ନିଜ ରିସେପସନ୍ ପାର୍ଟି ରେ ବନ୍ଧୁଙ୍କ ସହ ନାଚିଲେ ପ୍ରଜ୍ଞା ଓ ସୁନନ୍ଦା। ଦେଖନ୍ତୁ ପ୍ରଜ୍ଞା ଓ ସୁନନ୍ଦା ଙ୍କ ଡ୍ୟାନ୍ସ ଭିଡ଼ିଓ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନିଜ ରିସେପସନ୍ ପାର୍ଟି ରେ ବନ୍ଧୁଙ୍କ ସହ ନାଚିଲେ ପ୍ରଜ୍ଞା ଓ ସୁନନ୍ଦା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଆଉ କିଛି ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି। 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । ସେମାନଙ୍କ ନିଜସ୍ଵ ଜୀବନ ଉପରେ ମଧ୍ୟ ଲୋକ ମାନେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି ।ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ଏହି କିଛି ଦିନ ତଳେ ପ୍ରଜ୍ଞା ଙ୍କ ରିଙ୍ଗ ସେରିମନି ହୋଇଥିଲା ।

 

ତାଙ୍କ ପତ୍ନୀ ହେଉଛନ୍ତି ତାଙ୍କ ଛୋଟ ସମୟର ବାନ୍ଧବୀ ସୁନନ୍ଦା । ବିବାହ ବନ୍ଧନ ରେ ବାନ୍ଧି ହେଲେ ଓଲିଉଡ ର ହାସ୍ୟ ଅଭିନେତା ପ୍ରଜ୍ଞା ଓ ସିରିଏଲ ର ଲୋକ ପ୍ରିୟ ଅଭିନେତ୍ରୀ ସୁନନ୍ଦା ।ତେବେ ଏକ ଖୁସି ଖବର ଆସିଚି ଓଲିଉଡ ଇଣ୍ଡଷ୍ଟ୍ରି ରୁ ।ତେବେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରଜ୍ଞା ଖୁବ ପରିଚିତ ହୋଇଛନ୍ତି । ସେ ଜଣେ ପ୍ରସିଦ୍ଧ କମେଡିଆନ୍ ତାଙ୍କ ମଜାଦାର କଥାରେ ଅନେକ ଲୋକଙ୍କୁ ମୁଗ୍ଧ କରି ଦିଅନ୍ତି। 

 

ତେବେ ଦୁଇ ଜଣ ଭଲ କଳାକାର ଭାବେ ଓଲିଉଡ଼ ରେ ପରିଚିତ। ପ୍ରଜ୍ଞାନ କମେଡି ଘରେ ଘରେ ପରିଚିତ। ସେ ଅନେକ ଫିଲ୍ମ ରେ କମେଡିଆନ ଭାବେ ଅଭିନୟ କରିଛନ୍ତି। ତେବେ ନିଜ ରିସେପସନ୍ ପାର୍ଟିରେ ପ୍ରଜ୍ଞା ଓ ତାଙ୍କ ପତ୍ନୀ ସୁନନ୍ଦା ବନ୍ଧୁମାନଙ୍କ ସହ ନାଚୁଥିବାର ଦେଖା ଯାଇଚି।ତେବେ ସମସ୍ତେ ଖୁସି ରେ ନାଚ ଗୀତ ମଧ୍ୟ କରୁଛନ୍ତି। ତେବେ ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *