ଶାରୁ ଖାଁ ରକ୍ତମୁଖା ! NCB ର ଦବଙ୍ଗ ଅଫିସର ଙ୍କୁ ଏମିତି କଲେ ଟାର୍ଗେଟ…

ବଲିଉଡ୍ ଅଭିନେତା ସାହାରୁଖ୍ ଖାନ୍ ଙ୍କ ପୁଅ ଆର୍ୟନ୍ ଖାନ୍ ଙ୍କ ଗି-ର-ଫ କେଶ୍ ରେ ଏନସିବି ଅଫିସର ସାମୀରଙ୍କ ଜୀବନକୁ ବି-ପ-ଦ ଅଛି ବୋଲି ସୂଚନା । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ଓ ଦେଖିବା Video ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ବଲିଉଡ୍ ଅଭିନେତା ସାହାରୁଖ୍ ଖାନ୍ ଙ୍କ ପୁଅ ଆର୍ୟନ୍ ଖାନ୍ ଙ୍କ ଗି-ର-ଫ କେଶ୍ ରେ ଏନସିବି ଅଫିସର ସାମୀରଙ୍କ ଜୀବନକୁ ବି-ପ-ଦ ଅଛି ବୋଲି ସୂଚନା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଲିଉଡରେ ପୁଣି ଝଡ଼ ଉଠିଛି। ବଲିଉଡ କିଙ୍ଗ ଖାନ୍‌ ଭାବେ ଜଣାଶୁଣା ଶାହରୁଖଙ୍କ ପୁଅ ଆର୍ୟନ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହାତରେ । ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିରେ ଆର୍ୟନ ମଧ୍ୟ ଥିଲେ ।  ଏହି ପାର୍ଟିରେ ସେ ନିଷିଦ୍ଧ ନି-ଶା କରିଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । କ୍ରୁଜରେ ଚାଲିଥିବା ଏହି ରେଭ ପାର୍ଟି ଉପରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଟିମ୍ ସହ ଚଢଉ କରିଥିଲେ । ୱାଙ୍ଖଡେ ସେହି ଅଧିକାରୀ ଯିଏ ସୁଶାନ୍ତ ସିଂହ ରାଜପୁତ ଆ-ତ୍ମ-ତ୍ୟା-ଗ ମାମଲାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଡ୍ର-ଗ-ସ୍ ଷ-ଡ଼-ଯ-ନ୍ତ୍ର-ର ତ-ଦ-ନ୍ତ କରିଥିଲେ । 

 

୨୦୦୮ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ୱାଙ୍ଖଡେଙ୍କ ପ୍ରଥମ ନିଯୁକ୍ତି ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ଅଧିକାରୀ ଭାବେ ହୋଇଥିଲା । ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ସେ ଏୟାର ଇଣ୍ଟେଲିଜେନ୍ସୀ ୟୁନିଟ୍‌ର ଉପାୟୁକ୍ତ ଅବସ୍ଥାପିତ ରହିବା ପରେ  ଜାତୀୟ ତ-ଦ-ନ୍ତ-କା-ରୀ ସଂସ୍ଥାନ (ଏନଆଇଏ), ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଓ ଏବେ ଏନସିବିରେ ଜୋନାଲ ଡାଇରେକ୍ଟର ଅବସ୍ଥାପିତ ଅଛନ୍ତି । ଗତ ୨ ବର୍ଷରେ ୱାଙ୍ଖଡେ ଓ ତାଙ୍କ ଟିମ୍‌ ମିଳିତ ଯାଞ୍ଚରେ ୧୭ ହଜାର କୋଟି ଟଙ୍କାର ଡ୍ର-ଗ୍ସ ଜବତ କରିଥିବାର ସରକାରୀ ରେକର୍ଡ ରହିଛି । 

 

ଜଣେ ସଚ୍ଚୋଟ ଓ କଡା ଅଫିସର ଭାବେ ୱାଙ୍ଖଡେ ବେଶ ଜଣାଶୁଣା । ସୀମା ଶୁଳ୍କ ବିଭାଗରେ କାର୍ଯ୍ୟରତ ଥିବା ବେଳେ ଅନେକ ପ୍ରଶିଦ୍ଧ ଲୋକଙ୍କୁ କ୍ଲିୟରାନ୍ସ ଦେଇ ନଥିବା ବେଳେ କେତେକଙ୍କ ବି-ରୋ-ଧ-ରେ ମୋ-କ-ଦ୍ଦ-ମା ମଧ୍ୟ ରୁଜୁ କରିଥିଲେ । ସେଲିବ୍ରିଟିମାନେ ଯେଉଁ ପର୍ଯ୍ୟନ୍ତ ବିଦେଶୀ ମୁଦ୍ରାରେ କ୍ରୟ କରିଥିବା ସାମଗ୍ରୀର ଘୋଷଣା କରି ଶୁଳ୍କ ପୈଠ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ କାହାକୁ ରିହାତି ଦେଇ ନାହାନ୍ତି । ଏପରି ଶୁଳ୍କ ଫାଙ୍କି କରିଥିବା ୨ହଜାରରୁ ଅଧିକ ଫିଲ୍ମ ଉଦ୍ୟୋଗର ଲୋକଙ୍କ ବି-ରୋ-ଧ-ରେ ମୋ-କ-ଦ୍ଦ-ମା ରୁଜୁ ମଧ୍ୟ କରିଛନ୍ତି । ୨୦୧୩ ମସିହାରେ ୱାଙ୍ଖଡେ ମୁମ୍ବାଇ ବିମାନ ବନ୍ଦରରେ ଗାୟକ  ମିକା ସିଂହଙ୍କୁ ବିଦେଶୀ ମୁଦ୍ରା ସହ ଧରିଥିଲେ । 

 

ଏହା ଛଡା ଅନୁରାଗ କାଶ୍ୟପ, ବିବେକ ଓବ୍ରୟ ଓ ରାମଗୋପାଲ ବର୍ମାଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ମାଲିକାନାଧୀନ କମ୍ପାନୀଙ୍କ ଉପରେ ମଧ୍ୟ ୱାଙ୍ଖଡେ ଚଢଉ କରିଛନ୍ତି । ୨୦୧୧ ମସିହାରେ ସୁନାରେ ନିର୍ମିତ କ୍ରିକେଟ ବିଶ୍ୱକପ ଟ୍ରଫିର ଶୁଳ୍କ ପୈଠ ପରେ ହିଁ ସେ ଏହାକୁ ବିମାନ ବନ୍ଦରରୁ ବାହାରକୁ ଯିବାକୁ ଦେଇଥିବାର ନଜିର ଅଛି । ଏଣୁ ମାମଲାରେ ଏବେ ଆର୍ୟନଙ୍କ ଲାଗି ଶାହରୁଖ ଗୁରୁତର ଫଶିଥିବା ପରି ମନେ ହେଉଛନ୍ତି । ତେବେ ବର୍ତମାନ ସମୟରେ ଯାହା ସୂଚନା ରହିଛି ଆର୍ୟନଙ୍କୁ ଗି-ର-ଫ କରିବା ପରେ କେହି ଜଣେ ତାଙ୍କ ଉପରେ ସବୁ ସମୟରେ ନଜର ରଖୁଛି ବୋଲି ସେ କହିଥିଲେ । ତାଙ୍କ ଜୀବନକୁ ବିପଦ ଅଛି । ଯଦି ତାଙ୍କର କିଛି ହୁଏ ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *