ସ୍ବାମୀ ମାନେ ହୋଇଯାଆନ୍ତୁ ସାବଧାନ । ଜେଲ ଯିବା ସହିତ ଗଣିବେ ମୋଟା ଅଙ୍କର ଜୋରିମାନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ମାନେ ହୋଇଯାଆନ୍ତୁ ସାବଧାନ । ଆସିଲା ଏହି ନିୟମ । ଶାସ୍ତି ରହିଛି ଜେଲ୍ ଦଣ୍ଡ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ବିବାହ ହେଉ ବା ଦେଖି ଚାହିଁ ବିବାହ ହେଉ , ଏସମସ୍ତ ଏକ ଏପରି ସ୍ଥାନ ରେ ଯାଇ ପହଞ୍ଚିଛି , ଉଭୟ ନାରୀ ଓ ପୁରୁଷ ବିବାହ କରିବାକୁ ନାରାଜ ହେଉଛନ୍ତି । ନାରୀ ଓ ପୁରୁଷ ଉଭୟ ସୃଷ୍ଠି ର ବିଚିତ୍ର ରୂପ । ଯଦି ସଂସାର ରେ କେବଳ ହିଁ କେବଳ ପୁରୁଷ ରହିଥାନ୍ତେ ତା ହେଲେ ଭି ସଂସାର ଚାଲି ପାରନ୍ତା ନାହିଁ । ଯଦି କେବଳ ମହିଳା ରହିଥାନ୍ତି ତା ହେଲେ ଭି ସଂସାର ଆଗକୁ ବଢ଼ାନ୍ତା ନାହିଁ । କିନ୍ତୁ ଅନେକ ସ୍ଥାନ ରେ ଆମେ ଦେଖିଥାଉ ଯେ ଯେଉଁ ମଣିଷ ର ହାତ ଧରି ଆମେ ବିବାହ କରି ଘର କୁ ଆଣିଥାଉ ବା ଯେଉଁ ମଣିଷ ସହିତ ଆମେ ଘର କରିବା ପାଇଁ ଯାଇଥାଉ , ସେ ବହୁତ ବଡ଼ ଧୋକେ ବାଜ୍ ବାହାରିଥାଏ । 

 

ବେଳେ ବେଳେ ବିବାହ ପୂର୍ବ ରୁ ପ୍ରେମ ବି ଜୀବନ ସର୍ବନାଶ କରିଦେଇଥାଏ । ତେବେ ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । ବିବାହ ପରେ ଦମ୍ପତି ମିଶି ସନ୍ତାନ ମଧ୍ୟ ଜନ୍ମ କରି ନିଜର ସଂସାର କରିଥାନ୍ତି । 

 

ତେବେ କୋର୍ଟ ର ରାୟ ଆସିଛି ଯେ ସ୍ବାମୀ ସ୍ତ୍ରୀ ଉଭୟ ମିଶି ସଂସାର କରିବା ସମୟରେ ଯଦି ସ୍ବାମୀ ଯାଇ ଅନ୍ୟ ସ୍ତ୍ରୀ ସହିତ ସଂସାର କରେ ବା ଅନ୍ୟ ମହିଳା ଙ୍କ ସହିତ ସମ୍ପର୍କ ରଖେ , ତେବେ ସେହି ପୁରୁଷ କୁ ଜୋରିମାନା ଦେବାକୁ ହେବ ଏବଂ ତା ସହିତ ଜେଲ୍ ମଧ୍ୟ ଯିବାକୁ ହେବ । ଗତ ବର୍ଷ ନଭେମ୍ବର ୧୧ ରେ ତୁରୁବନନାମଳାଇ ଜିଲ୍ଲା ର ଏକ ଟ୍ରାଏଲ କୋର୍ଟ ର ଏମିତି ଏକ ମାମଲା ର ଶୁଣାଣୀ କରି ଏହି ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ । ତେବେ ଯଦି ନିଜ ସ୍ତ୍ରୀ ଥାଇ ବି ଆଉ କାହାକୁ ପ୍ରେମ କରୁଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । 

 

ତେବେ ଲୁଚା ଛପା ରେ ଯଦି ଗଢି ଉଠୁଛି ସମ୍ପର୍କ ତାହେଲେ ସ୍ବାମୀ ମାନେ ଏଥର ହୋଇ ଯାଆନ୍ତୁ ସାବଧାନ ।ଯଦି କୌଣସି ସ୍ବାମୀ ଏଭଳି ଭାବରେ ଲୁଚା ଛପା ରେ ପ୍ରେମ କରୁଥିବେ ,ଏଥର ଧରା ପଡ଼ିଲେ ସିଧା ଜେଲ୍ ଦଣ୍ଡ ମିଳିବ ନହେଲେ ମୋଟ ଅଙ୍କ ରେ ଜୋରିମାନା ଦେବେ । ଯଦି ଏକ ପୁରୁଷ ର ଅନୈତିକ ସମ୍ପର୍କ ତାଙ୍କର ଦାମ୍ପତ୍ୟ ଜୀବନ ରେ ବାଧା ସୃଷ୍ଟି କରୁଛି ସେଥିପାଇଁ ଆଇପିସି ଏ ଧାରା ୯୮ ଏ ଅନୁଯାୟୀ ପତ୍ନୀ ଙ୍କ ପ୍ରତି ମାନସିକ ନିର୍ଯାତନା ଅଭିଯୋଗ ରେ ସ୍ବାମୀ ଙ୍କୁ ଦଣ୍ଡାଦେଶ ସୁଣାଇ ପାରିବେ କୋର୍ଟ । ତେଣୁ ସମସ୍ତ ଅସାଧୁ ସ୍ବାମୀ ମାନେ ସାବଧାନ ହୋଇ ରୁହନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *