ସୌମ୍ୟ ଙ୍କ ଭଉଣୀ କାହିଁକି ଏମିତି କହିଲେ, ହୋଟେଲ ରେ ତ ସବୁ କିଛି ହେଇଛି ଆଉ ବାହା ହେଇଥିଲେ କଣ ଅଧିକ ହୋଇଥାନ୍ତା। ଦେଖ Video….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୌମ୍ୟ ପାଣିଗ୍ରାହୀ ଙ୍କ ଭଉଣୀ ଏହା କହିଛନ୍ତି ଯେ ,ଏହି କିଛି ଦିନ ତଳ ର କଥା ବାପା ମାଆ ହୁଏତ ଏହା ଜାଣି ନଥିବେ । କିଛି ଦିନ ତଳେ ସୋନାଲି ନନ୍ଦ ର ଜନ୍ମଦିନ ହୋଇଥିଲା ଆଉ ସେ 2 ଜଣ ହୋଟେଲ ରହିକି ବହୁତ୍ କିଛି କରିଛନ୍ତି । ମୋ ଭାଇନା ତା ପାଇଁ ବହୁତ୍ କିଛି କରିଛି ।

 

ଯାହା ଫଳରେ କି ସୋନାଲି ଯେତେବେଳେ ତାକୁ ଧୋକା ଦେଲା ସେ ସେହି ପାରିଲାନି ଆଉ ସେଥିପାଇଁ ହିଁ ସେ ନିଜ ଜୀବନ କୁ ହରେଇଲା ।ଆଉ କିଛି କାରଣ ନାହିଁ । ସେ ଚିଠି ରେ ଗୋଟେ କାରଣ ହିଁ ଲେଖିଛି ଯେ ସେ ତାକୁ ଧୋକା ଦେଲା ସେଥିପାଇଁ ହିଁ ସେ ଶେଷ ରେ ଏଭଳି କଲା । ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ପିଣ୍ଟୁ ମଧ୍ୟ ସୌମ୍ୟ ଙ୍କୁ ବହୁତ୍ ବୁଝାଇଲେ ,କହିଥିଲେ ଭାଇନା ତମେ ବେଶୀ ଚିନ୍ତା କରନି ।ଆମେ ତାଙ୍କୁ ଯେମିତି ହେଲେ ବି ଆଣିବା ।

 

ଆଉ ସୌମ୍ୟ କହିଥିଲେ ଯେ ମୁଁ ତାକୁ ବହୁତ୍ ଭଲ ପାଉଛି ଆଉ ମୁଁ ତାକୁ ଛାଡ଼ିକି ରହି ପାରିବିନି । ଆଉ ସେ ସାରସ୍ବତ ପାଖରେ ବହୁତ୍ ଟଙ୍କା ଅଛି ବୋଲି ସେ ମତେ ଛାଡ଼ି ତା ପାଖକୁ ପଳାଇଲା ,ମୁଁ କଣ ଖେଳନା । ଆଉ ତା ପରେ ଏମାନେ ସୌମ୍ୟ ଙ୍କୁ ବହୁତ୍ ବୁଝାଇ ଥିଲେ ଏବଂ ତାଙ୍କ ଭଉଣୀ ତାଙ୍କୁ କହିଥିଲେ ମଧ୍ୟ ଜୀବନ କୁ ହରେ଼ଇବା ଭଳି କିଛି କଥା ଭୁଲ ରେ ମଧ୍ୟ ମନ କୁ ଆଣିବ ନାହିଁ ।

 

ଆଉ ଯାହା ବି ଭୁଲ କରିବା ପୂର୍ବରୁ ପ୍ରଥମେ ବାପା ,ମାଆ , ଆୟାନ୍ ମୁହଁ କୁ ଚାହିଁବ ଆଉ ତା ପରେ ସୌମ୍ୟ କହିଥିଲେ ଯେ ତୁ ବେକାର କଥା କହନା ।ମୁଁ ଏମିତି ହିଁ କିଛି ବି ଭାବୁନି ।ଆଉ ଏଇ କଥା ହୋଇଥିଲୁ ଆମେ ସେ ଦିନ ରାତି ରେ କିନ୍ତୁ ତା ପର ଦିନ ସକାଳେ ଏ କଥା ଶୁଣି ମୁଁ ବିଶ୍ୱାସ ବି କଲି ନାହିଁ ଯେ ଏମିତି କିଛି ହେଇଥିବ ବୋଲି ।

 

 ତେବେ ଶେଷ ରେ ସେ କହିଛନ୍ତି ଯେ ମୋ ଭାଇ କୁ ଉଚିତ୍ ନ୍ୟାୟ ମିଳୁ ,ଆଉ ସୋନାଲି ନନ୍ଦ କୁ ଉଚିତ୍ ଦ-ଣ୍ଡ ମିଳୁ । ଆଉ ଆମେ ଆଜି ଯେମିତି କାନ୍ଦୁଛୁ ,ଆଉ କେବେ କେଉଁ ପୁଅ ର ସେମିତି ନ ହେଉ। ଆଉ କହିଛନ୍ତି ଯେ ମୁଁ ଚାହୁଁଛୁ ସେ ସୋନାଲି ନନ୍ଦ ସାରା ଜୀବନ ନ ବାହା ହେଇକି ସେମିତି ରହୁ ଆଉ ମୋ ଭାଇନା କୁ ସେ ସାରା ଜୀବନ ମିସ୍ କରୁ ।ଆଉ ସେ ଜାଣି ପାରୁ ଯେ ମୋ ଭାଇନା ତା ଜୀବନ ରେ କଣ ଥିଲା ଆଉ ସେ କଣ ହରେଇଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published.