ଗ୍ୟାସ ବୁକ କଲେ ମିଳିବ ଦଶହରା ଅଫର 1 ଲକ୍ଷ୍ୟ ଟଙ୍କାର ସୁନା ମାଗଣା । ଜାଣନ୍ତୁ କେମିତି ଉଠେଇପାରିବେ ଏହି ଅଫର ର ଫାଇଦା…

 

ବନ୍ଧୁଗଣ ବର୍ତ୍ତମାନ ଦଶହରା ସମୟ ରେ ଏଲପିଜି(LPG) ଗ୍ୟାସ୍ ବ୍ୟବହାର କାରୀ ମାନଙ୍କ ପାଇଁ  ଏକ ଧ-ମ-କା ଅଫର ଆସିଛି । ଆପଣ ମାନେ ତ ଏବେ ବେଶ୍ ଭଲ ଭାବରେ ଜାଣି ଛନ୍ତି ଯେ ବର୍ତ୍ତମାନ ର ସମୟ ରେ ଏଲ୍-ପି-ଜି ର ଦର୍ କେଉଁ ଭଳି ଭାବରେ ବୃ-ଦ୍ଧି ପାଇବାରେ ଲାଗୁଛି । ଗତ ଅକ୍ଟୋବର ୬ ତାରିଖ ଦିନ ଏଲ-ପି-ଜି ମୂଲ୍ୟ କୁ ୧୫ ଟଙ୍କା ବୃଦ୍ଧି କରା ଯାଇଛି । ବର୍ତ୍ତମାନ ସମୟ ରେ ଏଲ-ପି-ଜି ଗ୍ୟାସର ମୂଲ୍ୟ ୮୯୯.୫୦ ଟଙ୍କା ରହିଛି । ଗ୍ୟାସ ବୁକ କଲେ ସୁନା ମାଗଣା ଏହା କେବେଳ ସୀମିତ ସମୟ ପାଇଁ…

 

ବର୍ତ୍ତମାନ ନବରାତ୍ରି  ଚାଲିଥିବା କାରଣ ରୁ ଅନେକ ଗୁଡ଼ିଏ ପେ-ମେ-ଣ୍ଟ କ-ମ୍ପା-ନୀ ମାନେ ଅନେକ ଗୁଡ଼ିଏ ଧ- ମା -କା ଅଫର ଗ୍ରାହକ ମାନଙ୍କ ପାଇଁ ଆଣି ଛନ୍ତି । ସେମିତି ବର୍ତ୍ତମାନ ସମୟ ରେ ପେ-ଟି-ଏମ ପରି ଏକ  ପେ-ମେ-ଣ୍ଟ କ-ମ୍ପା-ନୀ ଗ୍ୟାସ୍ ବୁକିଂ ଉପରେ ନବରାତ୍ରୀ ଗୋ-ଲ୍ଡ ଅଫର୍ ଆଣିଛି , ଯେଉଁ ଅଫର୍ ଜରିଆରେ ଗ୍ରାହକ ମାନଙ୍କୁ ମିଳୁଛି ଗ୍ୟାସ୍ ବୁକିଂ କରି ସୁନା ଜିତିବାର ମଉକା । ଏହି ଅଫର୍ ଟି ମାଧ୍ୟମ ରେ ଗ୍ରାହକ ମାନେ ପ୍ରତିଦିନ ୧୦,୦୦୦୧ ଟଙ୍କା ମୂଲ୍ୟର ସୁନା ଜିତିବାର ସୁଯୋଗ ପାଇ ପାରିବେ । ଏହି ଅଫର୍ ଟି ର ସମୟ ସୀମା ହେଉଛି ଅକ୍ଟୋବର ୭ ରୁ ୧୬ ପର୍ଯ୍ୟନ୍ତ।

 

ଏହା ସହିତ ପେ-ଟି-ଏମ୍ ରେ ଉପଭୋକ୍ତା ମାନଙ୍କୁ  ପ୍ରତି ଗ୍ୟାସ୍ ବୁକିଂରେ କ୍ୟାସବ୍ୟାକ ମିଳିବାର ସୁବିଧା ରହିଛି । ସୂଚନା ଯୋଗ୍ୟ କଥା ଏହା ଯେ , କେବଳ ପାଞ୍ଚଜଣ ଭଗ୍ୟଶାଳୀ ବିଜେତା ଏହି ଆପ୍ ମାଧ୍ୟମରେ ଏଲପିଜି ଗ୍ୟାସ ବୁକିଂ କରି ୧୦,୦୦୦୧ ଟଙ୍କାମୂଲ୍ୟର ଡିଜିଟାଲ ସୁନା ଜିତି ପାରିବେ।

 

ଏହି ସୁବିଧା ପାଇବାକୁ ହେଲେ ଆସନ୍ତୁ ଜାଣିବା କେମିତି ବୁକିଂ କରିବା । ପ୍ରଥମେ ଏହି ଆପ ମାଧ୍ୟମ ରେ ଗ୍ୟାସ ବୁକିଂ କରିବା ପାଇଁ ଉପଭୋକ୍ତା ମାନଙ୍କୁ ‘ବୁକ୍ ଗ୍ୟାସ୍ ସିଲିଣ୍ଡର’ ଲେଖା ଥିବା ଟ୍ୟା-ବ୍ ଉପରକୁ ଯାଇ ସେଠାରେ ନିଜର ଗ୍ୟାସ ର କ-ମ୍ପା-ନୀ କୁ ଚୟନ କରିବାକୁ ହେବ, ତା ପରେ ନିଜର ମୋବାଇଲ୍ ନମ୍ବର , LPG ID , ଗ୍ରାହକ ନମ୍ବର ଦେବାକୁ ହେବ , ଏବଂ ଶେଷ ରେ ଆପଣ ନିଜ ପସନ୍ଦର ପେ-ମେ-ଣ୍ଟ  ମୋଡ୍ କୁ ବ୍ୟବହାର କରି ପେ-ମେ-ଣ୍ଟ୍ କରି ପାରିବେ।

 

ଏହିଁ ବୁକିଙ୍ଗ ର ପ୍ରୋସେସ କୁ ଶେଷ କରିବା ପରେ ଗ୍ୟାସ ସିଲିଣ୍ଡର ଆପଣଙ୍କ  ନିକଟସ୍ଥ ଗ୍ୟାସ ଏ-ଜେ-ନ୍ସି ଦ୍ୱାରା ଆପଣଙ୍କ ପଞ୍ଜୀକୃତ ଠିକଣାରେ ଆସି ପହଂଚିଥାଏ । ତେବେ ବନ୍ଧୁଗଣ ଏହା ଥିଲା ସେହି ଅଫର୍ ଯାହାକି ବର୍ତ୍ତମାନ ଗ୍ରାହକ ମାନଂକ  ମନରେ ଏକ ଆ-ନ୍ଦୋ-ଳ-ନ ସୃ-ଷ୍ଟି କରି ଦେଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *