ଏହି ନୂଆ ଉପାୟରେ ଏବେ ଠକୁଛନ୍ତି ପେଟ୍ରୋଲ ପମ୍ପ ସାବଧାନ । ଜାଣନ୍ତୁ କେମିତି ବଞ୍ଚିବେ ଆପଣ ଠକାମୀ ରୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପେଟ୍ରୋଲ ଟାଙ୍କିରେ ଏପରି ଭାବରେ ବ୍ୟକ୍ତିଙ୍କ ସହ ବ୍ୟବହାର କରିଲେ କର୍ମଚାରୀ ଜଣକ, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କିପରି ଭାବରେ ଠକୁଛନ୍ତି ଲୋକଙ୍କୁ ପେଟ୍ରୋଲ ଟାଙ୍କି ବାଲା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲିର ଲୋକଙ୍କ ପାଖରେ ମାନବିକତା ବୋଲି ଏକ ଜିନିଷ ନାହିଁ, ଆଉ ଯଦି ବି ଅଛି କିଛି ହାତ ଗଣତି ଲୋକଙ୍କ ପାଖରେ। ଆଜିର ଯୁଗରେ ଲୋକମାନେ କେବଳ ନିଜ କଥା ହିଁ ଭାବୁଛନ୍ତି, କିପରି ନିଜେ ଭଲ ଖାଇବେ, ଭଲରେ ରହିବେ, ଏଥିପାଇଁ ସେମାନେ ଲୋକମାନଙ୍କୁ ଶୋଷ କରିବାକୁ ମଧ୍ୟ ପଛଉ ନାହାଁନ୍ତି। ଆପଣମାନେ ତ ସମସ୍ତେ ଜାଣିଥିବେ ଏବେ ସାରା ବିଶ୍ୱ କେଉଁ ମୁହୂର୍ତ୍ତ ଦେଇ ଗତି କରୁଛି, ଦୁଇ ବର୍ଷ ହେଲା କରୋନା ମହାମାରୀ କିପରି ଭାବେ ଲୋକମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି। .

 

ଏହି ମହାମାରୀ ଲୋକମାନଙ୍କୁ ସେମାନଙ୍କର ଆର୍ଥିକ କ୍ଷେତ୍ରରେ ବହୁତ ତଳକୁ ନେଇ ଆସିଛି। ଏହି ସମୟରେ ଲୋକମାନେ ସମସ୍ତେ ଦୁଃ-ଖ-ରେ ଅଛନ୍ତି, ହେଲେ ବି ଆମେ ସମସ୍ତେ ସମସ୍ତଙ୍କୁ ଦେଖି ରହିବା ଉଚିତ, ଆଉ ଯଦି ଏକ ଲୋକ ପାଖରୁ ଅନ୍ୟାୟ ଭାବରେ ଟଙ୍କା ହାସଲ କରିବା ତାହା କିଭଳି କଥା ହେବ। ସେହିପରି ଏକ କେସ୍ ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାରେ ଜଣେ ଲୋକ ନିଜର ୩୫ ଲିଟର ଏକ ଗାଡିରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବା ପାଇଁ କହିଥିଲେ, ହେଲେ ସେଠାକାର କର୍ମଚାରୀ ଯୁକ୍ତି କରିଥିଲେ ଯେ ସେ ୪୩ ଲିଟର ପେଟ୍ରୋଲ ପକାଇଛନ୍ତି ବୋଲି। ଏହା କେଉଁପରି କଥା, ଏହା ତ ଜମାବି ସମ୍ଭବ ନୁହେଁ, ଏହି କଥାକୁ ନେଇ ଅନେକ ଯୁକ୍ତି ମଧ୍ୟ ହୋଇଥିଲା ସେଠାରେ। 

 

ଏହାପରେ କର୍ମଚାରୀଙ୍କ କଥାକୁ ଶୁଣି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ, ସେ କହିଲେ କି ମୋ ଗାଡ଼ିରେ ତ ୩୫ ଲିଟର ପେଟ୍ରୋଲ ଧରିବାର କ୍ଷମତା ଅଛି,୪୩ ଲିଟର ପେଟ୍ରୋଲ କେମିତି ଧରିଲା ଏହି ପ୍ରଶ୍ନ ପଚାରିଛନ୍ତି ସେହି କର୍ମଚାରୀଙ୍କୁ,ଏହାକୁ ନେଇ ପେଟ୍ରୋଲ କର୍ମଚାରୀଙ୍କୁ ସେହି ବ୍ୟକ୍ତି ଙ୍କ ସହ ବହୁତ ଝ-ଗ-ଡା କରିଥିଲେ, ଏହାକୁ ଜାଣିବା ପରେ ସେହିଁ ଘଟଣା ସ୍ଥଳୀରେ ଆରକ୍ଷୀ ଅଧିକାରୀ ଆସି ପହଞ୍ଚିବା ପରେ ସେହି ଯୁକ୍ତିତର୍କକୁ ବନ୍ଦ କରିଥିଲେ ।

 

ଏହାକୁ ଆରକ୍ଷୀ ଅଧିକାରୀ ଯାଞ୍ଚ କଲା ପରେ ଜଣାପଡିଛି କି ଗାଡ଼ିରେ କମ ପେଟ୍ରୋଲ ପଡିଛି ବୋଲି |ଏହି ଦ-ଣ୍ଡ-ନି-ୟ ଭୁଲ ପାଇଁ ପେଟ୍ରୋଲ ପମ୍ପ କୁ ୫୧ ହଜାର ଟଙ୍କା ନିକଟସ୍ଥ ଗୁରୁଦ୍ୱାରକୁ ଦେବାକୁ ଗ୍ରାହକ କହିଲେ,ହେଲେ ସେ ୨୧ ହଜାର ଟଙ୍କା ଦେବାକୁ ରାଜି ହେଲେ,ଏହି ସ୍ଥାନରେ ପହଁଞ୍ଚି ସ୍ଥାନୀୟ ଲୋକମାନେ ବି ବୁଝାବୁଝୀ କରିଥିଲେ,ନିଜର ବୁଦ୍ଧି ବଳରେ ସେ ନିଜକୁ ସେଠାରୁ ବଞ୍ଚାଇ ପାରିଛନ୍ତି, ଆପଣ ମାନେ ବି ଏହି ବ୍ୟକ୍ତିଙ୍କ ଭଳି ହେବା ଦରକାର।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *