ଏବେ ଏବେ ଆସିଲା ବଡ ଖବର । ଶାହାରୁକ୍ ଖାଁ ଗୁ-ରୁ-ତ-ର । ଏମିତି ଅବସ୍ଥାରେ ICU ରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏବେ ଏବେ ଆସିଲା ବଡ ଖବର । ଶାହାରୁକ୍ ଖାଁ ଗୁ-ରୁ-ତ-ର । ଏମିତି ଅବସ୍ଥାରେ ICU ରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜରେ ଅ-ସଂ-ସ୍କା-ର କ-ଳୁ-ଷି-ତ କାର୍ଯ୍ୟ ଦୈନନ୍ଦିନ କାର୍ଯ୍ୟ ହୋଇଗଲାଣି । ଯଦ୍ୱାରା ଦେଶର ଭିତ୍ତିଭୂମି ସୁଦୃଢ ହୋଇପାରୁନାହିଁ । ଅଧିକତର ଯୁବ ସମାଜ ଏହିସବୁ କାର୍ଯ୍ୟରେ ଲିପ୍ତ ଥିବାର ଦେଖିବାକୁ ମିଳିଥାଏ । ଆଜିକାଲି ର ଯୁବପିଢି ନି-ଶା ଦ୍ରବ୍ୟ ପ୍ରତି ଅଧିକ ଆସକ୍ତ ରହୁଛନ୍ତି । ତେବେ ନିକଟରେ ଡ୍ର-ଗ୍ସ ମାମଲାକୁ ନେଇ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ଯାହାକି ସାରା ଦେଶରେ ଚହଳ ସୃଷ୍ଟି କରିଛି । ଗତ ଅକ୍ଟୋବର ୨ ତାରିଖ ଶନିବାର ଦିନ ମୁମ୍ବାଇ ରୁ ଗୋଆ ଯାଉଥିବା କ୍ରୁଜ ଜାହାଜ ଉପରେ ଏକ ଡ୍ର-ଗ୍ସ ପାର୍ଟି ଚାଲିଥିବା ବେଳେ NCB ର କର୍ମକର୍ତ୍ତା ମାନେ ରେଡ୍ ହ୍ୟାଣ୍ଡ ରେ ଧରିଥିଲେ । ଏହି ହାଇପ୍ରୋଫାଇଲ ରେଭ ପାର୍ଟି ରେ ୮ ଜଣକୁ NCB କ-ଷ୍ଟ-ଡିରେ ନେଇଥିଲା । 

 

ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଘଟଣା ଉପରେ ତଦନ୍ତ କରାଯାଇଥିଲା । ଶେଷରେ ଏହି ଘଟଣାରେ ଅ-ଭି-ଯୁ-କ୍ତ ସମସ୍ତଙ୍କୁ ଗି-ର-ଫ କରାଯାଇଥିଲା । ତନ୍ମଧ୍ୟରୁ ଜଣେ ଅଭିଯୁକ୍ତ ହେଉଛନ୍ତି ବଲିଉଡ୍ ଜଗତର କିଙ୍ଗ ଖାନ୍ ସୁପରଷ୍ଟାର ଶାହାରୁଖ ଖାନ୍ ଙ୍କ ପୁଅ ଆର୍ୟାନ୍ ଖାନ୍ । ତେବେ ସୂଚନା ମୁତାବକ ଆର୍ଜ୍ୟନ୍ ଡ୍ର-ଗ୍ସ କିଣୁ ଥିଲେ ଆଉ ତା ପରେ ବିକ୍ରି କରୁ ଥିଲେ। ତେବେ ଏହା ପାଇଁ ଆରକ୍ଷୀ ଅଧିକାରୀ ତାଙ୍କୁ ଗି-ର-ଫ କରିଛି। ତେବେ ସାରୁଖାନ ଙ୍କ ପୁଅ ହୋଇ ଥିବା ରୁ ଏହା ପାଇଁ ତାଙ୍କୁ ଅନେକ ଟ୍ରଲ ହେବା କୁ ପଡିଛି। ତେବେ ଆର୍ଯ୍ୟନ ଙ୍କୁ ଗି-ର-ଫ କରିବା ପରେ ଅନେକ ଚେଷ୍ଟା କରି ତାଙ୍କ ବେଲ ର ବ୍ୟବସ୍ତା କରିଥିଲେ କିନ୍ତୁ ତାଙ୍କୁ ବେଲ ମିଳିଲାନି । ଯାହା ପାଇଁ ସାରୁ ଖାନ ବହୁତ ଚିନ୍ତା ରେ ଅଛନ୍ତି। 

 

 ସୁଚନା ମିଳିଛି କି ଶାରୁଖାନ ଏହି ଘଟଣା ପାଇଁ ବହୁତ ଅସୁସ୍ଥ ହୋଇ ପଡିଛନ୍ତି। ପୁଅ ଚିନ୍ତା ରେ ସେ ଦୁର୍ବଳ ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଆଉ ତା ପାଇଁ ସେ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ତେବେ ତାଙ୍କ ପୁଅ ଙ୍କ ଚିନ୍ତା ରେ ସେ ବହୁତ ଚିନ୍ତିତ ଥିଲେ,ଆଉ ଅନେକ କଥା  ଶୁଣିବା କୁ ପଡିଛି। ପୁଅ ର ଏହି କାର୍ଯ୍ୟ ପାଇଁ ସେ ବହୁତ ଦୁଃ-ଖି-ତ ମଧ୍ୟ ଥିଲେ। ସାରୁଖାନ ବଲିଉଡ଼ ର ଏକ ନାମି ଦାମୀ କଳାକାର୍ ।ତେବେ ତାଙ୍କର ଅ-ସୁ-ସ୍ଥ-ତା ଯୋଗୁ ଅନେକ ଲୋକ ତାଙ୍କ ସୁସ୍ଥ ଶରୀର ପାଇଁ ପ୍ରାଥନା କରୁଛନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *