ଦେଖ Video : ଏମିତି ନାଚିକି ଧୂଳି ଉଡେଇଲେ BDO ମାଡମ । ଦେଖିଲେ ଏହି Video ମୁଣ୍ଡରେ ହାତ ଦେବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନାଚିକି ଧୂଆଁ ଉଡ଼ାଇଲେ ବିଡ଼ିଓ ମ୍ୟାଡ଼ାମ୍, ଆସନ୍ତୁ ଦେଖିବା Video ଓ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ଦେଶ ବା ରାଜ୍ୟ କୁ ଚଳାଇବା ପାଇଁ ସରକାର ରହିଛନ୍ତି। ତେବେ ସରକାର ମନ୍ତ୍ରୀ ମାନଂକୁ ନିଯୁକ୍ତି ଦେଇ ସମସ୍ତ ଉନୟନ ମୂଳକ କାର୍ଯ୍ୟ ରେ ନିୟୋଜିତ କରି ଥାନ୍ତି। ତେବେ ସବୁ ମନ୍ତ୍ରୀ ମାନେ ଗୋଟିଏ ଗୋଟିଏ ପଦ ରେ ରହି ଥାନ୍ତି। ଆଉ ତାଙ୍କୁ ଯେଉଁ କାର୍ଯ୍ୟ ଦିଆ ଯାଇ ଥାଏ ସେହି କାର୍ଯ୍ୟ  କରି ଥାନ୍ତି। ତେବେ ଆମ ରାଜ୍ୟ ରେ ପ୍ରତେକ ଜିଲ୍ଲା ରେ ଜଣେ ଜଣେ ବିଡ଼ିଓ ରହିଛନ୍ତି। ତେବେ ଓଡିଶା ରାଜନୀତି ରେ ଅନେକ ବିଡ଼ିଓ, ମନ୍ତ୍ରୀ ,ବିଧାୟକ ରହିଛନ୍ତି। ତେବେ ସେମାନେ ନିଜ ରାଜ୍ୟ ର ଉନ୍ନତି କରିବା ରେ ଲାଗି ଥାନ୍ତି। ତେବେ ରାଜନୀତି ରେ ଅନେକ ଭଲ ମନ୍ତ୍ରୀ ମଧ୍ୟ ରହିଛନ୍ତି ଆଉ ଅନେକ ଖରାପ ମନ୍ତ୍ରୀ ମଧ୍ୟ ରହିଛନ୍ତି। ତେବେ ସେମାନେ ସବୁବେଳେ ତାଙ୍କ କାର୍ଯ୍ୟ ପାଇଁ ଲୋକ ଙ୍କ ପାଖରେ ପରିଚିତ ହୋଇ ଥାନ୍ତି।

 

ତେବେ ସବୁ ବ୍ଳକ ର ଜଣେ ଜଣେ ବିଡ଼ିଓ ରହିଛନ୍ତି। ତାଙ୍କ କାର୍ଯ୍ୟ ହେଉଛି ସେମାନେ ଗାଁଆ ର ସମସ୍ତ ଉନତି ମୂଳକ କାର୍ଯ୍ୟ କରି ଥାନ୍ତି। ଗାଁ ର ସମସ୍ତ କାର୍ଯ୍ୟ ବିଡ଼ିଓ ଙ୍କ ଦ୍ୱାରା ତଦାରଖ ହୋଇ ଥାଏ।ତେବେ ଆପଣ ମାନେ ଜାଣି ଥିବେ କି ଏହି ମନ୍ତ୍ରୀ ,ବିଡ଼ିଓ ମାନେ ଇଲେକ୍ସନ ସମୟ ରେ ଅନେକ ଭଲ ଭଲ କାର୍ଯ୍ୟ କରି ଲୋକ ଙ୍କୁ ଖୁସି କରାଇ ଥାନ୍ତି। ଆଉ ଯାହାଫଳ ରେ ଲୋକ ମାନେ ତାଙ୍କୁ ଭୋଟ ଦେଇ ଜିତାଇ ଥାନ୍ତି। କିନ୍ତୁ ବେଳେ ବେଳେ ଏମିତି କିଛି କାର୍ଯ୍ୟ କରିଥାନ୍ତି ,ଯାହା ପାଇଁ ସେମାନେ ଅ-ସୁ-ଵି-ଧା ରେ ପଡିଥାନ୍ତି।

