ସାରୁଖାନ ପୁଅ ଆରୀୟନ ଙ୍କୁ ହେଲା ଏତିକି ଦିନ ଦଣ୍ଡାଦେଶ ମିଳିଲାନି ବେଲ । ଶାରୁ ଖାଁ ଏବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆର୍ୟ୍ଯନ୍ ଙ୍କୁ ବଡ ନିଷ୍ପତ୍ତି ନେଲେ କୋର୍ଟ, ମିଳିଲାନି ବେଳେ ଆଉ ଏତିକି ମିଳିଲା ଦଣ୍ଡ ଜେଲରେ ନିୟମ ମାନି ଚଳିବାକୁ ପଡିବ ଆର୍ୟନ୍ ଙ୍କୁ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଲିଉଡର ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଚାଲିଯିବା ପରେ ବଲିଉଡ୍ ର ଅନେକ କଳାକାରଙ୍କର କିଛି ଅସଲି ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଥିଲା, ବଲିଉଡ୍ ର ସୁପରହିଟ୍ ଷ୍ଟାର ମାନଙ୍କର ଡ୍ର-ଗ-ସ୍ ସହ ଲିଙ୍କ୍ ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ପରେ ଡ୍ର-ଗ-ସ୍ କାରବାର ସହ ଯୋଡିତ ଥିବା କିଛି କଳାକାର ଆରକ୍ଷୀ ଅଧିକାରୀ ହେପାଜତକୁ ମଧ୍ୟ ଯାଇଥିଲେ। ସେହି ସମୟରେ ଦେଖିବାକୁ ମିଳିଥିଲା ବଲିଉଡ୍ କିଛି ଛୋଟ ଏବଂ ବଡ କଳାକାରଙ୍କର ଡ୍ର-ଗ-ସ୍ ସହ କିଭଳି ଭାବରେ ସମ୍ବନ୍ଧ ଥିଲା। 

 

ସୁଶାନ୍ତଙ୍କ ଚାଲିଯିବାକୁ ପାଖାପାଖି ଦେଢବର୍ଷ ହୋଇଗଲାଣି ଆଉ ଏବେ ପୁଣିଥରେ ବଲିଉଡ୍ ର କଳାକାରଙ୍କର ଡ୍ର-ଗ-ସ୍ ସହ ଲିଙ୍କ୍ କଥା ସାମ୍ନାକୁ ଆସିଛି। ଆପଣମାନେ ନିଶ୍ଚିତ ଭାବରେ ଏହି ଖବର ଜାଣିଥିବେ କିଭଳି ବଲିଉଡ୍ ର କିଙ୍ଗ୍ ଖାନ୍ ଙ୍କ ପୁଅ ଆର୍ୟ୍ଯନ୍ ଖାନ୍ ସମୁଦ୍ର ମଝିରେ ଡ୍ର-ଗ-ସ୍ ବ୍ୟବହାର କରୁଥିବା ସମୟରେ ତାଙ୍କ ସମେତ ଆହୁରି ଆଠ ଜଣଙ୍କୁ ଏନ୍ସିବି ଗି-ର-ଫ କରିଥିଲା। ଆର୍ୟ୍ଯନ୍ ଙ୍କ ର ଏପରି କାମ ପରେ ଏନ୍ସିବି ଏବେ ବଲିଉଡ୍ ର ଡ୍ର-ଗ-ସ୍ କାରବାର ସହ ଲିଙ୍କ୍ ଥିବା ଆଉ ଅନ୍ୟ ମାନଙ୍କ ବିଷୟରେ ମଧ୍ୟ ଖୋଳତାଡ କରୁଛି। 

 

ସେହିଦିନର ଘଟଣା ଟି ଏପରି ଥିଲା କି, ଏପରି ଏକ ଡ୍ର-ଗ-ସ୍ ପାର୍ଟିର ଆୟୋଜନ ହୋଇଛି ବୋଲି ୧୫ ଦିନ ଆଗରୁ ଏନ୍ସିବି ପାଖରେ ଖବର ପହଞ୍ଚି ସାରିଥିଲା। ୧୫ ପୃଷ୍ଠାର ଏକ ସୂଚନା ଲାଡିଥିଲା ଏନ୍ସିବି ହାତରେ, ଯେଉଁଥିରେ ଏହି କାର୍ଯ୍ୟର ସମସ୍ତ ବିବରଣୀ ଲିଖିତ ଥିଲା, କେଉଁ କେଉଁ ବଡ ବଡ ଷ୍ଟାର, ସାଧାରଣ ଲୋକମାନେ ଏଥିରେ ସାମିଲ୍ ହେବେ ତାହା ମଧ୍ୟ ଲିଖିତ ଥିଲା। ଏହି ପାର୍ଟିରେ ଏନ୍ଟ୍ରି ପାଇଁ ଫିସ୍ ଥିଲା ୫ଲକ୍ଷ ଟଙ୍କା, ଅକ୍ଟୋବର ୨ ତାରିଖ ଦିନ ଦିନ ୧୨ଟାରୁ ୨ଟା ମଧ୍ୟରେ ସେଠାରେ ପହଞ୍ଚିବାର ଥିଲା ସମୟ ସୀମା। 

 

ଏହି ସମୟରେ ଏନ୍ସିବିର କିଛି ଅଫିସର୍ ସିଭିଲ୍ ଡ୍ରେସ୍ ରେ ସେଠାରେ ସାମିଲ୍ ହୋଇଥିଲେ, ୭୨ ଘଣ୍ଟା ପାଇଁ ଥିଲା ଏହି ପାର୍ଟି, ମୁମ୍ବାଇରୁ ଗୋଆ ପର୍ଯ୍ୟନ୍ତ ହେଉଥିଲା ଯାତ୍ରା। ରାତି ଅଧରେ ସମୁଦ୍ର ମଝିରେ ଏନ୍ସିବି କରିଥିଲା ଚଢଉ, ଆଉ ସେହି ସମୟରେ ଆର୍ୟ୍ଯନ୍ ଓ ତାଙ୍କ ସହ ଆଉ କିଛି ଜଣ ଜାହାଜର ଏକ ରୁମ୍ ରେ ଡ୍ର-ଗ-ସ୍ ନିଶାରେ ଥିଲେ ଚୂର୍। ଏହାପରେ ନିଜର ଖେଳ ଦେଖାଇଥିଲା ଏନ୍ସିବି। ଆର୍ୟ୍ଯନ୍ ଙ୍କ ସମେତ ଆଉ ଆଠ ଜଣଙ୍କୁ ଧରି ଉଠାଇ ଆଣିଲା ଏନ୍ସିବି। 

 

ଏହାପରେ କୋର୍ଟ ଫର୍ୱାଡ୍ କରିଦେଇଥିଲା ଆର୍ୟ୍ଯନ୍ ଙ୍କୁ ଏନ୍ସିବି, ସେଠାରେ ଆର୍ୟ୍ଯନ୍ ଙ୍କୁ ନେଇ ଜର୍ଜ ଶୁଣାଇ ନଥିବା ବେଳେ ଏବେ ପୁଣି ତାଙ୍କୁ ଅପେକ୍ଷା କରିବାକୁ ପଡିବ ଅକ୍ଟୋବର ୨୦ ପର୍ଯ୍ୟନ୍ତ। ଦଶହରା ପର ପର୍ଯ୍ୟନ୍ତ ଏବେ ଦିନ ଗୁଡିକ ଆର୍ଥର ରୋଡ୍ ର ଜେ-ଲ୍ ରେ କାଟିବାକୁ ପଡିବ। ଏହାଭିତରେ ଆର୍ୟ୍ଯନ୍ ଙ୍କର ପାଞ୍ଚଦିନ ପୁରଣ ହୋଇଯିବ କ୍ୱାରେଣ୍ଟାଇନ୍ ଜେ-ଲ୍ ଭିତରେ, ଏହା ପରେ ତାଙ୍କୁ ନରମାଲ୍ ସେଲ୍ କୁ ଟ୍ରାନ୍ସପର୍ କରି ଦିଆଯିବ। ସେଠାରେ ତାଙ୍କୁ ଜେ-ଲ୍ ର ପୋଷାକ ପିନ୍ଧି ଜେ-ଲ୍ ର ନୀତିନିୟମକୁ ମାନି ଚଳିବାକୁ ପଡିବ, ସେ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି। 

 

ଆର୍ୟ୍ଯନ୍ ବେଲ୍ କୁ ନେଇ ତାଙ୍କର ଓକିଲ ଅନେକ ଯୁକ୍ତି କରିଥିଲେ କୋ-ର୍ଟରେ, ସେ କହୁଛନ୍ତି ଆର୍ୟ୍ଯନ୍ ଜଣେ କିଡ୍ ତାଙ୍କୁ ବିନା କିଛି କାରଣରେ କଣ ପାଇଁ ଏତେ ଦିନ ଜେ-ଲ୍ ରେ ରଖାଯାଉଛି, ଆଉ ମୁଁ ଆର୍ୟନ୍ ଙ୍କ ସପୋର୍ଟ ରେ ନାହିଁ ମୁଁ କେବଳ ବେଲ୍ ପାଇଁ ଲଢୁଛି। ଆଉ ଆର୍ୟ୍ଯନ୍ ଙ୍କ ପାଖରେ ଦେଶର ପାସପୋର୍ଟ ରହିଛି, ସେ ଦେଶ ଛାଡି କୁଆଡେ ବି ଯିବେନି ସବୁବେଳେ ଏନ୍ସିବି କୁ ସପୋର୍ଟ କରିବେ। ଆଉ ଏନ୍ସିବିଙ୍କ ଓକିଲ କହିଛନ୍ତି ଯଦି ଆର୍ୟନ୍ ଙ୍କୁ ଛାଡିଦିଆଯାଏ ତେବେ ସେ ସବୁ ପ୍ରମାଣ ନଷ୍ଟ କରିଦେବା ପାଇଁ ଚେଷ୍ଟା କରିବେ। ଆଉ କୋ-ର୍ଟ କହିଛି କି ଆର୍ୟନ୍ ଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ରହିବାକୁ ପଡିବ, ତାଙ୍କର ବେଲ୍ ର ସମସ୍ତ କାଗଜପତ୍ରକୁ ସଂରକ୍ଷିତ କରି ରଖାଯାଇଛି। ତେବେ ଦେଖାଯାଉ ୨୦ ତାରିଖ ଦିନ କୋର୍ଟ ଆର୍ୟ୍ଯନ୍ ଙ୍କୁ ନେଇ କଣ ନିଷ୍ପତ୍ତି ନେଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *