ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଲା ଓଲା ଡ଼୍ରାଇଭର ଓ ଯାତ୍ରୀ ଯୁବତୀ ଙ୍କ ଏକ ଭିଡିଓ….
ଯଦି ଆପଣ ସୌମ୍ୟଙ୍କ ନ୍ୟାୟ ଚାଂହୁ ଛନ୍ତି ପ୍ରଥମେ ଉପରେ ଥିବା FOLLOW ବଟନ ରେ କ୍ଲିକ କରନ୍ତୁ ।
ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଲା ଓଲା ଡ଼୍ରାଇଭର ଓ ଯାତ୍ରୀ ଯୁବତୀ ଙ୍କ ଏକ ଭିଡିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସମାଜରେ ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ନିୟମ ରହିଛି । ଗୋଟେ ପୁରୁଷ ଓ ନାରୀ ମଧ୍ୟରେ ସମାଲୋଚକ ମାନେ ସର୍ବଦା ପୁରୁଷକୁ ଦୋ-ଷୀ ସାବ୍ୟସ୍ତ କରିଥାନ୍ତି । ତେବେ ବର୍ତ୍ତମାନ ଏହିଭଳି ଏକ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଘଟଣାଟି ଜଣେ ଓଲା ଡ଼୍ରାଇଭର ଓ ଯୁବତୀ ଙ୍କ ମଧ୍ୟରେ । ଯାହାର ଏକ ଭିଡିଓ ବନାଇ ଓଲା ଡ଼୍ରାଇଭର ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରିଥିଲେ । ଡ୍ରାଇଭର ଜଣକ ଯଦି ଏହି ଭିଡିଓ ନ ବନେଇଥାନ୍ତେ ତେବେ ହୁଏତ ଆଜି ତାଙ୍କ କଥାକୁ କେହି ବିଶ୍ୱାସ କରିନଥାନ୍ତେ ।
ତେବେ ସୂଚନା ଅନୁଯାୟୀ ଯୁବତୀ ଜଣକ କୌଣସି ସ୍ଥାନକୁ ଯିବା ପାଇଁ ଅନଲାଇନ୍ ଜରିଆରେ ଓଲା କ୍ୟାବ ବୁକ୍ କରିଥିଲେ । ଯୁବତୀ ଜଣକ ସେହି ସ୍ଥାନରେ ପହଞ୍ଚିବା ପରେ କ୍ୟାବ ରୁ ନ ଓହ୍ଲାଇ ଅନ୍ୟତ୍ର ଯିବାକୁ ଡ଼୍ରାଇଭର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ଓଲା ଡ଼୍ରାଇଭର ପାଇଁ ନିୟମ ବି-ରୁ-ଦ୍ଧ ଅଟେ । ପଲିସି ଅନୁଯାୟୀ ଯାତ୍ରୀ ଯେଉଁ ସ୍ଥାନ ପର୍ଯ୍ୟନ୍ତ ବୁକ୍ କରିଥିବେ ସେହି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବେ । ତେବେ ଡ୍ରାଇଭର ଯାତ୍ରୀଙ୍କୁ ଆଗକୁ ଯିବାକୁ ମନା କରିଦେଇଥିଲେ , ଯଦି ଆଗକୁ ଯିବେ ତେବେ ଆଉ ଥରେ କ୍ୟାବ ବୁକ୍ କରିବାକୁ ପଡ଼ିବ ବୋଲି କହିଥିଲେ ।
କିନ୍ତୁ ମହିଳା ଯାତ୍ରୀ ଜଣକ ଏସବୁ ଶୁଣିବାକୁ ନାରାଜ ଥିଲେ । ଅନ୍ୟ ସ୍ଥାନକୁ ନେଇଯିବା ପାଇଁ ମହିଳା ଜଣକ ଜିଦ୍ ଧରିଥିଲେ । ଡ୍ରାଇଭର ତାଙ୍କୁ ହାତ ଯୋଡିଲେ ମଧ୍ୟ ମହିଳା ଜଣକ ଧ-ମ-କ ଦେଇଥିଲେ କି ” ତୁ ଜାଣିନୁ ମୁ କଣ କରିପାରିବି , ମୋର ଗୋଟେ କଂପ୍ଲେନ ରେ ତ ଚାକିରି ଚାଲିଯିବ , ମୁ ତ କ୍ୟାରିଅର ବ-ର୍ବା-ଦ କରିଦେବି , ତୁ ଗୋଟେ ଚାକର ଚାକର ହିସାବରେ ରହ , ମୁ ଯାହା କହିବି ଲୋକେ ବିଶ୍ୱାସ କରିବେ କାହିଁକି ନା ମୁ ଗୋଟେ ଝିଅ ” ଏହିଭଳି ଅନେକ କଥା କହିଥିଲେ ମହିଳା ଜଣକ।
ତେବେ ଏସବୁ ଘଟଣାକୁ ଡ୍ରାଇଭର ନିଜ ମୋବାଇଲ ରେ ରେକର୍ଡ କରିନେଇଥିଲେ । ମହିଳା ଜଣକ ଭିଡିଓ ବନ୍ଦ୍ କରିବାକୁ କହିଥିଲେ ଏପରିକି ଆରକ୍ଷୀ ଅଧିକାରୀ ଙ୍କ ଧ-ମ-କ ମଧ୍ୟ ଦେଇଥିଲେ । ତେବେ ସେହି ଭିଡିଓ ଯୋଗୁ ଡ୍ରାଇଭର ଉପରେ କୌଣସି ଦୋଷ ଲାଗିପାରିଲା ନାହିଁ । ଶେଷରେ ମହିଳା ଜଣକ ବୋଧ ହୁଏ ନିଜ ଭୁଲ ବୁଝିପାରେ କ୍ୟାବ ରୁ ଓହ୍ଲାଇ ଯାଇଥିଲେ । ଏତତବ୍ୟତୀତ ଡ୍ରାଇଭର ଜଣକ ସମସ୍ତ ପୁରୁଷ ମାନଙ୍କୁ ଏହିଭଳି ଝିଅ ମାନଙ୍କ ପାଖରୁ ସଚେତନ ରହିବାକୁ କହିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।