ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା aryan ଙ୍କ ଡ୍ରାଇଭର ପଖରୁ ସତ ଓଗାଳିଲେ NCB ଅଫିସର SAMIR । ଏବେ ଶାରୁ ଖାଁ ଙ୍କ ବିରୁଦ୍ଧରେ ବଡ଼ ପ୍ରମାଣ ପାଇଛି NCB ।
ପୁଅ ଆରୀୟନ ଙ୍କ ପାଇଁ ଶାରୁ ଖାଁ ଏବେ ଅଡ଼ୁଆ ସୁତାର ଖିଅ ରେ ପଡିଯାଇଛନ୍ତି । ବଡ CONTRACT ଏବେ ତାଙ୍କ ପାଖରୁ ଦୁରେଇ ଯାଉଛି । ARIYAN ଙ୍କ ପରେ ଏବେ ପଡିଛି ଶାରୁଖ ଙ୍କ ପାଳି । NCB ଜେରା ବେଳେ ARYAN ଙ୍କ ଡ୍ରାଇଭର ବୟାନ ଦେଇଛନ୍ତି ଯେ ।
ତେବେ ସାହାରୁଖ୍ ଖାନ୍ ଙ୍କ ଡ୍ରାଇଭର ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କ ଘର ମନତ୍ ର ତଳେ ଏକ ସନ୍ଧି ଜାଗା ରହିଛି ଯେଉଁ ଠାକୁ ଆର୍ୟାନ ସବୁବେଳେ ଯାଉଥାନ୍ତି । ସେଠାରେ ଲୁଚି ସି-ଗା-ରେ-ଟ୍ ପିଇଥାନ୍ତି। । ସେ ସିଗାରେଟ ଡ୍ରଗ୍ସ ନେଵାର କଥା ଉଠିଛି । ସିଗାରେଟ ଟାଣି ସାରିବା ପରେ ଅର୍ଯ୍ୟନ ଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଭିନ୍ନ ହେଇଥାଏ
। ଏସବୁ କଥା…
ତାଙ୍କ ବାପା ସବୁ ଜାଣିଛନ୍ତି ଘର ର MANEGER ପ୍ରତିଦିନ ଘରେ ଯାହା ଘଟିଥାଏ ସେ ରାତିକି କହିଥାନ୍ତି ଶାରୁ ଖାଁ ଙ୍କୁ । ଶାରୁଖ ଙ୍କ ଉପରେ ବିପଦ ଆସିବାର କାରଣ ଅର୍ଯ୍ୟନ ଘରେ ଡ୍ରଗ୍ସ ଟାଣିବା ଜାଣିବା ପରେ କାହିଁକି ବିରୋଧ କରୁନଥିଲେ । ଶାରୁଖ ଘର ଏବେ SEARCH କରାଯିବ । ଯଦି DRUGS ବାହାରେ ତାହେଲେ ସାରୁ ଖାଁ ବି ପସିବେ ଚାରି କାନ୍ଥ ଭିତରେ ।