ତେବେ ଦର୍ଶକ ବନ୍ଧୁ ବିଗତ ୨ ବର୍ଷ ହେଲା କୋରୋନା ମହାମାରୀ ଜନସାଧାରଣଙ୍କ ଜୀବନକୁ ଅସ୍ତ ବ୍ୟସ୍ତ କରି ରଖି ଦେଇଛି । ତେବେ ଏହି କରୋନା ମହାମାରୀ ର ଅଧିକାଂଶ କ୍ଷେତ୍ର ରେ କେବଳ ଥଣ୍ଡା, କାଶ, ଜ୍ୱର ଏବଂ ଫୁସଫୁସ ସଂକ୍ରମଣର ଅଭିଯୋଗ ସାମ୍ନାକୁ ଆସିଛି ।ତେବେ ଏହି କୋଭିଡ-19 ର ନୂଆ ଭାରିଏଣ୍ଟ ଗୁଡ଼ିକ କ୍ରମାଗତ ଭାବରେ ଉତ୍ପନ୍ନ ହେବାରେ ଲାଗିଛି ।
ତେବେ ଦର୍ଶକ ବନ୍ଧୁ ଏହି ମହାମାରୀ ର କୌଣସି ସଠିକ୍ ଚିକିତ୍ସା ପଦ୍ଧତି ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ ଡାକ୍ତର ମାନେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କରୋନା ଲକ୍ଷଣ ଆଧାରରେ ଚିକିତ୍ସା କରୁଛନ୍ତି । ତେବେ ଏହି ସମୟ ରେ ଲୋକ ମାନଙ୍କୁ ଥଣ୍ଡା, ଜ୍ୱର ହେଲେ ମଧ୍ୟ ସେମାନେ ଡକ୍ଟର ଙ୍କ ବିନା ପରାମର୍ଶ ଔଷଧକୁ ଅତିଶୟ ବ୍ୟବହାର କରିଛନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଥଣ୍ଡା,ଜ୍ୱର, ହାତ ଏବଂ ପାଦ ଯନ୍ତ୍ରଣା ହେଲେ ଲୋକ ମାନେ ଡକ୍ଟର ଙ୍କ ବିନା ପରାମର୍ଶ ରେ ଡୋଲୋ -650 (Dolo-650) ଔଷଧକୁ ଆଣି ସେବନ କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏହି ଔଷଧ ବହୁଳ ମାତ୍ରା ରେ ବ୍ୟବହାର କରାଯାଉଛି । ତେବେ ବିଶେଷ କଥା ଏହା ଯେ , ଅନ୍ୟ ଔଷଧ ଗୁଡ଼ିକ ଭଳି ଡୋଲୋ -650 ର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଥାଏ । ତେବେ ଏହା କହି ରଖୁଛୁ ଯେ ,ଆପଣ ଏହି ଔଷଧ କୁ ଡକ୍ଟର ଙ୍କ ପରାମର୍ଶ ଦ୍ଵାରା ହିଁ ସେବନ କରିବା ଉଚିତ୍।
ତେବେ ଏହି ଡୋଲୋ -650ରେ ପାରାସିଟାମୋଲ ରହିଥାଏ ଯାହାକି ଶରୀର ରେ ଜ୍ଵର କୁ ହ୍ରାସ କରିଥାଏ । ତେବେ ଆପଣ ମାନେ ତ ଜାଣିଛନ୍ତି ଯେ ଏହି କରୋନା ଲକ୍ଷଣ ରେ ଜ୍ୱର ଏକ ପ୍ରମୁଖ ଲକ୍ଷଣ । ଏହା ସହିତ ମଧ୍ୟ ପିଠି ଯନ୍ତ୍ରଣା, ସ୍ନାୟୁ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣାରେ ଆରାମ ଦେଇଥାଏ, ଯେଉଁଥିପାଇଁ ଏହି ଔଷଧ ବିଷୟରେ କୌଣସି ଚିନ୍ତା ନକରି ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ ।ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ଏହି ଔଷଧ ବ୍ୟବହାର କରିବା ଉଚିତ୍।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।