ଜର ବଟିକା Paracetamol 650 ଠାରୁ ଏମିତି ଶକ୍ତିଶାଳୀ ହେଉଛି ବୀୟର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କଣ ଆପଣମାନେ ଜାଣିଛନ୍ତି କି ମଦ ପିଇବା ଦ୍ୱାରା ଆମ ଶରୀର ଏହି ସବୁ ଯନ୍ତ୍ରଣା ରୁ ମୁକ୍ତି ପାଇଥାଏ, ତେବେ ଦେଖନ୍ତୁ ଏହି ସମ୍ପର୍କରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ। ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, ତେବେ ଦୁନିଆ ଏହି ସ୍ଥାନରେ ପହଁଞ୍ଚିଛି ମନୁଷ୍ୟର ବୁଦ୍ଧି ପାଇଁ, ମଣିଷ ନିଜ ବୁଦ୍ଧି ଦ୍ୱାରା ହିଁ ନୂଆ ନୂଆ ଜିନିଷର ଉଦ୍ଭାବନ କରୁଛି, ଯାହା ଦ୍ୱାରା ଦୁନିଆ ଆଗକୁ ଯାଉଛି। ମଣିଷ ଯେକୌଣସି ଜିନିଷ ନୂତନ କରି ବାହାର କରେ ତାହା ଦ୍ୱାରା ଲୋକମାନଙ୍କର ହିତ ସାଧନ ହେଉଥିବା ବେଳେ ଏହା ଦ୍ୱାରା ଲୋକମାନେ ବହୁତ କ୍ଷ-ତି ମଧ୍ୟ ପଡି ଥାଆନ୍ତି। 

 

ତେବେ ଆପଣମାନେ ମଦକୁ ତ ନିଶ୍ଚିତ ଭାବେ ଜାଣିଥିବେ, ଆଜିକାଲିର ସବୁ ଲୋକମାନେ ପ୍ରାୟତଃ ଏହାକୁ ସେବନ କରୁଛନ୍ତି। ଏହାକୁ ସେବନ କରିବା ଲୋକମାନେ ହୋସ୍ ରେ ନଥାନ୍ତି ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସବୁ କରି ଥାଆନ୍ତି। ଆଉ କିଛି କିଛି ବ୍ୟକ୍ତି ତ ଏହାକୁ ପିଇବା ଦ୍ୱାରା ଅନେକ ଖ-ରା-ପ କାମ ମଧ୍ୟ କରି ଥାଆନ୍ତି। ଆମ ମାନଙ୍କ ମନରେ ମଦକୁ ନେଇ ଏକପ୍ରକାରର ଖ-ରା-ପ ଧାରଣା ରହିଛି, ମଦର ନାମ ଶୁଣିବା ପରେ ଆମେ ମାନେ ଭାବୁ କି ଏହା ଏକ ଖ-ରା-ପ ଜିନିଷ। ହେଲେ ଏହା ଭୁଲ୍, ମଦର କିଛି ଉପକାରିତା ମଧ୍ୟ ରହିଛି, ଏହା ଆମ ଶରୀରକୁ ଖ-ରା-ପ କରିନଥାଏ କିଛି ମାତ୍ରାରେ ଭଲ ମଧ୍ୟ କରିଥାଏ। ଆମେ  ଆଜି ଆପଣ ମାନଙ୍କୁ ମଦ ର କିଛି ଉପକାରିତା ସମ୍ପର୍କରେ କହିବୁ। 

 

ମଦର କିଛି ଏପରି ଫାଇଦା ସମ୍ପର୍କରେ ଆପଣଙ୍କୁ ଜଣାଇବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ପାରାସିଟାମଲ୍ ମେଡିସିନ୍ ଅପେକ୍ଷା ବିୟର୍ ଅଧିକ ଆରାମ ଦେଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି। ମୁଣ୍ଡବିଧା ହେଉଥିବା ବେଳେ ଔଷଧ ଅପେକ୍ଷା ଦୁଇ ଗ୍ଲାସ୍ ବିୟର୍ ଅଧିକ ଆରାମ ଦେଇଥାଏ। ଏହାଉପରେ ଗ୍ରୀନବିଚ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ମାନେ ଚାରିଶହରୁ ଅଧିକ ଲୋକଙ୍କ ଉପରେ ପ୍ରାୟ ଅଠର ଟି ଅଧ୍ୟୟନ କରିଥିଲେ। ଆଉ ଅଧ୍ୟୟନ ପରେ ଜଣାପଡିଥିଲା କି, ଯନ୍ତ୍ରଣା ଦୂର କରିବାରେ ବିୟର୍ ୨୫ ପ୍ରତିଶତ ଅଧିକ ପ୍ରଭାବଶାଳୀ ଅଟେ। 

 

ଏହା ବ୍ୟତୀତ ଯନ୍ତ୍ରଣା ଉପଶମକାରୀ ଓ ଯନ୍ତ୍ରଣାର ତୀବ୍ରତାରେ ବହୁ ପରିମାଣରେ ଆରାମ ଦେଇଥାଏ ଆଲକହଲ। କୁହାଯାଇଥିଲା ଅଳ୍ପ ପରିମାଣରେ ବିୟର୍ ପିଇବାର ଦୁଇଟି ଲାଭ ଅଛି, ପ୍ରଥମେ ଏହା ରକ୍ତରେ ଆଲକହଲର ସ୍ତରକୁ ୦.୦୮ ପ୍ରତିଶତ ବୃଦ୍ଧି କରିଥାଏ। ଦ୍ୱିତୀୟଟି ହେଉଛି ଯନ୍ତ୍ରଣା ତୀବ୍ରତା ହ୍ରାସ କରିବା ସହ ଏହାକୁ ସହ୍ୟ କରିବାର କ୍ଷମତା ଦେଇଥାଏ। ଏହାକୁ ଅଧ୍ୟୟନ କରିଥିବା ଡାକ୍ତର ଟ୍ରେଭର୍ ଥସ୍ସନ୍ କହିଛନ୍ତି ଯେ, ଆଲକହଲ ଏକ ପ୍ରଭାବଶାଳୀ ପେନକ୍ଲିୟର୍, ଯାହାକି ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଏହାକୁ ନେଇ। ଏହା କୋଡିନ୍ ଓ ପାରାସିଟାମଲ୍ ଅପେକ୍ଷା ଅଧିକ ପ୍ରଭାବଶାଳୀ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *