ଏବେ ଏବେ ସୁମିତ ଙ୍କ ପରିବାର କୁ ଲାଗିଲା ବିରାଟ ବଡ଼ ଝଟକା । ବଦଳିଲା ବାଜି…

 

 

ଦର୍ଶକ ବନ୍ଧୁ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା ବିଷୟରେ ତ ଆପଣ ମାନେ ବେଶ୍ ଭଲ ଭାବରେ ଅବଗତ ଥିବେ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା ରେ ସାମ୍ନା କୁ ଆସିଛି ଏକ ବଡ ଟୁଇଷ୍ଟ । ତେବେ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ସୁମିତ ଙ୍କ ପରିବାର କୁ ଏକ ବଡ ଝଟକା ଲାଗିଛି ।ତେବେ ଏହି ଝଟକା କଣ ପାଇଁ ଲାଗିଛି ଆଉ ଏହା ପଛର ସତ୍ୟାସତ୍ୟ ବିଷୟରେ ବିସ୍ତାର ରେ ଜାଣି ନେବା ।

 

ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଙ୍କ ଓକିଲ ଏହା କହିଛନ୍ତି ଯେ ,ତପସ୍ୱିନୀ ଙ୍କ ଶାଶୁ ଏବଂ ଗୋସେଇଁ ଶାଶୁ ସୁରକ୍ଷା ମାଗିଥିଲେ ଓ କମ୍ପେନ୍ ସେସନ୍ କ୍ଲେମ୍ କରିଥିଲେ।ତେବେ ପୂର୍ବରୁ କୋର୍ଟ ଏହା ନିର୍ଦ୍ଦେଶ ଦେଇଥିଲେ ଯେ ,ତପସ୍ୱିନୀ ନିଜ ଶାଶୁ ଘରେ ରହିବେ ଏବଂ ନିଜ ସ୍ବାମୀ ସୁମିତ ଙ୍କ ସହିତ ରହିବେ ।ଆଉ ଉଭୟ ପରିବାର ରୁ କୌଣସି ପ୍ରକାରର ମତାନ୍ତର ହେବ ନାହିଁ । 

 

ତପସ୍ୱିନୀ ଙ୍କ ଶାଶୁ ଏବଂ ଗୋସେଇଁ ଶାଶୁ ସୁରକ୍ଷା ପାଇଁ କୋର୍ଟ ରେ ଆବେଦନ କରିଥିଲେ ଓ କମ୍ପେନ୍ ସେସନ୍ କ୍ଲେମ୍ କରିଥିଲେ ,ତେବେ ବର୍ତ୍ତମାନ କୋର୍ଟ ତାଙ୍କର ଏହି ଆବେଦନ କୁ ରିଜେକ୍ଟ୍ ଅଥବା ଗ୍ରହଣ କରି ନାହାଁନ୍ତି । ତେବେ ଯେହେତୁ ଉପରିସ୍ଥ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସମସ୍ତେ ସେହି ନିର୍ଦ୍ଦେଶ କୁ ମାନିବେ । ଉଭୟ ପରିବାରବର୍ଗ ଗଣ୍ଡଗୋଳ କରିବେ ନାହିଁ ।

 

ଏହା ସହିତ ମଧ୍ୟ ପ୍ରତି ମାସ ରେ ସୁମିତ ନିଜର ସ୍ତ୍ରୀ ତପସ୍ୱିନୀ ଙ୍କୁ ସତର ହଜାର ଟଙ୍କା ଦେବେ ଆଉ ତପସ୍ୱିନୀ ନିଜ ଶାଶୁ ଘରେ ରହିବେ । ତେବେ ବର୍ତ୍ତମାନ ସମୟ ରେ ଯେହେତୁ ଉପରିସ୍ଥ କୋର୍ଟ ଏହି ଅର୍ଡର୍ କରିଛନ୍ତି ସେଥିପାଇଁ ତଳ କୋର୍ଟ କୌଣସି ନିର୍ଦ୍ଦେଶ ଦେବାକୁ ଯୋଗ୍ୟ ମନେ କରୁ ନାହାଁନ୍ତି । ତେବେ ଆସନ୍ତା 17 ତାରିଖ ଦିନ ଏହି ମାମଲା ର ଆଗାମୀ ଶୁଣାଣି ହେବ ।

 

ତେବେ ବର୍ତ୍ତମାନ ସୁଦ୍ଧା ସୁମିତ କୌଣସି ଟଙ୍କା ତପସ୍ୱିନୀ ଙ୍କୁ ଦେଇ ନାହାନ୍ତି । କିନ୍ତୁ ଯଦି ସୁମିତ ନିଜର ସ୍ତ୍ରୀ ତପସ୍ୱିନୀ ଙ୍କୁ ଟଙ୍କା ନ ଦେଲେ ତାହେଲେ ପରବର୍ତ୍ତୀ ସମୟରେ ତଳ କୋର୍ଟ ରେ ତାଙ୍କ ବିରୋଧ ରେ ଅଭିଯୋଗ ଦାଖଲ କରାଯିବ । ଆଉ କୋର୍ଟ କୁ ଯାହା ନିର୍ଦ୍ଦେଶ ଦେବା କଥା ଆଇନ୍ ଅନୁଯାୟୀ ନିର୍ଦ୍ଦେଶ ଦେବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *