ସ୍ୱାମୀ କୁ ଛାଡି ଶଶୁର ସହ ଫେରାର ହେଲା ବୋହୁ…ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ… କଣ ସମ୍ପୂର୍ଣ୍ଣ ଘଟଣା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସ୍ୱାମୀଙ୍କ ଏହି କାର୍ଯ୍ୟ ଯୋଗୁଁ ସ୍ୱାମୀ କୁ ଛାଡିଲା ସ୍ତ୍ରୀ, ଶ୍ୱଶୁରକୁ ବାହା ହୋଇ ଘରୁ ଫେ-ରା-ର୍ ହୋଇଗଲେ ଶ୍ୱଶୁର ବୋହୂ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଯୁଗ ଏବେ ବଦଳିଲାଣି, କହିବାକୁ ଗଲେ କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି। ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗାରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କର ଆଖି ପିଛୁଳାକେ ହେଇଯାଉଛି। 

 

ଯୁଗ ବଦଳିଛି ସତ ହେଲେ ତାହା ସହ ଆଜିର ଲୋକମାନଙ୍କର ଚିନ୍ତାଧାରାରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ଆଗକାଳର ଲୋକମାନଙ୍କର  ଚିନ୍ତାଧାରା ଆଉ ଏବେର ଲୋକମାନଙ୍କର ଚିନ୍ତାଧାରା ମଧ୍ୟରେ ଆକାଶ ପାତାଳର ଫରକ୍ ଆସି ଯାଇଛି। ଏବେର ଲୋକମାନେ ବହୁତ ତଳକୁ ଚାଲିଗଲେଣି, ଲୋକମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଖ-ରା-ପ ଲାଗୁନାହିଁ। ଲୋକମାନେ ନିଜର ମନର ଲାଳସା କୁ ନେଇ ଏହା ବିଚାର କରି ପାରୁନାହାଁନ୍ତି କି କେଉଁ ସମ୍ପର୍କଟି ଠିକ୍ ଆଉ କେଉଁ ସମ୍ପର୍କଟି ଭୁଲ୍। 

 

ଆଜିର ସମାଜର ଏପରି ଅନେକ ସମ୍ପର୍କ ସବୁ ଦେଖିବାକୁ ମିଳିଲାଣି, ଯାହାକି ବହୁତ ଲ-ଜ୍ଜା-ଜ-ନ-କ ଅଟେ। ଲୋକମାନେ ସମାଜର ନିୟମକୁ ମଧ୍ୟ ଖାତିର୍ କରୁନାହାଁନ୍ତି, ନିଜ ମନ ଇଚ୍ଛା କାମ କରୁଛନ୍ତି। ଏବେ ମଧ୍ୟ ସେହିପରି ଏକ ଲ-ଜ୍ଜା-ଜ-ନ-କ ଘଟଣା ଦେଖିବାକୁ ମିଳିଛି, ଯେଉଁ ସମ୍ପର୍କ କଥା ଶୁଣି ଲୋକମାନେ ଅନେକ କଥା ମଧ୍ୟ କହୁଛନ୍ତି। ଜଣେ ବୋହୂ ନିଜର ସ୍ୱାମୀକୁ ଛାଡି ଶ୍ୱଶୁର ସହ ଫେ-ରା-ର ହୋଇଯାଇଛି, ଆପଣମାନଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, ହେଲେ ଏହା ସମ୍ପୂର୍ଣ୍ଣ ସତ ଅଟେ। 

 

ଏହି ଘଟଣା ଟି ବଦାୟୁ ଅଞ୍ଚଳର ଅଟେ, ଏଠାରେ ଜଣେ ଯୁବତୀ ୨୦୧୬ ମସିସାରେ ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ସେହି ଯୁବକ ଜଣକ ପ୍ରତିଦିନ ମଦ ପିଇ ଘରକୁ ଆସନ୍ତି ଆଉ ତାଙ୍କ ସ୍ତ୍ରୀଙ୍କୁ ମା-ର-ପି-ଟ ମଧ୍ୟ କରନ୍ତା। ଯୁବତୀ ଜଣକ ଏହି ସବୁରୁ ବହୁତ ବି-ର-କ୍ତି ହୋଇଯାଇଥିଲେ, ଆଉ ନିଜର ଶ୍ୱଶୁର ସହ ସମ୍ପର୍କ ରଖିଥିଲେ। ଏହାପରେ ନିଜର ସ୍ୱାମୀଙ୍କୁ ଛାଡି ଶ୍ୱଶୁରଙ୍କୁ ବାହା ହୋଇ ଘର ଛାଡି ଦୁଇଜଣ ଫେରାର ହୋଇଯାଇଥିଲେ। ଶ୍ୱଶୁର ଜଣକ ମଧ୍ୟ ସେହି ବୋହୂଙ୍କୁ ନିଜ ସ୍ତ୍ରୀ ବୋଲି ସ୍ୱୀକାର କରୁଛନ୍ତି। ସେମାନେ ବିବାହ ପରେ ବହୁତ ଦିନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ତେବେ ଘରକୁ ଫେରିବା ସମୟରେ ସେମାନେ ନିଜ ସହ ଏକ ପିଲାକୁ ନେଇ ଆସିଛନ୍ତି। ଏହାକୁ ଦେଖି ଗାଁର ଲୋକମାନେ ବହୁତ ଖ-ରା-ପ କଥା ମଧ୍ୟ କହୁଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *