ଦର୍ଶକ ବନ୍ଧୁ ଆଜି ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବାକୁ ଯାଉଛି ମହା ମୁକାବିଲା । ୨୦୨୧ ଆଇପିଏଲ୍ ର ଟ୍ରଫି କାହା ନାମ ରେ ହେବ , ତାହା ଆଜି ସମୟ କହିବ । ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଦୁବାଇ ରେ ଆଜି ଖେଳା ଯିବ ଆଇପିଏଲ୍ ର ଅ-ନ୍ତି-ମ ମ୍ୟା-ଚ୍ ।
କେକେଆର୍ ଲଗାତାର ଗୋଟେ ପରେ ଗୋଟେ କରି ୪ ଟି ମ୍ୟା-ଚ୍ ଜିତି ଫାଇନାଲ୍ ପର୍ଯ୍ୟନ୍ତ ଯା-ତ୍ରା କରିପାରିଛି । ପ୍ରଥମ ପ୍ରଥମ ରୁ କୋଲକାତା କିଛି ମ୍ୟା-ଚ୍ ହାରି ଯାଇଥିଲା କିନ୍ତୁ ଶେଷ ରେ ସେ ଲଗାତାର ଭାବରେ କିