ବୁଡିଯିବ ଓଡିଶା ଉପକୂଳ । ସମ୍ପୂର୍ଣ୍ଣ ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ… ବୁଡିବ ଓଡିଶା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କଣ ପାଇଁ ଓଡ଼ିଶା ର ଉପକୂଳ ଅ-ଞ୍ଚ-ଳ ସମୁଦ୍ର ଭିତରେ ବୁଡ଼ିଯିବ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଦିନକୁ ଦିନ ପରିବେଶ ରେ ବଦଳୁଛି  ଜ-ଳ-ବା-ୟୁ ଆଉ ଏହା ସହିତ ପରିବେଶ ମଧ୍ୟ ତାର ସ-ନ୍ତୁ-ଳ-ନ କୁ ଧୀରେ ଧୀରେ ହରାଉଛି । ସମୁଦ୍ର ତାର କୂଳ କୁ ଲଂ-ଘ-ନ କରୁଛି ଏବଂ ଜଳ ପ-ତ୍ତ-ନ କ୍ରମଶଃ ବଢୁଛି ।

 

ବିଶ୍ବର ଉପକୂଳ କୁ ମାଡ଼ି ଆସୁଛି ଏକ ମହା ବି-ପ-ଦ । ଆକଳନ ରୁ ଏହା କୁହା ଯାଉଛି ଯେ ୩୦ ବର୍ଷ ପରେ ଉପକୂଳ ରେ ଜଳ ପ୍ର-ଳ-ୟ ଆସିବ । ୨୦୫୦ ସୁଦ୍ଧା ବୁଡ଼ିଯିବ ବିଭିନ୍ନ ଉପକୂଳ ରେ ଥିବା ବହୁ ବଡ ବଡ ସହର । ଜଳ ମଧ୍ୟରେ ସବୁ ଦିନ ପାଇଁ ଲୁଚି ଯିବ ସୁ ଉ-ଚ୍ଚ ଅ-ଟ୍ଟା-ଳି-କା ଏବଂ ପ୍ରା-ଚୀ-ନ କୀ-ର୍ତ୍ତି ରାଜି । ଏହି ପରି ଏକ ଆ-ଶ୍ଚ-ର୍ଯ୍ୟ ଜନକ ମତ ଦେଇଛି ଜ-ଳ-ବା-ୟୁ ଉପରେ କାର୍ଯ୍ୟ କରୁଥିବା ଜ-ଳ-ବା-ୟୁ ପରିଚାଳନା କେ-ନ୍ଦ୍ର ।

 

ରି-ପୋ-ର୍ଟ ରେ ଏହା ମଧ୍ୟ ଉ-ଲ୍ଲେ-ଖ ରହିଛି ଯେ ୨୦୫୦  ସୂ-ଦ୍ଧା ଉପକୂଳ ଜଳ ମ-ଗ୍ନ ହେଲେ ପ୍ରଭାବିତ ହେବେ ୩୦ କୋଟି ଲୋକ । ପୂର୍ବରୁ ପ୍ରାୟ ୮ କୋଟି ଲୋକ କ୍ଷତି ଗ୍ର-ସ୍ଥ ହେବା ନେଇ ଆ-ଶ-ଙ୍କା କରା ଯାଉଥିଲା । କିନ୍ତୁ ବର୍ତ୍ତମାନ ର ଆକଳନ  ଅନୁସାରେ ଏହା ୩ ଗୁଣ ରୁ ଅଧିକ ।

 

ବିଶେଷ କରି ୬ ଟି ଦେଶ , ଯାହା ହେଉଛି ଚିନ, ବାଂଲାଦେଶ , ଭାରତ ,ଭିଏତନାମ ,ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ ଉପକୂଳ କୁ ବୁଡାଇ ଦେବ ସମୁଦ୍ର । ଆକଳନ ରୁ ଏହା କୁହା ଯାଇଛି ଯେ ଚିନ ର ୯ କୋଟି ୩୦ ଲକ୍ଷ , ବାଂଲାଦେଶ ର ୪ କୋଟି ୨୦ ଲକ୍ଷ , ଭାରତ ର ୩ କୋଟି ୬୦ ଲକ୍ଷ ଲୋକ , ଭିଏତନାମ ର ୩ କୋଟି ୧୦ ଲକ୍ଷ , ଇଣ୍ଡୋନେସିଆ ର ୨ କୋଟି ୩୦ ଲକ୍ଷ ଏବଂ ଥାଇଲାଣ୍ଡ ରେ ୧ କୋଟି ୧୦ ଲକ୍ଷ ଲୋକ ମାନେ ପ୍ରଭାବିତ ହେବେ ।

 

ଏହି ୬ ଟି ଦେଶ ର ଉପକୂଳ ୭୫ ପ୍ରତିଶତ ସମୁଦ୍ର ର ଗ-ର୍ଭ ରେ ଲିନ ହୋଇ ଯାଇପାରେ । ଏହା ଦ୍ଵାରା ପୂର୍ବ ଉପକୂଳ ରେ ବେସୀ କ୍ଷତି ଗ୍ର-ସ୍ତ ହେବ ପଶ୍ଚିମବଙ୍ଗ ଏବଂ ଓଡ଼ିଶା । ଏହା ସହିତ ଓଡ଼ିଶା ଉପକୂଳ ର ଚିଲିକା , କୋଣାର୍କ ର ସାତପଡ଼ା , ବ୍ରହ୍ମଗିରି , କାକଟପୁର , ପାରାଦ୍ଵୀପ ,କେନ୍ଦ୍ରାପଡ଼ା ,ଚାନ୍ଦିପୁର ଆଦି ଉପକୂଳ ଅଞ୍ଚଳ କୁ ବୁଡାଇ ଦେବ ସମୁଦ୍ର ପାଣି । ଏହା ସହିତ ପଶ୍ଚିମବଙ୍ଗ ର ସୁନ୍ଦରବନ , ହଳଦୀଆ ଏବଂ ଦୀଘା ଆଦି ଉପକୂଳ ଆଦି ବୁଡ଼ିଯିବ। 

 

ଏଥି ସହିତ ପ-ଶ୍ଚି-ମ ଉପକୂଳ ରେ ଗୁଜୁରାଟ ,ମୁମ୍ବାଇ   ଉପକୂଳ ପ୍ରତି ବି-ପ-ଦ ରହିଛି । ବିଶେଷ କରି କା-ର୍ବ-ନ ଡ଼ାଇ ଅ-କ୍ସା-ଇ-ଡ୍ ଗ୍ୟା-ସ ଏବଂ ବିଭିନ୍ନ କ୍ଷତି କାରକ ଗ୍ୟା-ସ ର ବହୁଳ ପରିମାଣ ରେ ନି-ର୍ଗ-ତ ହେବା ଯୋଗୁଁ ତାପମାତ୍ରା ରେ ବୃ-ଦ୍ଧି ଗଠୁଛି ଏବଂ ଏହା ଜଳବାୟୁ ପରିବର୍ତ୍ତନ ର କାରଣ ପାଲଟିଛି। ଏଥି ପାଇଁ ୨୦୪୦ ସୁଦ୍ଧା ବିଶ୍ଵ ରେ ତାପମାତ୍ରା ୧.୫ ଡିଗ୍ରୀ  ସେଲସିଅସ୍ ବଢିବାର ଆ-ଶ-ଙ୍କା ରହିଛି । ଏହା ସହ ଏକବିଂଶ ଶତାବ୍ଦୀରେ ସମୁଦ୍ର ର ଜଳ ସ୍ତର ୨ ରୁ ୭ ଫୁଟ କିମ୍ବା ଏହା ଠୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *