ରାସନ କାର୍ଡ ଥିବା ଲୋକଙ୍କ ପାଇଁ ସରକାର ଦେବେ ଏହି ସୁବିଧା । ପୁରା ରାସନ କାର୍ଡ ଥିବା ଲୋକ ହେଲେ ଖୁସି…

 

ଦର୍ଶକ ବନ୍ଧୁ ରାସନ୍ କାର୍ଡ ଉପଭୋକ୍ତା ମାନଙ୍କ ପାଇଁ ସରକାର ନେଇ ଆସିଛନ୍ତି ଏକ ବଡ ଖୁସି ଖବର । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ରାସନ୍ କାର୍ଡ ଅଧିକାରୀ ମାନଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା । ତେବେ ସମସ୍ତ ରାସନ୍ କାର୍ଡ ଅଧିକାରୀ ମାନେ ବର୍ତ୍ତମାନ ସମୟ ରେ ସରକାର ଙ୍କ ତରଫ ରୁ ଜାରି ହୋଇଥିବା ନିର୍ଦ୍ଦେଶ କୁ ଜାଣିବା ପାଇଁ ,ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ ।

ଏହା ଦ୍ଵାରା ମଧ୍ୟ ହିତାଧିକାରୀ ମାନେ ନିଜ ପସନ୍ଦ ର ରାସନ୍ ଡିଲର କୁ ଚୟନ କରି ପାରିବେ।ଅର୍ଥାତ୍ ଆପଣ ନିଜ ଇଚ୍ଛା ମୁତାବକ ରାସନ୍ ଡିଲର ଙ୍କୁ ବଦଳାଇ ପାରିବେ। ତେବେ ବର୍ତ୍ତମାନ ସମୟ ରେ ସରକାର ଜାରି କରିଥିବା ବିଜ୍ଞାପନ ଅନୁଯାୟୀ , କୌଣସି ରାସନ୍ କାର୍ଡ ହିତାଧିକାରୀ ନିଜ ଇଚ୍ଛା ମୁତାବକ ରାସନ୍ ଡିଲର ଙ୍କୁ ଠାରୁ ରାସନ୍ ନେଇ ପାରିବେ। ତେବେ ଏ ନେଇ ମଧ୍ୟ ଆପଣଙ୍କୁ ରାସନ୍ ଡିଲର ମନା କରି ପାରିବେ ନାହିଁ।

 

 ତେବେ ବର୍ତ୍ତମାନ ଏ ନେଇ ସରକାର ଙ୍କ ତରଫ ରୁ ସବୁ ଜିଲ୍ଲା ର ରାସନ୍ ହିତାଧିକାରୀ ମାନଙ୍କ ପାଇଁ ନିର୍ଦ୍ଦେଶ ଜାରି କରା ଯାଇଛି ।ତେବେ ବେଳେବେଳେ ଏହା ଦେଖା ଯାଉଛି କି କିଛି ରାସନ୍ ଡିଲର ହିତାଧିକାରୀ ଙ୍କୁ ରାସନ୍ ଦେବା ବେଳେ କିଛି ଟାଳଟୁଳ ନୀତି ଅବଲମ୍ବନ କରିଥାନ୍ତି । ତେବେ ବର୍ତ୍ତମାନ ସେହିପରି ହିତାଧିକାରୀ ମାନଂକ ପାଇଁ ବିକଳ୍ପ ରହିଛି ଯେ ସେମାନେ ନିଜ ଇଚ୍ଛା ମୁତାବକ ଅନ୍ୟ ଡିଲର ଙ୍କ ଠାରୁ ରାସନ୍ ଆଣି ପାରିବେ । 

 

ତେବେ ଅନ୍ୟ ପଟେ ଯଦି କୌଣସି ଡିଲର ଙ୍କ ପାଖରେ ଅଧିକ ହିତାଧିକାରୀ ଯାଇ ପହଞ୍ଚିବେ ତାହେଲେ ସେହି ଡିଲର ଜିଲ୍ଲା ଯୋଗାଣ ବିଭାଗ ଙ୍କ ନିକଟ ରେ ଆବେଦନ କରି ଅଧିକ ରାସନ୍ ଉଠାଇ ପାରିବ।ତେବେ ଏହି ନିୟମ ଜାରି କରାଯିବା ପରେ ଯଦି କୌଣସି ଡିଲର କୌଣସି ହିତାଧିକାରୀ ଙ୍କୁ ରାସନ୍ ଦେବାକୁ ମନା କରେ ତାହେଲେ ସେହି ଡିଲର ଙ୍କ ଉପରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 ତେବେ ବର୍ତ୍ତମାନ ମିଳୁଥିବା ଖବର ଅନୁଯାୟୀ ,ସରକାର କିଛି ବିପିଏଲ୍ ପରିବାର ଙ୍କୁ ମାସିକ କିଛି ରାସନ୍ ଶସ୍ତା ଦାମ୍ ରେ ଯୋଗାଇ ଦେଉଛନ୍ତି। ଏନେଇ କେନ୍ଦ୍ର ସରକାର ଙ୍କ ନିୟମ ମୁତାବକ ,ରାସନ କାର୍ଡ ଧାରୀ ଙ୍କୁ ପ୍ରତି ସରକାର ମାସିକ 5 କିଲୋ ଚାଉଳ ଯୋଗାଇ ଦେଇଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ଯଦି କୌଣସି ବ୍ୟକ୍ତି ଚାହେଁ ତାହେଲେ ସେ ନିଜ ଇଚ୍ଛା ମୁତାବକ ଯେ କୌଣସି ଡିଲର ଠାରୁ ରାସନ୍ ଉଠାଇ ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *