ଡ ହେଇଥିଲା,ଯେଉଁଥିରେ  24 ଜଣ ପ୍ରତିଯୋଗୀ ଙ୍କୁ ନେଇ ଏହି ରାଉଣ୍ଡ ଆରମ୍ଭ କରାଯାଇଥିଲା ।ଆଉ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଚାଲିଛି ଜବରଦସ୍ତ ପ୍ରତିଯୋଗିତା ।

 

ଏହି ରୀୟାଲିଟି ଶୋରେ ନିଜେ ନମିତା ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହି ପିଲାମାନକୁ ଉତ୍ସାହିତ କରୁଛନ୍ତି ଯାହା ଦ୍ଵାରା କି ସେ ପିଲା ମାନଙ୍କ ଆଗ୍ରହ ବଢ଼ାଇବା ସହ ସେମାନଙ୍କୁ ସାହସ ମଧ୍ୟ ମିଳୁଚି । କାହିଁ କେତେ ଦୂରରୁ ଅନେକ ପିଲା ଆସି ନିଜର ପ୍ରତିଭାକୁ ପ୍ରଦର୍ଷଣ କରୁଚନ୍ତି। ନମିତା ଅଗ୍ରୱାଲ ଙ୍କ ସମେତ  ମନ୍ମଥ ମିଶ୍ର , ଗୀତା ଦାସ ଏବଂ ଶ୍ରୀକାନ୍ତ ଗୌତମ ମଧ୍ୟ ଯାଜେସ ଭୂମିକା ତୁଲାଉଛନ୍ତି।

 

ଏହି ଶୋ ରେ ଆସିଥିବା ଏକ ଝିଅ ନିଜର ମଧୁର କଣ୍ଠ ରେ ଗୀତ ଗାଇ ସାରା ଓଡ଼ିଶା ବାସୀ ମୁଗ୍ଧ କରି ପାରିଛନ୍ତି । ସେ ନିଜର ସ୍ୱର ତଥା ନିଜର ମଧୁର ସଙ୍ଗୀତ ରେ ସେହି ଶୋ ରେ ଥିବା ସମସ୍ତ ଜଜ୍ ମାନଙ୍କୁ ମଧ୍ୟ ଭାବବିହ୍ୱଳ କରାଇ ଦେଇଥିଲେ।ଏମିତିକି ତାଙ୍କ ସଙ୍ଗୀତ ରେ ଥିବା ନିଷ୍ଠା ଓ ଦୃଢ ଆତ୍ମବଳ  ନମିତା ଅଗ୍ରୱାଲ ଙ୍କ ଆଖି ରୁ ମଧ୍ୟ ଲୁହ ଝରାଇବାକୁ ବାଧ୍ୟ ହେଇଥିଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *