ଫୁଣି ସୁମିତ ରଚିଲେ ତପଶ୍ୱନୀ ଙ୍କ ବିରୁଦ୍ଧରେ ନୂଆ ଷଡ଼ଯନ୍ତ୍ର । ହରିଯିବେ ତପଶ୍ୱନୀ….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଡକ୍ଟର ସୁମିତ ଙ୍କୁ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ଦର୍ଶକ ବନ୍ଧୁ ଗତ ଜାନୁୟାରୀ 7 ତାରିଖ ରେ ସୁମିତ ଙ୍କ ଯଏନିଂ ଥିଲା କିନ୍ତୁ ସୁମିତ ପୁଣି ଥରେ ରଚିଲେ ବଡ଼ ଷଡ଼ଯନ୍ତ୍ର ! 

ତେବେ ମେଡିକାଲ ର ଅନ୍ୟ ଏକ ଡକ୍ଟର ଏହା କହିଛନ୍ତି ଯେ ,ଯେହେତୁ ମେଡିକାଲ ରେ ଡକ୍ଟର ଙ୍କ ଅଭାବ ରହିଛି ଆଉ ଯେହେତୁ ସୁମିତ ଏମିତି ବାରମ୍ବାର ଛୁଟି ନେଉଛନ୍ତି ସେଥିପାଇଁ ବର୍ତ୍ତମାନ ରୋଗୀ ମାନଙ୍କୁ ଏବଂ ମେଡ଼ିକାଲ କର୍ତୁପକ୍ଷ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯେହେତୁ ଜଣେ ଡକ୍ଟର ରହୁଥିଲେ ସମସ୍ତଙ୍କୁ ସାହାଯ୍ୟ ମିଳୁଥିଲା ଏବଂ ତାଙ୍କର ଅନୁପସ୍ଥିତି ରେ ସେଥିପାଇଁ ସମସ୍ୟା ଦେଖା ଦେଉଛି ।

 

କିନ୍ତୁ ଯଦି ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦୂର ନ ହୋଇ ସେ ମେଡିକାଲ କୁ ଆସନ୍ତୀ ତାହେଲେ ଏହା ବି ତାଙ୍କ ପାଇଁ ଏକ ଅସୁବିଧା ହୋଇପାରେ। ଯେହେତୁ ଏବେ କରୋନା ପାଇଁ ସମସ୍ତେ ବ୍ୟସ୍ତ ସେଥିପାଇଁ CDMO ଙ୍କ ପକ୍ଷରୁ କୌଣସି ସୂଚନା ଆସି ନାହିଁ । ତେବେ ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସେହି ମେଡିକାଲ ରେ ସମୁଦାୟ 3 ଜଣ ଡକ୍ଟର ଅଛନ୍ତି ।

 

ତେବେ ସେ କହିଛନ୍ତି ଯେ ,ମେଡିକାଲ ର ସମସ୍ତ ରିପୋର୍ଟ ଆମେ CDMO ଙ୍କୁ ଦେଇଥାଉ । ସେ କହିଛନ୍ତି ଯେ ଆମର ମେଡିକାଲ ରେ ଡକ୍ଟର ଏବେ କମ୍ ରହିଛନ୍ତି ଆଉ ସେଥିପାଇଁ ସମସ୍ୟା ହେଉଥିବା କଥା ସେ CDMO ଙ୍କୁ ଜଣାଇ ଥିଲେ । ସେ କହିଛନ୍ତି ଯେ ଆମର ହାତ ରେ 10 ଦିନ ର ଛୁଟି ରହିଥାଏ । ଆଉ ଯଦି ଅଧିକ ଦିନ ଛୁଟି ନେବାକୁ ହୁଏ ତାହେଲେ ଏହିଁ ସୂଚନା CDMO ଙ୍କ ନିକଟକୁ ଯାଇଥାଏ। ଆଉ ଏହା ପରେ ତାଙ୍କୁ ଛୁଟି ଦିଆଯିବ କି ନାହିଁ ତାହା CDMO ନିଷ୍ପତ୍ତି ନେଇଥାନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *