ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ୨ଦିନ ଧରି ହେବ ପ୍ରବଳ ବର୍ଷା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ପ୍ରକୃତି ତା ର ଗୋଟିଏ ପରେ ଗୋଟିଏ କରାଳ ରୂପ ଦେଖାଇ ଚାଲିଛି । ପୁଣି ଏକ ଗୁରୁତ୍ଵ ପୂର୍ଣ୍ଣ ଖବର ଆମ ପାଖରେ ଆସି ପହଞ୍ଚିଛି କି ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ନେଇ ଭୁବନେଶ୍ୱର ରେ ଥିବା ବିଶିଷ୍ଟ ପାଣିପାଗ କେନ୍ଦ୍ର ର ନିର୍ଦ୍ଧେଶ ରୁ ଯାହା ଜଣା ପଡ଼ୁଛି କି ଆସନ୍ତା କାଲି ଠାରୁ ଲଘୁଚାପ କାରଣରୁ ବର୍ଷା ହେବାର ସମ୍ଭାବନା ରହିଛି ।
ଯାହା ଶୁଣି ଲୋକ ମାନେ ନିଜ ଭିତରେ ଭ-ୟା-ବ-ହ-ତା ପ୍ରକାଶ କରିଛନ୍ତି କାରଣ ସମସ୍ତେ କୋରନା ମହାମାରୀ ପାଇଁ ଯାହା ହନ୍ତସନ୍ତ ହେଲେଣି ତାପରେ ପୁଣି ପ୍ରକୃତି ର ଦାଉ ।ଏଇ ଖବର ମୁତାବକ ଏବେ ତ ଦେଶ ବ୍ୟାପି ଚାରିଆଡ଼େ ବାତ୍ୟା ଦେଖା ଦେଇଛି ହେଲେ ତାପରେ ପରେ ଲଘୁଚାପ ର ସମ୍ଭାବନା ପୁଣି ଏକ ନୂଆ ମାଧ୍ୟମ ହୋଇଚି।ଦେଖିବା କୁ ଗଲେ ଅକ୍ଟୋବର ମାସ ଆସିଲେ ବାତ୍ୟା ଲଘୁଚାପ ର ଭୟ ଜନସାଧାରଣ ମାନଙ୍କ ମଧ୍ୟ ରେ ରହି ଥାଏ। ପ୍ରତି ବର୍ଷ ଏହି ମାସ ରେ ବାତ୍ୟା ଦେଖା ଦେଇ ଥାଏ। ଯାହା ପାଇଁ ଉପକୂଳବର୍ତ୍ତୀ ଲୋକ ମାନେ ଅଧିକ ଚିନ୍ତିତ ହୋଇ ଥାନ୍ତି। ଅନେକ କ୍ଷ-ୟ କ୍ଷ-ତି ମଧ୍ୟ ହୋଇ ଥାଏ। ଯାହା ସାଧାରଣ ଲୋକ ଙ୍କ ପାଇଁ ବହୁତ କଷ୍ଟ ର ଦିନ ହୋଇ ଥାଏ। ଅଧିକ ବର୍ଷା କାରଣ ରୁ ଅନେକ ସ୍ଥାନରେ ବନ୍ୟା ଦେଖା ଦେଇ ଥାଏ। ତେଣୁ ଲଘୁଚାପ ସୃଷ୍ଟି ହେବା ଶୁଣି ଲୋକେ ବହୁତ ଚିନ୍ତିତ ଅଛନ୍ତି ।
ସୁଚନା ଅନୁଯାଇ ଏଥର ମଧ୍ୟ ବର୍ଷାରେ ଭିଜିବ ପାର୍ବଣ । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣି ପାଗ ବିଭାଗ ସୂଚନା ଦେଇଛି । ତେବେ ରାଜ୍ୟର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୧୬ ଓ ୧୭ ତାରିଖ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହା ସହ ଭୁବନେଶ୍ୱର ପାଣି ପାଗ ବିଭାଗୀୟ ଙ୍କ ସୂଚନା ଅନୁଯାଇ ଏହା କାରଣ ରୁ ପ୍ରବଳ ମାତ୍ରାରେ ବର୍ଷା ହେବ । ତେବେ ୨୪ ଘଣ୍ଟା ଭିତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ ବୋଲି ସୂଚନା ମିଳିଛି।
ତେବେ ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶା ଓ ଆନ୍ଧ୍ର ଉପକୁଳରେ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ସାରିଛି। ଏହା ୨୪ ଘଣ୍ଟା ମଧ୍ୟ ରେ ଭ-ୟ-ଙ୍କ-ର ରୂପ ନେବ ବୋଲି ସୂଚନା ମିଳିଛି। ତେବେ ଏହା ନେଇ ପାଣିପାଗ ବିଭାଗ ଟୁଇଟ କରିଛନ୍ତି। ଏହାର ପ୍ରଭାବ କିଛି ଜିଲ୍ଲା ରେ ରହିବ ତେଣୁ ସେହି ଜିଲ୍ଲା ମାନଂକୁ ଅଧିକ ସତର୍କ ରହିବା କୁ କୁହା ଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର ,ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲା କୁ ସତର୍କ ରହିବା କୁ ନିର୍ଦେଶ ଦିଆ ଯାଇଛି। ଆଉ ତା ସହ ଘରେ ରହିବା କୁ କୁହା ଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।