ବାତ୍ୟା ନୁହେଁ ପ୍ରବଳ ବର୍ଷା । ଏହି ୮ ଜିଲ୍ଲାକୁ Yellow Warning…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସନ୍ତା ଦିନରେ ପ୍ରବଳ ବର୍ଷିବ । ୮ ଜିଲ୍ଲାକୁ ରେଡ୍ ୱାର୍ଣିଂ ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ ବିସ୍ତୃତ ବିବରଣୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବାତ୍ୟା ଓ ଓଡ଼ିଶା ର ସମ୍ପର୍କ ଓଡ଼ିଆଙ୍କ ଠାରୁ ଅଧିକ କିଏ ବା ଜାଣିଥିବ । ପ୍ରତିବର୍ଷ ନୂଆ ନୂଆ ରୂପ ନେଇ ଗୋଟେ ପରେ ଗୋଟେ ବାତ୍ୟା ଓଡ଼ିଶାରେ ପ୍ରଳୟ ସୃଷ୍ଟି କରିଆସିଛି । ଗୋଟେ ବାତ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳ ଓ ଜନସାଧାରଣ କ୍ଷ-ୟ-କ୍ଷ-ତି କୁ ଭୁଲିବା ପୂର୍ବରୁ ଆଉ ଏକ ବାତ୍ୟା ମାଡିଆସେ ଓଡ଼ିଶା କୁ । ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୁଏ ଲଘୁଚାପ ଜନିତ ବାତ୍ୟା ଏବଂ ମାଡ଼ିଆସେ ଓଡ଼ିଶା ଉପକୂଳ ଆଡକୁ । ଅନେକ ଧନ, ଜୀବନ ଓ ଜୀବିକା ନ-ଷ୍ଟ କରି ଚାଲିଯାଏ । 

 

ତେବେ ସୂଚନା ଅନୁଯାୟୀ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୧୬ ଓ ୧୭ ତାରିଖ କିଛି  ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡିଶା ଓ ଆନ୍ଧ୍ର ଉପକୁଳରେ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ସାରିଛି। ଏହା ୨୪ ଘଣ୍ଟା ମଧ୍ୟ ରେ ଭ-ୟ-ଙ୍କ-ର ରୂପ ନେବ ବୋଲି ସୂଚନା ମିଳିଛି।ତେବେ ପାଣିପାଗ ସୂଚନା ଅନୁଯାୟୀ ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୩ ଟି ଜିଲ୍ଲା କୁ ରେଡ୍ ଜୋନ୍‌ ଭାବେ ଘୋଷଣା କରାଗଲା।  

 

ତେବେ ଏହା ନେଇ ପାଣିପାଗ ବିଭାଗ ଟୁଇଟ କରିଛନ୍ତି। ୨୪ ଘଣ୍ଟା ଭିତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ ବୋଲି ସୂଚନା ମିଳିଛି। ଏହାର ପ୍ରଭାବ କିଛି ଜିଲ୍ଲା ରେ ରହିବ ତେଣୁ ସେହି ଜିଲ୍ଲା ମାନଂକୁ ଅଧିକ ସତର୍କ ରହିବା କୁ କୁହା ଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର , ବାଲେଶ୍ୱର, ଖୋର୍ଦ୍ଧା,ଭଦ୍ରକ,ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲା  କୁ ସତର୍କ ରହିବା କୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସବୁ ଜିଲ୍ଲା ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *