ନମସ୍କାର ବନ୍ଧୁଗଣ ଆମେ ଆଜି ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ACF ସୌମ୍ୟ ଙ୍କ କେସ ବିଷୟରେ କଣ ହେଲା ଆସନ୍ତୁ ଜାଣିବା ।
ସୌମ୍ୟ ରଞ୍ଜନ ଙ୍କ ବିୟୋଗ ଆଜିକୁ 9 ମାସ ବିତିଯାଇଛି ଆସନ୍ତୁ ଜାଣିବା କଣ ଆସିଛି ନୂଆ ତଥ୍ୟ କେଉଁଠି ଅଛନ୍ତି DFO ଓ ବିଦ୍ୟାଭାରତୀ । ACF ସୌମ୍ୟ ଙ୍କ ବିୟୋଗ ପରେ ସାରା ରାଜ୍ୟ ରେ ଏନେଇ JUSTICE ର ନାରା ନଗେଇଥିଲେ । ସୋସିଆଲ ମିଡ଼ିଆ ରେ ଏହି ଖବର trend ଧରିଥିଲା ଏହାକୁ ନେଇ ଶାସକ ଦଳରୁ ପ୍ରେସର ପଡୁଥିବାର ମଧ୍ୟ ଶୁଣା ମିଳିନଥିଲା । ଏବେ
ଶୁଣା ସୂଚନା ମିଳିଥିବାରୁ ଜଣାପଡ଼ିଛି ଏବେ ବିଦ୍ୟାଭାରତୀ ତାଙ୍କ ବାପ ଘରେ ଅଛନ୍ତି ଓ DFO ବନବିଭାଗ ରେ ଏବେ କାର୍ଯ୍ୟରତ ଅଛନ୍ତି । ତେବେ ଲୋକମାନେ ଏହି ଭଳି କେସ ର ନ୍ୟାୟ ପାଇଁ ନାରା ଲାଗେଇଥାନ୍ତି ଓ ସୌମ୍ୟ ଙ୍କ କେସ ରେ ମଧ୍ୟ ସେଇଆ ହୋଇଥିଲା ହେଲେ ତଦନ୍ତକାରୀ ଦଳ ଦୁର୍ଘଟଣା ଦର୍ଶେଇଥିଲା ଓ ବିଦ୍ୟାଭାରତୀ ଙ୍କ ଉପରେ ଦଫା ଲାଗିଥିଲା ।
ଯଦି ଆପଣ ଆଗକୁ ଏହି ଭଳି ଖବର ଆଗକୁ ଦେଖିବାକୁ ଚାଂହୁଛନ୍ତି ତାହେଲେ ତଳେ ଗୋଟିଏ ଲାଇକ କରି ଆମକୁ ଉତ୍ସାହିତ କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଜୀବନ କୁ ସୁଖ ଶାନ୍ତି ଧନ ଧାନ୍ୟ ରେ ପରିପୂର୍ଣ୍ଣ କରନ୍ତୁ ।