ସାରୁଖାନ ହେଲେ ରକ୍ତ ମୁଖା । ଏନ୍-ସି -ବି ଅଫିସର୍ ସମୀର ବାଙ୍ଖଡେ ଙ୍କ ଜୀବନ କୁ ବି-ପ-ଦ। ଆକ୍ସନ ମୋଡ଼ରେ କିଙ୍ଗ ଖାଁନ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଏନ୍- ସି -ବି ଅଫିସର୍ ସମୀର ବାଙ୍ଖଡେ ଙ୍କ ଜୀବନ କୁ କିପରି  ବି-ପ-ଦ ରହିଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଗି-ର-ଫ ହେବା ପରେ ସାମ୍ନାକୁ ଆସୁଛି ଅନେକ ବି-ବା-ଦ । ତେବେ ଏହି ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ସୂଚନା ରୁ ଏହା ଜଣା ପଡ଼ିଛି କି ଏନ-ସି- ବି ଡାଇରେକ୍ଟର ସମୀର ବାଙ୍ଖଡେ ଙ୍କ ଉପରେ କେହି ଜଣେ ଲୋକ ନଜର ରଖିବା ସହିତ ଲୁଚି ଛପି ତାଙ୍କର ପିଛା କରୁଛି ।  ସମୀର ବାଙ୍ଖଡେ ନିଜେ ଏନେଇ ବ-ୟା-ନ ଦେଇଛନ୍ତି ।

 

ଏହା ସହିତ ସେ ମଧ୍ୟ ଏହାର ଏକ ଫୁ-ଟେ-ଜ କୁ ମହାରାଷ୍ଟ୍ର ପୋ-ଲି-ସ ନିକଟ ରେ ଦେଖାଇ ଥିଲେ । ଏହା ସହିତ ତାଙ୍କର ସମ୍ପୂର୍ଣ୍ଣ ଟିମ୍ ଉପରେ ନଜର ରଖା ଯାଉଥିବାର ଅଭିଯୋଗ କରିଥିଲେ ସମୀର । ଏହି ମାମଲା ପାଇଁ ହୋଇ ସାରିଲେଣି ଅନେକ ଶ-ତ୍ରୁ । ସମୀର ହେଉଛନ୍ତି ଆମ ଦେଶର ଏମିତି ଜଣେ ବ-ରି-ଷ୍ଠ ଅଫିସର ତାଙ୍କର ନାମ ଶୁଣିଲେ ବଡ ବଡ  ଡ୍ର-ଗ ମା-ଫି-ଆ ମାନେ ଭ-ୟ ରେ ଥ-ର-ହ-ର ହୁଅନ୍ତି ।  ମୁମ୍ବାଇ ସହର ରେ ତାଙ୍କର ଏତେ ନାମ ଯେ ତାଙ୍କର ନାମ ଶୁଣିବା ମାତ୍ରକେ ହିଁ ଲୋକ ମାନେ ଡରି ଥାନ୍ତି । ସେ ହେଉଛନ୍ତି ଜଣେ ଏପରି ଅଫିସର ଯିଏ କି କୌଣସି ବି ବଡ ନେତା କିମ୍ବା ସେଲିବ୍ରେଟି ମାନଙ୍କୁ ଟିକେ ହେଲେ କେୟାର କରନ୍ତି ନାହିଁ ।

 

ତେବେ  ବର୍ତ୍ତମାନ ସମୟ ର ଏହା ଚର୍ଚ୍ଚା ର ବିଷୟ ଯେ କାହିଁକି ତାଙ୍କ ପଛରେ ଗୁପ୍ତ ଲୋକ ଙ୍କୁ ଲଗା  ଯାଇଛି ଏବଂ ଏହା କିଏ କରୁଛି । ସମୀର ଙ୍କୁ ଅନେକ ଦେଶ ବିଦେଶ ରୁ ମଧ୍ୟ ଅନେକ ଧମକ ଆସିଥାଏ ହେଲେ ସେ କାହାକୁ ମଧ୍ୟ ଖାତିର କରନ୍ତି ନାହିଁ । ତେବେ ଏହା ପଛରେ କାହାର ହାତ ରଖିଛି ଏବଂ କିଏ ତାଙ୍କ ପଛରେ ଗୁପ୍ତ ଚର୍ ଙ୍କୁ ଲଗାଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ,ଆଉ ଏହା ପଛରେ ଥିବା ଲୋକ ଟି ବହୁତ୍ ଶୀଘ୍ର ହିଁ ସାମ୍ନା କୁ ଆସିଯିବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *