ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ଏହି ଷ୍ଟାର ପ୍ଲେୟାର । ନାଁ ଜାଣିଲେ ଖୁସି ହେଇଯିବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, T20 ୱାର୍ଲ୍ଡ କପ୍ ରେ  ସାମିଲ୍ ହେବେ ଏହି ଷ୍ଟାର ବୋଲର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଲୋକ ଙ୍କ ମନରଞ୍ଜନ ପାଇଁ ଅନେକ ପ୍ରକାର ବ୍ୟବସ୍ତା ରହିଛି। ତେବେ ଆମ ଦେଶ ରେ ଖେଳ କୁ ଅଧିକ ଗୁରୁତ୍ୱ ଦିଆ ଯାଏ। ଆମ ଦେଶ ରେ ଅନେକ ଭଲ ଭଲ ଖେଳାଳି ଅଛନ୍ତି , ଯେଉଁ ମାନେ କି ଆମ ଦେଶ ପାଇଁ ଖେଳି ଗୌରବ ଆଣି ଦେଉଛନ୍ତି। ଯାହା ପାଇଁ ଦେଶ ବିଦେଶ ରେ ଆମ ଦେଶ ରାଜ୍ୟ ର ନାମ ହେଉଛି। ତେବେ ଆମ ଦେଶ ରେ ଥିବା କ୍ରିକେଟ ଦଳ ଦେଶ ପାଇଁ ଖେଳି ଦେଶ ର୍ ଗୌରବ ବଢା଼ଉଛନ୍ତି। ତେବେ ଦିନ କୁ ଦିନ କ୍ରିକେଟ ଖେଳ ପ୍ରତି ଲୋକ ଙ୍କ ଭଲ ପାଇବା ବଢିବା ରେ ଲାଗିଛି। ଆମ ଦେଶ ର୍ ଯୁବକ ମାନେ କ୍ରିକେଟ ଖେଳ ପ୍ରତି ଆକ୍ରୁଷ୍ଟ  ହୋଇ ,କ୍ରିକେଟ ଖେଳିବା ପାଇଁ କୋଚିଂ ନେଉଛନ୍ତି। ଆଉ ତା ସହ ନିଜର ଭଲ ପ୍ରଦର୍ଶନ ଯୋଗୁ ଇଣ୍ଡିଆ ଟିମ ରେ ସ୍ଥାନ ପାଉ ଛନ୍ତି। 

 

ତେବେ ସେମିତି ଜଣେ ଖେଳାଳି ଅଛନ୍ତି , ଯିଏ କି ନିଜର୍ ଚମତ୍କାର ପ୍ରଦର୍ଶନ ଯୋଗୁ ଏବେ ସାରା ଦେଶ ରେ ଚର୍ଚ୍ଚା ର ପ୍ରାତ୍ର ହୋଇ ଛନ୍ତି। ତେବେ ସେ ହେଉଛନ୍ତି ଆଭେସ ଖାନ। ତେବେ ସେ ଆଇପିଏଲ ରେ ଦିଲ୍ଲୀ କେପିଟାଲ ଟିମ ତରଫ ରୁ ଖେଲୁଛନ୍ତୁ। ତାଙ୍କ ଦ୍ରୁତ ବୋଲର ଯୋଗୁ ବିସିସିଆଇ ତାଙ୍କୁ ଆଇପିଏଲ ପରେ ଇଉଏଇ ରେ ରହିବା କୁ କହିଛି। ଆଉ ତା ସହ ସେ ଜଣେ ନେଟ ବୋଲୋର୍ ଭାବେ ଇଣ୍ଡିଆ ଟିମ ରେ ଯୋଗ ଦେବେ ।ତେବେ ଯଦି ସେ ଆଗକୁ ନିଜର ଭଲ ପ୍ରଦର୍ଶନ ଦିଅନ୍ତି , ତାହାଲେ ତାଙ୍କୁ ମୁଖ୍ୟ ଖେଳାଳି ରେ ମଧ୍ୟ ଯୋଗ କରା ଯିବ। 

 

ତେବେ ସେ ଦିଲ୍ଲୀ ରାଜଧାନୀ ପ୍ରଥମ ବୋଲର ଆଭେଶ ଖାନ ଭାରତୀୟ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଏକ ଉଜ୍ଜ୍ୱଳ ଆଶା ପାଲଟିଛନ୍ତି । ଆଈ ପି ଏଲ ରେ ୨୪ ବର୍ଷ ପୁରୁଣା ଦିଲ୍ଲୀ ରାଜଧାନୀ । ସେ ଖେଳର କ୍ରଞ୍ଚ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ବଲ୍ ସହିତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଠିକ  ଆରାମ ପ୍ରଥମ ବୋଲର ଏହି ସିଜନ  ରେ   ଦିଲ୍ଲୀ ରାଜଧାନୀ ପାଇଁ ସମସ୍ତ ୧୫ ଟି ଖେଳ ଖେଳିଥିଲେ ।

 

ସେ ଆଇପିଏଲ ରେ ପ୍ରଥମ ଟାଇମ୍ ପାଇଁ ଏକ ସଫଳତା ଏହି ସିଜନ୍ ରୁ ପାଇଛନ୍ତି, ଯେହେତୁ ସେ ତାଙ୍କ ନାମରେ ୨୩ ୱିକେଟ୍ ନେଇଥିଲେ ।ଆଭେସ୍ ଖାନ୍ ଅର୍ଥନୀତି ହାର ୭.୫୦ ଏବଂ ବୋଲିଂ ହାରାହାରି ୧୮.୬୦ ବଜାୟ ରଖିଛନ୍ତି । ତେବେ ତାଙ୍କର ଏହି ଭଲ ପ୍ରଦର୍ଶନ ପାଇଁ ଆମ ଦେଶ କୁ ଗୌରବ ଆଣି ଦେଇ ପାରିବେ ବୋଲି ସମସ୍ତେ ଆଶା କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *