CCTV ଭିଡ଼ିଓ : ସାମ୍ବାଦିକ ପୁଅ ମନୀଷ ଙ୍କୁ ମାରି ପୋଖରୀରେ ଫିଙ୍ଗୁ ଥିବାର VIDEO । ଦେଖିଲେ ର-କ୍ତ ଗରମ ହେଇଯିବେ…

 

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ମନିସ ଙ୍କ ହ- ତ୍ୟା କୁ ନେଇ ସୋସିଆଲ ମି-ଡି-ଆ ରେ ଏହା ବେଶ୍ ଚ-ର୍ଚ୍ଚା ର ବିଷୟ ପାଲଟି ଯାଇଛି। ସୂତ୍ର ରୁ ଏହା ଶୁଣିବାକୁ ମିଳୁଥିଲା ଏହି ଘଟଣା  ରେ ରହିଛି ଏକ  ଯୁବତୀ ଙ୍କ ଲି-ଙ୍କ । କିନ୍ତୁ ବର୍ତ୍ତମାନ ସମୟ ରେ ସମୟ ରେ ପୋ-ଲି-ସ ହାତ ରେ ପଡ଼ିଛି ଏକ ବହୁତ୍ ବଡ ସୁ-ରା-ଗ ,ଯେଉଁ Video ରେ ଦେଖିବାକୁ ପାଇବେ କିପରି ମନୀଷ ଙ୍କୁ ପୋଖରୀରେ ଫିଙ୍ଗା ଯାଇଥିଲା ।

ତେବେ ମନିଷ ହେଉଛନ୍ତି ବ-ରି-ଷ୍ଠ ସା-ମ୍ବା-ଦି-କ ନବୀନ ଦାସ ଙ୍କ ର ପୁଅ । ସେ ଅକ୍ଟୋବର ୧୦ ତାରିଖ ରେ ଏକ ହୋଟେଲ କୁ ଯାଇଥିଲେ ନିଜ ର ସାଙ୍ଗ ମାନଙ୍କ ସହିତ ଏବଂ ସେମାନେ ୧.୩୦ ସୁଦ୍ଧା ସେହି ହୋଟେଲ ରୁ ଆସି ଯାଇଥିଲେ । ପୂର୍ବରୁ ତ ସବୁ କିଛି ଠିକ୍ ଠାକ୍ ଥିଲା  ଅଚାନକ କଣ ହେଲା ଯେ ୩.୩୦ ରୁ ୪. ୨୨ ମଧ୍ୟରେ ତାହାକୁ ଅ-ପ-ହ-ର-ଣ କରି ନେଇ ପାତ୍ରପଡା ସ୍ଥିତ ପୋଖରୀ ରେ ଫୋପାଡି ଦେଇଛନ୍ତି କିଛି ଲୋକ । ଏହି ଘଟଣା ଉପରେ ପୋ-ଲି-ସ ଏବେ ଖୋଳ ତାଳ କରି ଯା-ଞ୍ଚ କରୁଛି । ପୋ-ଲି-ସ ସମସ୍ତ ସିସି ଟିଭି ର ଫୁ-ଟେ-ଜ ଗୁଡ଼ିକୁ ସଂଗ୍ରହ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ପଛରେ ରହିଥିବା ହ-ତ୍ୟା-କା-ରୀ ଙ୍କୁ ଧରି  ପାରି ନାହିଁ ପୋ-ଲି-ସ , ହେଲେ ପୋ-ଲି-ସ ଯଥା ସ-ମ୍ଭ-ବ ଚେଷ୍ଟା କରୁଛନ୍ତି ଏହି ଘଟଣା ପଛରେ ଥିବା ହ-ତ୍ୟା-କା -ରି ଙ୍କୁ ଧରିବା ପାଇଁ ।

 

ସୂଚନା ଯୋଗ୍ୟ କଥା ଏହା କି ମନିଷ ଙ୍କ ର ପୋ-ଷ୍ଟ ମ-ଟ -ମ୍ ରି-ପୋ-ର୍ଟ ରୁ ଏହା ଜଣା ଯାଉଛି ଯେ ତାଙ୍କୁ ଅଣ ନି-ଶ୍ୱା-ସୀ କରି ମାରି ଦିଆ ଯାଇଛି କିନ୍ତୁ ଯଦି  ପୋଖରୀ ଭିତରେ ସେ ଅଣ ନିଶ୍ୱାସି ହୋଇଥାନ୍ତେ ତାହେଲେ ସେ ଛାଟି ପିଟି ହେବା ସମୟ ରେ ତାଙ୍କର ଚଷମା ଟି ଖସି ଯାଇଥାନ୍ତା କିନ୍ତୁ ଯେତେବେଳେ ତାଙ୍କର ମୃ-ତ ଦେହକୁ ପାଣି ରୁ ଉ-ଦ୍ଧା-ର କରା ଯାଇଥିଲା ତାଙ୍କ  ଆଖିରେ ସେତେବେଳେ ମଧ୍ୟ ଚଷମା ଲାଗିଥିଲା । ଏହା ସ-ନ୍ଦେ-ହ କରାଯାଇଥିଲା ଯେ ସେଠାରେ ବୁଲୁଥିବା ସେହି କାର ଟି ଭିତରେ ତାଙ୍କୁ ଅଣ ନିଃଶ୍ୱାସି କରି ମାରି ଦିଆ ଯାଇଛି ହେଲେ କୌଣସି ପ୍ରକାରର ସଠିକ୍ ତଥ୍ୟ ମିଳି ନଥିଲା ।

 

ବର୍ତ୍ତମାନ ଯାହା ଖବର ଆସୁଛି ଯେ ବର୍ତ୍ତମାନ ପାତ୍ରପଡା ନିକଟ ରେ ଥିବା ଏକ ଫୁ-ଟେ-ଜ ରୁ ଏହା  ଦେଖା ଯାଇଛି ଯେ ସେଠାରେ ଏକ ଲୋକ ଟି ଏ ପ୍ରଥମେ ଚାଲି ଚାଲି ଯାଉଛି ଏବଂ ଲୋକ ଟି ପଛରେ କାର ଟି ଯାଉଛି । ଏହା ସହିତ ଏହି ଭିଡିଓ ଟି ରେ-କ-ର୍ଡ ହୋଇଛି ୧୦ ଅକ୍ଟୋବର ରାତି ୪ ଟା ୧୨ ମିନିଟ ରେ । ତେବେ ଏବେ ଏବେ ପୋ-ଲି-ସ ପାଇଛି ଏହି ଭିଡିଓ ଟି ର ଫୁ-ଟେ-ଜ ଏବଂ ଘଟଣା ଟି ର ପଛରେ ଥିବା ସତ୍ୟତା କୁ ବହୁତ୍ ଶୀଘ୍ର ସା-ମ୍ନା କୁ ଆଣିବା ପାଇଁ ପୋ-ଲି-ସ ଯଥା ସ-ମ୍ଭ-ବ  ଚେ-ଷ୍ଟା ଜାରି ରଖିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *