ରାତି ୧୧ ଟା ରୁ ବନ୍ଧ ହେଇଯିବ Whatsapp ! ଚିନ୍ତାରେ ୟୁଜର…ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଘଟଣା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଯାହା ଶୁଣା ଯାଉଛି ଏଣିକି  ୧୧ ରୁ ୬ ଯାଏଁ କିଛି କାମ କରିବ ନାହିଁ ଆପଣଙ୍କ ହ୍ୱାଟ୍ସଆପ୍ । ଏବେ ଚିନ୍ତାରେ ୟୁଜର୍ସ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ । ଏବେ ସମୟ ରେ ଲୋକଙ୍କର ପ୍ରତ୍ୟେକ ଦିନ ହ୍ୱାଟ୍ସଆପ୍ ଏକ ଗୁରୁତତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି । ତେବେ ଯାହା ଶୁଣିବାକୁ ମିଳୁଛି କେତେକ ନିର୍ଦ୍ଦିଷ୍ଟ ଫୋନରେ ଆସନ୍ତା ଦିନରୁ ହ୍ୱାଟ୍ସଆପ୍ ବନ୍ଦ ହେବା ନେଇ କମ୍ପାନି ସୂଚନା ଦେଇଛି । ଏହି ଫୋନ ଗୁଡ଼ିକ ମଧ୍ୟରେ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସାମିଲ ଅଛି । ପୁରୁଣା ଭର୍ସନର ସପ୍ଟଓ୍ୱେର ବିଶିଷ୍ଟ ଫୋନରେ  ଏହି ଆପ୍ କାମ କରିବ ନାହିଁ ବୋଲି ଜଣାପଡ଼ିଛି । ଏହା ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ।

 ଆଗରୁ ନୂଆବର୍ଷ ରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା । କିନ୍ତୁ ଚଳିତ ମାସରେ ହ୍ୱାଟ୍ସଆପର ନୂଆ ପଲିସି ଲାଗୁ ହେବାକୁ ଯାଉଛି । ଅନେକ ବିବାଦ ପରେ ହ୍ୱାଟ୍ସଆପ ନିଜର ନୂଆ ପଲିସିକୁ ୩ ମାସ ପର୍ଯ୍ୟନ୍ତ ଟାଳିଥିଲା । ନିକଟରେ ହ୍ୱାଟ୍ସଆପ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଯଦି ବ୍ୟବହାରକାରୀମାନେ ନୂତନ ଗୋପନୀୟତା ନୀତି ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି ତେବେ ଆପ୍ ବ୍ୟବହାର ବନ୍ଦ କରିପାରିବେ । କମ୍ପାନୀ କୌଣସି ଉପଭୋକ୍ତାଙ୍କୁ ଏହି ନୀତି ଗ୍ରହଣ କରିବାକୁ ବାଧ୍ୟ କରୁନାହିଁ ବୋଲି କୋର୍ଟ କହିଛନ୍ତି । 

ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ସ୍ୱୀକାର ନକଲେ ଧୀରେ ଧୀରେ ଫିଚରଗୁଡିକ କମି କମି ଯିବ । ତେବେ ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପ ପକ୍ଷରୁ ବ୍ୟବହାରକାରୀଙ୍କୁ ନୋଟିଫିକେସନ ପଠାଯାଉଛି, ଏହାକୁ ଆପଣଙ୍କୁ ସ୍ୱୀକାର କରିବାକୁ ପଡିବ । ଯଦି ଆପଣ ଏହାକୁ ଗ୍ରହଣ ନକରନ୍ତି ତେବେ ଆପଣଙ୍କ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ତେବେ ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପ ପକ୍ଷରୁ ବ୍ୟବହାରକାରୀଙ୍କୁ ନୋଟିଫିକେସନ ପଠାଯାଉଛି । ଯଦି ଆପଣ ଏହାକୁ ଗ୍ରହଣ ନକରନ୍ତି ତେବେ ଆପଣଙ୍କ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ତେବେ ଗତ ୪ ତାରିଖରେ ସାରା ବିଶ୍ବରେ ୩ଟି ପ୍ରମୁଖ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ୬ଘଣ୍ଟା କାଳ ଅଚଳ ହୋଇଯାଇଥିଲା । 

ଏହି ବଡ଼ଧରଣର ବିଭ୍ରାଟ ପଛର କାରଣ ସଂପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା କମ୍ପାନିର ଆଭ୍ୟନ୍ତରୀଣ ତ୍ରୁଟିକୁ ସୁଧାରିବା ପାଇଁ କାମ ଚାଲିଥିଲା । ଯେଉଁଥିପାଇଁ ପ୍ରାୟ ୬ଘଣ୍ଟା କାଳ ଏହି ୩ ସର୍ବାଧିକ ସାମାଜିକ ଗଣମାଧ୍ୟମ ସେବା ଯୋଗାଇ ପାରିନଥିଲା । ଏଥିରେ ଆହୁରି କୁହାଯାଇଛି ଯେ ଆଗାମୀ ଦିନରେ ହ୍ବାଟ୍ସଆପ୍ ଲୋକଙ୍କୁ ସୁବିଧା ଯୋଗାଇବାକୁ ହେଲେ ମାସକୁ ୪୯୯ ଟଙ୍କା ଦେୟ କରିବାକୁ ପଡ଼ିବ । ଏହାକୁ ଲାଗୁ କରିବା ପାଇଁ ହ୍ବାଟ୍ସଆପ୍ ସମେତ ଫେସବୁକ ଓ ଇନଷ୍ଟାଗ୍ରାମ ସୋମବାର ଦିନ ୬ଘଣ୍ଟା ଅଚଳ କରି ଏହି ନୂଆଧରଣର ପ୍ରକ୍ରିୟାକୁ ବ୍ୟବହାର କରିଛି । ତେବେ ଏଭଳି ଭ-ୟ-ଭୀ-ତ କଲା ଭଳି ତଥ୍ୟ ସମ୍ନାକୁ ଆସିବା ପରେ ୟୁଜର୍ସ ମାନଙ୍କ ମଧ୍ୟରେ ଚହଳ ପଡ଼ିଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *