କ୍ୟାମେରା ଆଗରେ ଢ଼ୋ ଢ଼ୋ କସିଦେଲେ ସ୍ତ୍ରୀ । ଦେଖିଲେ ଭିଡ଼ିଓ ଆବାକ ହେଇଯିବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସ୍ତ୍ରୀ କହିଲେ ଗୋଟେ ମାରିଚି ଆହୁରି ସେକିବି, ପତି ପତ୍ନୀ ଙ୍କ ଝ-ଗ-ଡ଼ା ର ସତ୍ୟ ଚିତ୍ର ମହିଳା କମିଶନଙ୍କ ସାମ୍ନାରେ।ଢ଼ୋ ଢ଼ୋ କସିଦେଲେ ସ୍ତ୍ରୀ ସ୍ୱାମୀକୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ Video ଦେଖିଲେ  ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ ଏଇ ସମାଜ ରେ ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହା ଯାଏ। କୁହା ଯାଏ କି ସ୍ୱାମୀ ସ୍ତ୍ରୀ ବିବାହ ପରେ ସାତ ଜନ୍ମ ର ସାଥି ହୋଇ ଥାନ୍ତି। ତେବେ ଆମ ଏହି ହିନ୍ଦୁ ଧର୍ମ ରେ ବିବାହ କୁ ବହୁତ ଧୁମ ଧାମ ରେ ପାଳନ କରା ଯାଏ। ବିବାହ ର ଅର୍ଥ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ରହିବା ନିହାତି ଦରକାର ,ନହେଲେ ଏହି ସମ୍ପର୍କ ବେଶୀ ଦିନ ରହି ନ ଥାଏ।  ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ବିଶ୍ୱାସ , ଭଲ ପାଇବା , ବୁଝା ମନା ର ଅଭାବ ହେଲେ ସେହି ସମ୍ପର୍କ ରେ ଫାଟ ସୃଷ୍ଟି ହୁଏ। ଆଉ ଯାହା ପାଇଁ ଘରେ ଆସନ୍ତି ସୃଷ୍ଟି ହୁଏ। ଏହା ସହ ଅନେକ ଅ-ଘ-ଟ-ଣ ମଧ୍ୟ ଘଟି ଯାଏ। ତେବେ ଏହି ପ୍ରକାର୍ ଘଟଣା ଏବେ ସମାଜ ରେ ଅଧିକ ଦେଖିବା କୁ ମିଳୁଛି ଓ ଏହା ଦିନ କୁ ଦିନ ବଢ଼ିବା ରେ ମଧ୍ୟ ଲାଗିଛି। 

 

ତେବେ ଶିକ୍ଷିତ ଙ୍କ ଠୁ ଆରମ୍ଭ କରି ଅଶିକ୍ଷିତ ପର୍ଯ୍ୟନ୍ତ ସମସ୍ତେ ଏହି ଭଳି ସମସ୍ୟା ରେ ସମୁଖୀନ ହେଉଛନ୍ତି। ତେବେ ଏହି ସମସ୍ୟା ଏବେ ପ୍ରାୟ ଅନେକ ସମୟ ରେ ଦେଖିବା କୁ ମିଳେ। ତେବେ ସେମିତି ଏକ ଘଟଣା ଦେଖିବା କୁ ମିଳିଛି ଭଦ୍ରକ ଜିଲ୍ଲା ରେ। ତେବେ ୨୦୧୬ ମସିହା ଏପ୍ରିଲ୍ ମାସ ୧୪ତରିଖ ରେ ଭଦ୍ରକ ଜିଲ୍ଲା ରେ ସୁରେଶ ବଳ ଙ୍କ ସହ ଶ୍ରଦ୍ଧାଞ୍ଜଳି ବଳ ଙ୍କର ବିବାହ ହୋଇ ଥିଲା। ତେବେ ସୂଚନା ଅନୁଯାୟୀ ଦୁଇ ଜଣ ଙ୍କର ଅରେଞ୍ଜ୍ ମେରେଜ ହୋଇ ଥିଲା। 

 