 

ଓଡିଶା ରେ ନେତା ମାନେ ନିଜର ସୁବିଧା ପାଇଁ ସବୁ କିଛି କରି ଥାନ୍ତି।ହେଲେ ଲୋକ ଙ୍କ ସୁବିଧା ପାଇଁ ଆସିଥିବା ପଇସା କୁ ଠିକ କାମ ରେ ଲଗେଇ ନ ଥାନ୍ତୁ। ଆଉ ଯାହା ପାଇଁ ଆମ ଓଡିଶା ର ଉନତି ରେ ବାଧା ଦେଖା ଦେଉଛି। ଗରିବ ମାନଂକର ସଂଖ୍ୟା ବୃଦ୍ଧି ହେଉଛି , ଖାଦ୍ୟ ର ସମସ୍ୟା ଦେଖା ଦେଉଛି। ଦେଖିବା କୁ ଗଲେ ଅନେକ କ୍ଷେତ୍ର ରେ ଏହି ପରି ଅ-ସୁ-ବି-ଧା ଦେଖା ଦେଉଛି। ଓଡିଶା ରେ ଅନେକ ନେତା କେବଳ ନିଜ କଥା ଚିନ୍ତା କରୁଛନ୍ତି। ଯାହା ପାଇଁ ସାଧାରଣ ଲୋକ ମାନେ ଅନେକ ସମସ୍ୟା ରେ ସମୁଖୀନ ହେଉଛନ୍ତୁ।କିନ୍ତୁ ଇଲେକ୍ସନ ସମୟ ରେ ସବୁ ନେତା ମାନେ ଆସି ଜନ ସାଧାରଣ ର ସେବା ରେ ଲାଗିଯାଇ ଥାନ୍ତି। 

 

ଏବେ   ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ଏକ ଭିଡିଓ ଭା-ଇ-ର-ଲ ହେବାରେ ଲାଗିଛି। ତେବେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ରେ ଜଣେ ବିଡ଼ିଓ ବେବିତା ମଞ୍ଜରି ନାୟକ ଙ୍କର ନାଚ ଭିଡିଓ ଭା-ଇ-ରା-ଲ ହୋଇଛି। ତେବେ ସେ ପାର୍ବଣ ଉପଲକ୍ଷେ ସମାଜ କୁ ଏକ ବାର୍ତା ଦେବା ପାଇଁ ଏହି ଭିଡିଓ ବନେଇ ଛନ୍ତି। ତେବେ ନିଜର ନାଚ ମାଧ୍ୟମ ରେ ସମସ୍ତଙ୍କୁ ଦୁର୍ଗା ପୂଜା ପାଇଁ ଶୁଭେଚ୍ଛା ମଧ୍ୟ ଜଣେଇ ଛନ୍ତି। ତେବେ ଆମେ ଜାଣିଛେ କି ଓଡିଶା ରେ ଦୁର୍ଗା ପୂଜା ବହୁତ ଧୁମ ଧାମ ରେ ପାଳନ ହୁଏ। କିନ୍ତୁ ଏହି କୋରୋନା ପାଇଁ ଏହି ବର୍ଷ ପୂଜା ଉପରେ କଟକଣା ଲାଗିଛି। ଯାହା ପାଇଁ ଲୋକ ମାନେ ବହୁତ ଦୁଃ-ଖି-ତ ଅଛନ୍ତି। ତେବେ ବିଡ଼ିଓ ମାଡାମ ସମସ୍ତ ଙ୍କୁ ମନରଞ୍ଜନ କରିବା ପାଇଁ ଏହି ପରି ନାଚ ଭିଡିଓ ବନେଇ ଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *