ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଜେଲ ରେ ଆର୍ଯ୍ୟାନ୍ ଖାନ ଙ୍କ ଦିନ -ଚର୍ଯ୍ୟା ଟି କିପରି ରହିବ ଓ କଣ କାମ କରିବାକୁ ପଡିବ ଜାଣିଲେ ମୁଣ୍ଡରେ ହାତ ଦେବେ । ସେହି ବିଷୟ ରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆ-ର୍ଥ-ର୍ ରୋଡ ରେ ଆର୍ଯ୍ୟନ୍ ଖାନ୍ ଙ୍କୁ ମିଳିଛି ତାଙ୍କର କଏଦୀ ନ-ମ୍ବ-ର । ଆର୍ଯ୍ୟନ୍ ଖାନ୍ ଙ୍କ ର କଏଦୀ ନ-ମ୍ବ-ର ଟି ହେଉଛି ୯୫୬ । ଆର୍ଯ୍ୟନ୍ ଖାନ ଙ୍କୁ ଏହି ଗୁରୁବାର ଦିନ ଏହି କଏଦୀ ନ-ମ୍ବ-ର ଟି ଦିଆଯାଇଛି । ତେବେ ଆର୍ଯ୍ୟନ୍ ଖାନ୍ ଏବେ କ୍ୱା-ରେ-ନ୍ତା-ଇ-ନ ଜେ-ଲ ରେ ଅଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର ସାଧାରଣ କଏଦୀ ମାନଂକ ନିକଟ କୁ ପଠାଯିବ । ତେବେ ତାଙ୍କୁ ଏକ ଛୋଟ କୋଠରୀ ମଧ୍ୟରେ ରଖା ଯାଇ ପାରେ କିମ୍ବା ଦୁଇ ଜଣ ବିଶିଷ୍ଟ ଜେ-ଲ୍ ଗୃ-ହ ରେ ନେଇ ରଖାଯିବ ଏବଂ ତାଙ୍କ ସହ ରହି ପାରନ୍ତି ଅର୍ବାଜ୍ ।
ତେବେ ଏହି ଆ-ର୍ଥ-ର ରୋଡ ଜେ-ଲ ହେଉଛି ବ୍ରି-ଟି-ଶ ଅମଳ ର ଜେ-ଲ । ଯେଉଁ ଠାରେ କି ଅନେକ ଗୁଡ଼ିଏ ନେତା ଏବଂ ଅଭିନେତା ମାନେ ରହି ସାରିଛନ୍ତି । ଯଦି ମଧ୍ୟ ନିକଟ କଥା ଦେଖିବା ତାହେଲେ ରାଜ କୁନ୍ଦ୍ର ମଧ୍ୟ ଏହି ଜେ-ଲ ମଧରେ ହିଁ ରହିଥିଲେ । ସେହି ଜେ-ଲ ରୁ ବାହାରିବା ବେଳକୁ ରାଜ ପୁରା କ-ଣ୍ଟା ପରି ଝଡି ଯାଇଥିଲେ। ତେବେ ଏହି ଜେ-ଲ ରେ ରହିବା ସମୟ ରେ ଆର୍ଯ୍ୟନ୍ ଙ୍କ ଦିନ-ଚର୍ଯ୍ୟା କିପରି ରହିବ ଚାଲନ୍ତୁ ଜାଣିବା ।
ପ୍ରତିଦିନ ସକାଳ ୬ ଟା ରେ ଏହି ଜେ-ଲ୍ ର ଅ-ଫି-ସ-ର୍ ମାନେ ଆସନ୍ତି ଏବଂ ସୋଇ ରହିଥିବା କ-ଏ-ଦୀ ମାନଙ୍କୁ ବାଡେଇ ବାଡେଇ ଉଠାନ୍ତି । ଏହା ପରେ ସମସ୍ତ କ-ଏ-ଦୀ ମାନେ ଉଠିକି ଗୋଟେ ଲାଇନ ରେ ଛିଡ଼ା ହୋଇ ଯାଆନ୍ତି । ଏହା ପରେ ସେମାନଙ୍କ ର ଉ-ପ-ସ୍ଥା-ନ ପକାଯାଏ ସକାଳ ରୁ ରାତି ପର୍ଯ୍ୟନ୍ତ ।
ଏହା ପରେ ସକାଳ ୭ ସମୟ ରେ ଜଳଖିଆ ଦେବା ଆ-ର-ମ୍ଭ ହୋଇଥାଏ । ତେବେ ଏହି ଜଳଖିଆ ରେ ସେମାନଙ୍କୁ ଚା ସହିତ ଚୁଡ଼ା ଉପମା ଏବଂ ଶିରା ଦିଆଯାଏ । ଏହା ପରେ ୭ ଟା ରୁ ୧୦ ମଧ୍ୟରେ କଏଦୀ ମାନଙ୍କୁ ଗାଧୋଇବା ପାଇଁ ପଠା ଯାଏ ଏବଂ ସେମାନଙ୍କୁ ଏକ ନି-ର୍ଦ୍ଧା-ରି-ତ ସାବୁନ୍ , ଟା-ୱ-ଲ୍ ସବୁ ଜେ-ଲ ପକ୍ଷ ରୁ ଦିଆ ଯାଇଥାଏ । ଏହା ପରେ ୧୦ ଟା ରୁ ୧୧ ଟା ମଧ୍ୟରେ ଲଞ୍ଚ ଦିଆଯାଏ ।
ଏହା ପରେ ୧୨ ଟା ବେଳକୁ ଯେତେବେଳେ ସମସ୍ତେ ଖାଇ ସାରନ୍ତି ସେତେବେଳେ ସେମାନଙ୍କୁ ଗୋଟେ କୋଠରୀ ରେ ବସିବାକୁ କୁହାଯାଏ । ୧୨ ଟା ରୁ ୧.୩୦ ପର୍ଯ୍ୟନ୍ତ ସେଠାରେ ଟିଭି ଚାଲେ ସମସ୍ତ କଏଦୀ ଦେଖି ଥାନ୍ତି । ୧.୩୦ ରୁ ୩ ଟା ପର୍ଯ୍ୟନ୍ତ କଏଦୀ ମାନେ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି ଯେମିତିକି ଝାଡୁ କରିବା , ଝୋଟି କରିବା ,ବଗିଚା କାମ କରିବା ଏହି ପରି କିଛି କାର୍ଯ୍ୟ । ୩ ଟା ରେ କଏଦୀ ମାନଙ୍କୁ ଚା ପିଇବାକୁ ଦିଆଯାଏ ଏବଂ ଏହା ପରେ ସେମାନଙ୍କୁ କିଛି ସମୟ ବାହାର ରେ ଚଲାବୁଲା କରିବା ପାଇଁ ଦିଆଯାଏ । ୪ ଟା ରୁ ୬ ଟା ପର୍ଯ୍ୟନ୍ତ କଏଦୀ ମାନେ ନିଜ ନିଜର ପୋଷାକ କୁ ଧୁଆ ଧୁଇ କରି ପାରିବେ ।
୬ ଟା ବେଳେ ମୁଖ୍ୟ କବାଟ ବ-ନ୍ଦ କରାଯାଏ ଏବଂ ସମସ୍ତ କଏଦୀ ମାନେ ନିଜ ନିଜ କୋଠରୀ କୁ ଯାଇଥାନ୍ତି । ଏହା ପରେ ପୁଣି କଏଦୀ ମାନଙ୍କ ଉ-ପ-ସ୍ଥା-ନ ନିଆଯାଏ ଏବଂ ରାତି ୮ ଟା ବେଳକୁ ସେମାନଙ୍କୁ ଖାଦ୍ୟ ଦିଆ ଯାଇଥାଏ । ରାତି ୭ ଟା ରୁ ୯.୩୦ ମଧ୍ୟରେ କେହି ଯଦି ଚାିଁହିବେ ତାହେଲେ ପେପର ପଢ଼ି ପାରିବେ କିମ୍ବା ଡ଼ାଏରି ରେ କିଛି ଲେଖା ଲେଖି କରି ପାରିବେ । ତେବେ ବନ୍ଧୁଗଣ ଏଭଳି କିଛି ରହିବ ସାହରୁକ୍ ଙ୍କ ପୁଅ ଆର୍ଯ୍ୟନ୍ ଙ୍କ ଦିନ-ଚର୍ଯ୍ୟା ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।