ସାମ୍ବାଦିକ ପୁଅ ମନୀଷ ଙ୍କ ମୂ-ର୍ତ୍ୟୁ ଷଡ଼ଯନ୍ତ୍ର ର ୪୨ ମିନିଟ । CCTV ଭିଡ଼ିଓ ଆସିଲା ଦେଖ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆଗେ ଆଗେ ଯୁବତୀ, ପଛେ ପଛେ ମନୀଷ ! ମନୀଷ ଅନୁରାଗଙ୍କ ମାମଲା ରେ ଯୁବତୀଙ୍କ ଲିଙ୍କ୍ ! ସିସିଟିଭି ଫୁଟେଜରେ କଏଦ ହେଲା ଭିଡ଼ିଓ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ଶେଷରେ Video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମର ଏଇ ସମାଜ ଯେତେ ଆଗକୁ ଯାଉଛି। ଏହି ସମାଜ ରେ ଲୋକ ମାନେ ଅତି ହିଂ-ସ୍ର ହୋଇ ଯାଉଛନ୍ତି। ଆ-ତ୍ମ-ତ୍ୟା-ଗ , ଚୋ-ରି ଆଦି ଅନେକ ପ୍ରକାର ଅ-ନ୍ୟା-ୟ ହେବାର ଦେଖିବା କୁ ମିଳୁଛି,ଯାହା କୁ ରୋକା ଯାଇ ପାରୁ ନାହିଁ। ଏହା ଧୀରେ ଧୀରେ ବଢ଼ିବା ରେ ଲାଗିଛି।  ପ୍ରତିଟି ମୁହୂର୍ତ୍ତ ରେ ଅ-ଭା-ବ-ନୀ-ୟ ଘଟଣା ଦେଖିବା କୁ ମିଳୁଛି । ଜୀବନ ରେ ବହୁତ୍ କିଛି ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । 

 

ସତ କହିବା ପାଇଁ ଗଲେ ବି-ପ-ଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବି-ପ-ଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବି-ପ-ଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ପ୍ରତି ଟି ପାଦେ ପାଦେ ବି-ପ-ଦ ରହିଛି , ଅ-ଘ-ଟ-ଣ ଘଟୁଛି । ଆଜି ର ଲୋକ ବି-ଶ୍ୱା-ସ-ଘା-ତ-କ ହୋଇ ଯାଉଛନ୍ତି। ନିଜର ସ୍ୱାର୍ଥ ପାଇଁ ସେମାନେ କିଛି ବି କରି ଦେଇ ପାରିବେ।

 

ତେବେ ବର୍ତମାନ ର ବଡ଼ ଖବର ଗତ ୧୦ ତାରିଖରେ ମନୀଷ ଅନୁରାଗଙ୍କ ମ-ର ଦେହ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା । ତାଙ୍କୁ ୯ ତାରିଖ ରାତି ରେ ଅ-ପ-ହ-ର-ଣ କରା ଯାଇ ଥିଲା।  ତେବେ ଏହି ଘଟଣା ଟି ଏବେ ସବୁ ଆଡେ ଚର୍ଚ୍ଚା ର ବିଷୟ ହୋଇଛି। ମନିଷ  ଙ୍କ ଚାଲିଯିବା କୁ ନେଇ ଦୁଇ ଜଣ ଆ-ତ୍ମ ସମର୍ପଣ ମଧ୍ୟ କରିଛନ୍ତି। ତେବେ ସେମାନଙ୍କ ଭିତରେ ଜଣେ ସାମ୍ବାଦିକ ଅଛନ୍ତି । ସେମାନଙ୍କୁ ପଚରାଉଚୁରା ପାଇଁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଆରକ୍ଷୀ ଅଧିକାରୀ ଟିମ୍ ଯାଇଛି। ତେବେ ଡାକ୍ତରୀ ରିପୋର୍ଟ ଅନୁସାରେ ମନୀଷ ଙ୍କର ମ-ର-ଣ ଶ୍ୱାସରୋଧ ଯୋଗୁ ହୋଇଛି। ତେବେ  କିଏ ଏପରି  କରିଛି ତାହା ଏବେ ଯାଏ ଜଣା ପୋଡି ନାହିଁ। ମନୀଷ ଙ୍କ ଆରପାରି କୁ ନେଇ ପୁଣି ଏକ ସିସିଟିଭି ଫୁଟେଜ ସାମ୍ନା କୁ ଆସିଛି। 

 

ତେବେ ସେହି ଫୁଟେଜ ରେ ଦେଖିବା କୁ ମିଳିଛି କି ମନୀଷ ଙ୍କ ଆଗେ ଆଗେ ଜଣେ ଯୁବତୀ ଚାଲିକି ଯାଉ ଛନ୍ତି। ଆଗରେ ଗୋଟେ କାର ଛିଡା ହୋଇଛି। ଆଉ ସେହି କାର ରେ ଯୁବତୀ ଜଣକ ଯାଇ ବସୁ ଥିବାର ଦୃଶ୍ୟ ମଧ୍ୟ ସିସିଟିଭି ରେ କଏଦ୍ ହୋଇଛି। ତେବେ ଏତେ ରାତି ରେ ଯୁବତୀ ଜଣକ କଣ କରୁଛନ୍ତି। ଆଉ ମନୀଷ ଙ୍କ ସହ ତାଙ୍କର ସମ୍ପର୍କ କଣ ତାହା ଆରକ୍ଷୀ ଅଧିକାରୀ ସନ୍ଧାନ କରୁଛି। ଏବେ ଯାଏ ସେହି ଯୁବତୀ ଜଣକ ଙ୍କର ପରିଚୟ ମିଳି ପାରି ନାହିଁ। ତେବେ ସୂଚନା ଅନୁଯାୟୀ ମନୀଷ ଙ୍କୁ ମା-ରି ପୋଖରୀ ରେ ଫିଙ୍ଗି ଦିଆ ଯାଇ ଥିଲା। ତେବେ ଏବେ ଯାଏ ଆରକ୍ଷୀ ଅଧିକାରୀ ତ-ଦ-ନ୍ତ ଜାରି ରଖିଛି। ଆଉ ତା ସହ ୪ ଜଣ ଙ୍କୁ ଅଟକ ରଖି ପଚାରାଉଚାରା କରୁଛି ।କିନ୍ତୁ ଏବେ ଯାଏ କୌଣସି ତଥ୍ୟ ମିଳି ପରି ନାହିଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *