ମାର୍କେଟ ଘାଣ୍ଟିଲା ଯାତ୍ରା ଟାଇଗର ଦୈତାରି ପଣ୍ଡା ଙ୍କ ପ୍ରଥମ ଗୀତ । ଶୁଣନ୍ତୁ ଏହି ମାର୍କେଟ ହିଟ ଗୀତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୀତ ଗାଇ ଚର୍ଚ୍ଚା ରେ ଦଇତାରୀ ପଣ୍ଡା । କଣ ଗୀତ ଗାଇଛନ୍ତି ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । 

 

ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ । ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରି ଦେଇଥାଏ । 

 

ତେବେ ବେଳେ ବେଳେ ଯାତ୍ରା କଳାକାର ମାନେ ମଧ୍ୟ ଗୀତ ଗାଇଥାନ୍ତି । ସେହିପରି ଗୀତ ଗାଇଛନ୍ତି ଯାତ୍ରା ଟାଇଗର ଦଇତାରୀ ପଣ୍ଡା । ବର୍ତ୍ତମାନ୍ ର ସମୟ ରେ , ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକଡାଉନ ମଧ୍ୟ ଘୋଷଣା ସରିଲାଣି । କିନ୍ତୁ କିଏ କେତେ ସଚେତନ , ତାହାକୁ ନେଇ ଗୀତ ଟି ଗାଇଛନ୍ତି ଦଇତାରୀ ପଣ୍ଡା । ଏହି ଗୀତକୁ କୋଣାର୍କ ଗଣନାଟ୍ୟ ର ଗାୟକ ରାଜ କୁମାର ରଥ ମୁଖ୍ୟତଃ ଗାଇଛନ୍ତି । 

 

ସମ୍ପୂର୍ଣ୍ଣ ଗୀତଟିକୁ ଲେଖିଛନ୍ତି ବିଭୂତି ସ୍ୱାଇଁ । ବର୍ତ୍ତମାନ୍ ସମୟ ରେ ଲୋକ ଙ୍କୁ ସଚେତନ କରିବା ପାଇଁ ତଥା ବର୍ତମାନ ର ଅବସ୍ଥା କୁ ନେଇ ରଚନା ହୋଇଛି ସଙ୍ଗୀତ ଟି । ତେବେ ପ୍ରତ୍ୟେକ ଙ୍କ ପାଖରେ କିପରି ଏହି ସଂଗୀତ ଟି ପହଞ୍ଚିବ , ସେଥିପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦଇତାରୀ ପଣ୍ଡା ଙ୍କୁ ସଙ୍ଗୀତ ରେ ସ୍ଥାନ ଦେଇଛନ୍ତି । ତେବେ ସଙ୍ଗୀତ ଟି ଏକ ଷ୍ଟୁଡିଓ ରେ ରେକର୍ଡ କରା ଯାଉଚି । ତେବେ ସାମାଜିକ ବାର୍ତ୍ତା ନେଇ ଷ୍ଟୁଡିଓ ରେ ଗୀତ ଗାଇ ଚର୍ଚ୍ଚା ରେ ଦଇତାରୀ ପଣ୍ଡା । ପାଠ ପଢିଲେ ଚାକିରୀ ନାହିଁ , ଚାଷ କରିଲେ ବିକ୍ରି ନାହିଁ । ଏହିପରି ଗୋଟିଏ ଟିଏ ଗାଇଛନ୍ତି ଦଇତାରୀ ପଣ୍ଡା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *