ବିଶ୍ବର ଉପକୂଳ କୁ ମାଡ଼ି ଆସୁଛି ଏକ ମହା ବି-ପ-ଦ । ଓଡିଶା ର ୭ ଜିଲ୍ଲା ସେମତ ୩୦ କୋଟି ଲୋକ ହେବେ ପ୍ରଭାବିତ । ଓଡିଶା ର ୭ ଜିଲ୍ଲା ବୁଡିଜିବ ପାଣିରେ। ସମ୍ପୁର୍ଣ୍ଣ ଖବର ଜନୀରଖନ୍ତୁ
ବିଶେଷ କରି ୬ ଟି ଦେଶ , ଯାହା ହେଉଛି ଚିନ, ବାଂଲାଦେଶ , ଭାରତ ,ଭିଏତନାମ ,ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡ ଉପକୂଳ କୁ ବୁଡାଇ ଦେବ ସମୁଦ୍ର । ଆକଳନ ରୁ ଏହା କୁହା ଯାଇଛି ଯେ ଚିନ ର ୯ କୋଟି ୩୦ ଲକ୍ଷ , ବାଂଲାଦେଶ ର ୪ କୋଟି ୨୦ ଲକ୍ଷ , ଭାରତ ର ୩ କୋଟି ୬୦ ଲକ୍ଷ ଲୋକ , ଭିଏତନାମ ର ୩ କୋଟି ୧୦ ଲକ୍ଷ , ଇଣ୍ଡୋନେସିଆ ର ୨ କୋଟି ୩୦ ଲକ୍ଷ ଏବଂ ଥାଇଲାଣ୍ଡ ରେ ୧ କୋଟି ୧୦ ଲକ୍ଷ ଲୋକ ମାନେ ପ୍ରଭାବିତ ହେବେ ।
ଏହି ୬ ଟି ଦେଶ ର ଉପକୂଳ ୭୫ ପ୍ରତିଶତ ସମୁଦ୍ର ର ଗ-ର୍ଭ ରେ ଲିନ ହୋଇ ଯାଇପାରେ । ଏହା ଦ୍ଵାରା ପୂର୍ବ ଉପକୂଳ ରେ ବେସୀ କ୍ଷତି ଗ୍ର-ସ୍ତ ହେବ ପଶ୍ଚିମବଙ୍ଗ ଏବଂ ଓଡ଼ିଶା । ଏହା ସହିତ ଓଡ଼ିଶା ଉପକୂଳ ର ଚିଲିକା , କୋଣାର୍କ ର ସାତପଡ଼ା , ବ୍ରହ୍ମଗିରି , କାକଟପୁର , ପାରାଦ୍ଵୀପ ,କେନ୍ଦ୍ରାପଡ଼ା ,ଚାନ୍ଦିପୁର ଆଦି ଉପକୂଳ ଅଞ୍ଚଳ କୁ ବୁଡାଇ ଦେବ ସମୁଦ୍ର ପାଣି । ଏହା ସହିତ ପଶ୍ଚିମବଙ୍ଗ ର ସୁନ୍ଦରବନ , ହଳଦୀଆ ଏବଂ ଦୀଘା ଆଦି ଉପକୂଳ ଆଦି ବୁଡ଼ିଯିବ ର ପୂର୍ଵନୁମାନ ହୋଇଛି
ଏଥି ସହିତ ପ-ଶ୍ଚି-ମ ଉପକୂଳ ରେ ଗୁଜୁରାଟ ,ମୁମ୍ବାଇ ଉପକୂଳ ପ୍ରତି ବି-ପ-ଦ ରହିଛି । ବିଶେଷ କରି କା-ର୍ବ-ନ ଡ଼ାଇ ଅ-କ୍ସା-ଇ-ଡ୍ ଗ୍ୟା-ସ ଏବଂ ବିଭିନ୍ନ କ୍ଷତି କାରକ ଗ୍ୟା-ସ ର ବହୁଳ ପରିମାଣ ରେ ନି-ର୍ଗ-ତ ହେବା ଯୋଗୁଁ ତାପମାତ୍ରା ରେ ବୃ-ଦ୍ଧି ଗଠୁଛି ଏବଂ ଏହା ଜଳବାୟୁ ପରିବର୍ତ୍ତନ ର କାରଣ ପାଲଟିଛି। ଏଥି ପାଇଁ ୨୦୪୦ ସୁଦ୍ଧା ବିଶ୍ଵ ରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିଅସ୍ ବଢିବାର ଆ-ଶ-ଙ୍କା ରହିଛି । ଏହା ସହ ଏକବିଂଶ ଶତାବ୍ଦୀରେ ସମୁଦ୍ର ର ଜଳ ସ୍ତର ୨ ରୁ ୭ ଫୁଟ କିମ୍ବା ଏହା ଠୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ।
ନିଶ୍ଚିତ ଏହି ଖବର କୁ share କରି ଲୋକମାନଙ୍କୁ ଜଣେଇଦିଅ । ଓ ତଳେ ଗୋଟିଏ ଲାଇକ କରିଦିଅ ଏହି ଭଳି ଖବର ଜାଣିବା ପାଇଁ ।