ଧରା ପଡିଗଲା ତପଶ୍ୱନୀ ଙ୍କ ଅସଲ କାରନାମା । ଚାଟ ଓ କଲ ହେଲା ଭାଇରଲ । ଦେଖିଲେ ମୁଣ୍ଡ ଟିଣ ହେଇଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁମିତ ଏବଂ ତପସ୍ୱିନୀ ମାମଲାରେ ଅନ୍ୟ ଏକ ମୋଡ଼ । ଖୋଲିଗଲା ତପସ୍ୱିନୀଙ୍କ ଅସଲି ଚେହେରା । ସୁମିତଙ୍କ ପୂର୍ବରୁ ଅନ୍ୟ ପୁଅଙ୍କ ସହ ଅ-ଭ-ଦ୍ର ଚାଟ୍ କରୁଥିଲେ ତପସ୍ୱିନୀ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବ୍ରହ୍ମପୁର ବ୍ରହ୍ମନଗର ର ବୋହୂ ତପସ୍ବିନୀ ଓ ତାଙ୍କ ସ୍ବାମୀ ସୁମିତ ଙ୍କ ଘଟଣା ବର୍ତ୍ତମାନ ସାରା ଓଡ଼ିଶା ରେ ଚର୍ଚ୍ଚା ର ବିଷୟ ପାଲଟିଛି । ମାସେ ଉପରେ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଏହି ଘଟଣା ର ସମାଧାନ ହୋଇ ପାରି ନାହିଁ, ବରଂ ପ୍ରତ୍ୟେକ ଦିନ କିଛି ନା କିଛି ଟୁଇଷ୍ଟ ଦେଖିବା ପାଇଁ ମିଳୁଛି । ସୁମିତ ଓ ତପସ୍ବିନୀ ଙ୍କର କିଛି ନା କିଛି ନୂଆ ନୂଆ ଭିଡ଼ିଓ ଅଡିଓ ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି । 

 

ତେବେ ବର୍ତ୍ତମାନ ସମୟରେ ଆଉ ଜଣେ ମହିଳାଙ୍କ ପୁଣି ଏକ ଅଡିଓ କଲ ଭାଇରାଲ ହେବାରେ ଲାଗିଛି ଯେଉଁଥରେ ତପସ୍ବିନୀ ସୁମିତ ଙ୍କ ପୂର୍ବରୁ କିପରି ଅ-ଭ-ଦ୍ର ଏବଂ ଅ-ଶ୍ଳୀ-ଳ ଭାଷାରେ ଅନ୍ୟ ପୁଅ ମାନଙ୍କ ସହ କଥା ହେବାର ଦେଖିବାକୁ ମିଳିଛି । ଏହି ଅଡିଓ କଲ ରେ ତପସ୍ବିନୀ ଯେଉଁ ଭଳି ଭାବରେ କଥା ହୋଇଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ଯ ବିଶ୍ବାସ କରି ପାରିବେ ନାହିଁ । ଆଉ ଜଣେ ମହିଳା ତପସ୍ୱିନୀ ଏପରି ତାଙ୍କ ସ୍ଵାମୀଙ୍କ ସହ କଥା ହେଉଥିବା ନେଇ ଅଭିଯୋଗ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି ଏବଂ ଏହାକୁ ପ୍ରମାଣ କରିବା ପାଇଁ କଥା ବାର୍ତ୍ତାର କିଛି ସ୍କ୍ରିନ୍ସଟ୍ ମଧ୍ୟ ମିଡ଼ିଆରେ ପ୍ରକାଶ କରିଛନ୍ତି ।

 

ତେବେ ମିଡ଼ିଆ ରେ ନିଜର ନାମ ଗୋପନ ରଖି ମହିଳା ଜଣଙ୍କ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ ତପସ୍ୱିନୀ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ରେ ଫ୍ରେଣ୍ଡ ରକ୍ଵେସ୍ଟ ପଠାଇ ଥିଲେ । ସେତେବେଳେ ମେଡିକାଲ ପାଇଁ ପ୍ରିପେରେସନ୍ କରୁଥିବା ନେଇ ପଢା ରେ ସାହାଯ୍ୟ କରିବା ପାଇଁଁ ବାହାନାରେ ଉପରେ ପଡି କଥା ହେଉଥିଲେ । ଅନଲାଇନ୍ ଆସିବା ମାତ୍ରେ ତାଙ୍କ ସ୍ଵାମୀଙ୍କ ମନା କରିବା ସତ୍ବେ ବାରମ୍ବାର ଖରାପ୍ ମେସେଜ କରୁଥିଲେ ଏବଂ ତାଙ୍କ ସହ କଥା ହେବା ପାଇଁ ଉସୁକାଇ ଥିଲେ । ଯାହା ଫଳରେ ତାଙ୍କ ସ୍ବାମୀ ତପସ୍ୱିନୀ ଙ୍କୁ ବ୍ଲକ୍ କରି ଦେଇଥିଲେ । 

https://m.facebook.com/brahampurcityofsilk/videos/222121106639670/

ତାପରେ ମହିଳା ଜଣଙ୍କ ଯେତେବଳେ ତାଙ୍କ ସ୍ଵାମୀଙ୍କ ସହ ଏଭଳି ବ୍ୟବହାର ନ କରିବା ପାଇଁ ମେସେଜ କଲେ ତୋ ତପସ୍ୱିନୀ ଅ-ଶ୍ଳୀ-ଳ ଏବଂ ଖରାପ୍ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ଯାହାର ପ୍ରମାଣ ଦେଖାଇବାକୁ ଯାଇ ତପସ୍ୱିନୀ ଙ୍କ ମେସେଜ ର ସ୍କ୍ରିନସଟ୍ କୁ ସେ ଭାଇରାଲ୍ କରି ଦେଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଜଣା ପଡିଛି ଯେ ତପସ୍ୱିନୀ ନାଆଁ ରେ ଥିବା ଆକାଉଣ୍ଟ ରୁ ସେ ବହୁତ ଖରାପ ଏବଂ ଅ-ସ-ଭ୍ୟ ଭାଷାରେ କଥା ହେଉଛନ୍ତି । ତେବେ ଏହାକୁ ଦେଖିକି ଜନ ସାଧାରଣ ତପସ୍ୱିନୀ ଙ୍କ ଏଭଳି ଅ-ଶା-ଳୀ-ନ ବ୍ୟବହାର ଏବଂ ଅଶୋଭନୀୟ ଆଚରଣ ପାଇଁ ଘୋଇ ନିନ୍ଦା କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *