ସୋସିଆଲ ମିଡିଆରେ କୁଲଦୀପ ଓ ଇପ୍ସିତାଙ୍କ ରୋମାନ୍ସ Video ହେଲା ଭାଇରାଲ । ଦେଖ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ କୁଲଦୀପ ଓ ଇପ୍ସିତା ।  ବିବାହ କୁ ନେଇ ଖୁସି ଥିବାର ଭିଡ଼ିଓ ହେଲା ଭାଇରାଲ । ଆସନ୍ତୁ ଜାଣିବା କଣ ରହିଛି ଭିଡ଼ିଓ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅନେକ ଫିଲ୍ମ ,ସିରିଏଲ ଆଦିରେ ଅନେକ କଳାକାର ମାନେ ଅଭିନୟ କରି ଥାଆନ୍ତି ଏବଂ ତାଙ୍କ ଅଭିନୟ ଓ ନାଚ ଗୀତ ରେ ସେମାନେ ଲୋକ ମାନଙ୍କ ର ଭଲ ପାଇବାକୁ ମଧ୍ୟ ହାସଲ କରି ପାରନ୍ତି । ତେବେ ସମସ୍ତ ଲୋକ ଙ୍କର କେହି ନା କେହି ପ୍ରିୟ ର କଳାକାର ନିଶ୍ଚିତ ଭାବରେ ଥାଆନ୍ତି ଏବଂ ତାଙ୍କର ଜୀବନ ଶୈଳୀ ବିଷୟ ରେ ଜାଣିବା ପାଇଁ ତାଙ୍କର ଫ୍ୟାନ ଚାହିଁ ବସି ଥାଆନ୍ତି, କାରଣ ସେଲିବ୍ରେଟି ମାନେ ତାଙ୍କର ଛୋଟ ଛୋଟ ଖୁସି କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି ।

 

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି ।ଦୁହେଁ ଗତ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ କୁଲଦୀପ ଓ ଇପ୍ସିତା ଦୁହେଁ ପରସ୍ପରଙ୍କୁ ସୁଟିଂ ସେଟରୁ ବା ମ୍ୟୁଜିକ ଷ୍ଟୁଡ଼ିଓ ରୁ ଭଲ ପାଇବା ଆରମ୍ଭ କରିଥିଲେ ।

 

ଆମ  ଓଡିଆ ଇଣ୍ଡଷ୍ଟ୍ରିରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି । ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ । ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ । 

 

ପୂର୍ବରୁ ସିନେମା ଇଣ୍ଡଷ୍ଟ୍ରି ର ଅଭିନୟ କରୁଥିବା ନାୟକ ଓ ନାୟିକା ବିବାହ କରିଥିବା କଥା ଶୁଣିଥିବ । ବର୍ଷା ଅନୁଭବ , ସବ୍ୟ ଅର୍ଚ୍ଚିତା ଏହିପରି ଅନେକ ଯୋଡ଼ି ଯେଉଁ ମାନେ ଅଭିନୟ ସହିତ ସତ ରେ ମଧ୍ୟ ବିବାହ କରିଛନ୍ତି । କୁଲଦୀପ ଓ ଇପ୍ସିତା ଦୁଇ ଜଣ ସଙ୍ଗୀତ ଦୁନିଆ ର ଦୁଇ ପରିଚିତ ଚେହେରା । ନିକଟ ରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଦୁଇ ଜଣଙ୍କ ଭିଡ଼ିଓ ବେଶ୍ ଭାଇରାଲ ହେଉଛି । ତେବେ ଦର୍ଶକ ମାନେ ଏହି ଭିଡ଼ିଓ ରେ ବହୁତ ଭଲ ପାଇବା ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *