ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଦେଖେଇବୁ Ariyan କେମିତି ଜେଲ ଭିତରେ ହଙ୍ଗାମା କରୁଛନ୍ତି ହେଲା ନୂଆ ଖୁଲାସା । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଅଭିନେତା ଶହରୁଖ୍ ଖାନ୍ ଙ୍କ ପୁଅ ଆର୍ୟନ ଖାନ୍ ବର୍ତ୍ତମାନ ଚର୍ଚ୍ଚା ରେ । କିଛି ଦିନ ତଳେ ଗୋଆ ରୁ ମୁମ୍ବାଇ ଯାଉଥିବା ଏକ ଜାହାଜ ରେ ରେବ ପାର୍ଟି ରେ ଆର୍ୟନ ଖାନ ମଧ୍ୟ ସାମିଲ ଥିଲେ ଓ ତାଙ୍କର ଅନେକ ସାଙ୍ଗ ଙ୍କ ସହିତ ଏନସିବି ଦ୍ଵାରା କ-ଷ୍ଟ-ଡି ରେ ନିଆ ଯାଇଥିଲା । ଆର୍ୟନ ଖାନ ଓ ଏହି ଘଟଣା ରେ ୮ ଜଣ ଅ-ପ-ରା-ଧୀ ଙ୍କୁ ଗୁରୁବାର ଦିନ ୧୪ ଦିନ ପାଇଁ ଜେ-ଲ୍ କୁ ପଠା ଯାଇଛି । ଏହା ପୂର୍ବରୁ ସମସ୍ତ ଅ-ପ-ରା-ଧୀ ଜେ-ଲ୍ ରେ ୭ ଅକ୍ଟୋବର ପର୍ଯ୍ୟନ୍ତ ଥିଲେ ।
ଓକିଲ ମାନଙ୍କ ଚୁକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସରୁ ନାହି । ଗୋଟିଏ ପଟ ରେ ଆସିଷ୍ଟାଣ୍ଟ ସଲିଶିତର ଜେନେରାଲ ଏନସିବି ର ପକ୍ଷ ରଖିଛନ୍ତି । ଗୋଟିଏ ପରେ ଗୋଟିଏ ଦେଉଛନ୍ତି ଦମଦାର ଦଲିଲ୍ । ଅନ୍ୟ ପକ୍ଷରେ ସାହରୁଖ୍ ଙ୍କ ଓକିଲ ସତିଶ ମାଂଶିନ୍ଧେ ଓ ଅମିତ୍ ଦେଶାଇ । ଅମିତ୍ ଦେଶାଇ ହେଉଛନ୍ତି ସଲମାନ୍ ଖାନ ଙ୍କ ଓକିଲ ଯିଏ କି ତାଙ୍କୁ ତେନ୍ଦ୍ରାଏଣ୍ଡ ଡ୍ରାଇଭ୍ ରୁ ବଞ୍ଚାଇ ଥିଲେ । ଉଭୟ ପକ୍ଷ ରୁ ରଖୁଛନ୍ତି ଯୁକ୍ତି । ତେବେ ବର୍ତ୍ତମାନ ଜେ-ଲ୍ ରେ କାଟୁଛନ୍ତି ଦିନ । ଜେ-ଲ୍ ରେ କିଭଳି ବ୍ୟବହାର କରୁଛନ୍ତି ଆର୍ୟନ ଆସନ୍ତୁ ଜାଣିବା ।
ଜେ-ଲ୍ ରେ ଦିଆ ଯାଉଥିବା ଖାଦ୍ୟ ଖାଉ ନାହାନ୍ତି । କେବଳ ଗୋଟିଏ ପାର୍ଲେଜି ବିସ୍କୁଟ ଓ ପାଣି ପିଇ ବଞ୍ଚୁଛନ୍ତି । ଏହା ଶୁଣି ଜେଲ୍ କତୃପକ୍ଷ ଡରି ଯାଇଥିଲେ । ଯଦି ଏହିପରି ସେ ରୁହନ୍ତୁ ତେବେ ତାଙ୍କ ଦେହ ଖରାପ ହୋଇ ଯାଇ ପାରେ । ଏଥି ନେଇ ବାପା ଶାହାରୁଖ୍ ଓ ଗୌରୀ ଙ୍କୁ ଏହି ଖବର ଦିଆ ଯାଇଥିଲା । ଖବର ପାଇ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ତେଣୁ ସେ ଘରେ ଖାଦ୍ୟ ପ୍ରସ୍ତୁତି କରି ଆଣି ପହଞ୍ଚି ଥିଲେ ।
ଆର୍ୟନ ଅ-ଭି-ଯୋ-ଗ କରିଛନ୍ତି ଯେ ତାଙ୍କ ବାପା ତାଙ୍କୁ ସମୟ ଦେଇ ନ ଥାନ୍ତି । ସବୁବେଳେ ସିନେମା ରେ ବ୍ୟସ୍ତ ରହି ଥାନ୍ତି ।ଜେ-ଲ୍ ର ବାଥରୁମ୍ କୁ ଯାଉ ନାହାଁନ୍ତି । ଶୋଉ ନାହାନ୍ତି । ପ୍ରଶାସନ ଉପରେ ଦୋ-ଷ ଦେଉଛନ୍ତି ଯେ ସଫା ସୁତୁରା ନାହି । ପୁଣି ପ୍ରଶାସନ ଙ୍କ ତରଫ ରୁ ମିଳୁଥିବା ଖାଦ୍ୟ ଖାଉ ନ ଥିବାରୁ ପ୍ରଶାସନ ତରଫରୁ କହିଛନ୍ତି ଯେ ମିଳୁଥିବା ଖାଦ୍ୟ ଖାଇବା ପାଇଁ ବାଧ୍ୟ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।