ତେବେ ବିବାହ ସିନା ହୋଇ ଗଲା। ହେଲେ ଦୁଇଜଣ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ପାରି ନ ଥିଲା। ସୁରେଶ ତାଙ୍କ ବାପା ଙ୍କୁ ଖୁସି କରେଇବା ପାଇଁ ବିବାହ କରିଥିଲେ ବୋଲି  ଅ-ଭି-ଯୋ-ଗ ଆଣିଛନ୍ତି ଶ୍ରଦ୍ଧାଞ୍ଜଳି। ତେବେ ବିବାହ ପରେ ସୁରେଶ ତାଙ୍କୁ ଛାଡି ପୁନେ ପଳେଇ ଯାଇ ଥିଲେ। ଆଉ ତା ସହ ସେଠାରେ ପ-ର-କି-ୟା ପ୍ରେମ ମଧ୍ୟ କରୁ ଥିଲେ। ତେବେ ବିବାହ ର କିଛି ଦିନ ପରେ ସ୍ୱାମୀ ଚାଲି ଗଲା ପରେ ସୁରେଶ ଙ୍କ ଭିଣେଇ ଶ୍ରଦ୍ଧାଞ୍ଜଳି ଙ୍କୁ ଖରାପ ମେସେଜ କରୁଥିଲେ , ରାତି ଅଧ ରେ ଫୋନ କୋରୁଥିଲେ , ଖରାପ କଥା ରେ ଇସାରା ମଧ୍ୟ କୋରୁଥିଲେ। 

 

ତେବେ ଏହି ଘଟଣା ଯେତେବେଳେ ଶ୍ରଦ୍ଧାଞ୍ଜଳି ସୁରେଶ ଙ୍କୁ ଜଣାଇଲେ , ସେତେବେଳେ ସୁରେଶ କହିଲେ ସହି ଯାଅ ସେ ମଜାକ କରୁଛନ୍ତି। ତେବେ ଏହା ଶୁଣି ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତେବେ ସୂଚନା ଅନୁଯାୟୀ ଭିଣେଇ ଜଣେ ବାର ମାଲିକ ଅଧିକ ଟଙ୍କା ଯୋଗୁ ସମସ୍ତଙ୍କ ମୁଁହ କୁ ଚୁପ କରାଇ ଦେଉ ଥିଲେ।  ତେବେ ସୂଚନା ଅନୁଯାୟୀ ତାଙ୍କର ଗୋଟେ କୁନି ଝିଅ ମଧ୍ୟ ରହିଛି। ତେବେ ବିବାହ ପରେ ଏହି ପରି ଘଟଣା ଯୋଗୁ ଶ୍ରଦ୍ଧାଞ୍ଜଳି ଆଉ ସହି ନ ପରି ଛା-ଡ଼-ପ-ତ୍ର ପାଇଁ ଆଗେଇ ଆସିଥିଲେ। 

 

ତେବେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଛା-ଡ଼-ପ-ତ୍ର ପାଇଁ ରାଜି ହୋଇ ଥିଲେ। ଆଉ ଛା-ଡ଼-ପ-ତ୍ର ପାଇଁ କମିସନ ଅଫିସ କୁ ମଧ୍ୟ ଯାଇଥିଲେ। ହେଲେ ସେଠାରେ ସ୍ତ୍ରୀ ସ୍ୱାମୀ ଙ୍କୁ ଓ ସ୍ୱାମୀ ସ୍ତ୍ରୀ ଙ୍କୁ କମିଶନ ଙ୍କ ଉପସ୍ଥିତି ରେ ଏକ ଚାପୁଡ଼ା ମାରି ଥିଲେ। ଆଉ ଅନେକ କଥା ରେ ଗା-ଳି ଗୁ-ଲ-ଜ ମଧ୍ୟ କରିଥିଲେ। ତେବେ ଏହି ସମ୍ପର୍କ ମଧ୍ୟ ରେ କେତେ ଯନ୍ତ୍ରଣା ଭରି ରହିଛି , ତାହା ତାଙ୍କ ବ୍ୟବହାର ରୁ ଜଣା ପଡୁଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *