ଦେଖନ୍ତୁ କେମିତି ଉତ୍ତମ ମହାନ୍ତି ଅପରାଜିତା ଙ୍କ ଜନ୍ମଦିନରେ ଉପହାର ଦେଲେ । ଦେଖନ୍ତୁ ସେହି ସମୟର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅପରାଜିତା ଙ୍କ ଜନ୍ମଦିନ ରେ ଏମିତି ଗିଫ୍ଟ ଦେଲେ  ସ୍ବାମୀ ଉତ୍ତମ ମହାନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଜଣେ ଭଲ କଳାକାର ଭାବରେ ରେ ବଦୃଶ୍ୟ ଏବଂ ନୃତ୍ୟ କ୍ରମରେ ରୂପା ପରଦାକୁ ନିଆଁ ଲଗାଇଦେଇଥିଲା ଦୁହେଁ । ସେମାନେ 17 ମଇ 1987 ରେ ଭୁବନେଶ୍ୱର ର ଏକ ମ୍ୟୁନିସିପାଲିଟି ଗେଷ୍ଟ ହାଉସ ରେ ବିବାହ କରିଥିଲେ। ତାଙ୍କର ପଚାଶରୁ ଅଧିକ ଚଳଚ୍ଚିତ୍ର ତାଙ୍କ ପତ୍ନୀ ଆପରାଜିତା ମହାନ୍ତିଙ୍କ ବିପକ୍ଷରେ ସେମାନେ ପ୍ରଥମେ ଅସ୍ତରଙ୍ଗ ରେ ଏକାଠି ଦେଖାଦେଲେ ଏବଂ 17 ମଇ 1987 ରେ ଭୁବନେଶ୍ୱରର ମ୍ୟୁନିସିପାଲିଟି ଗେଷ୍ଟ ହାଉସରେ ବିବାହ କରିଥିଲେ।

         

ଉତମ ମହାନ୍ତି ଜଣେ ଭାରତୀୟ ଅଭିନେତା ଅଟନ୍ତି ଯିଏ କି ଆଜି ପର୍ଯ୍ୟନ୍ତ 135 ରୁ ଅଧିକ ଓଡିଆ ଚଳଚ୍ଚିତ୍ରର ଶ୍ରେୟ ରହିଛି ଏବଂ ସେ 30 ଟି ବଙ୍ଗାଳୀ ଚଳଚ୍ଚିତ୍ର ରେ ଏବଂ ଏକମାତ୍ର ହିନ୍ଦୀ ଚଳଚ୍ଚିତ୍ର ନୟା ଜାହେରରେ ଅଭିନୟ କରିଛନ୍ତି।ତେବେ ତାଙ୍କର ଧରମ ପତ୍ନୀ ଅପରାଜିତା ମହାନ୍ତିଙ୍କର ଜନ୍ମ ଦିନରେ ସେ ତାଙ୍କୁ ଗୋଲାପ ଫୁଲ ର ଏକ ବୁକେ ଦେଇ ଅଭିନନ୍ଦନ ଜଣାଇ ଛନ୍ତି। ଏହା ସହ ଅପରାଜିତାଙ୍କୁ ଏକ ଗେଣ୍ଡୁଫୁଲ ଦେଇ ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି।ଆଉ ଅପରାଜିତା ଅଭିନୟ ଆଗକୁ ଖୁସି ର ସହ ସ୍ବୀକାର କରିଥାନ୍ତି ଯାହା ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *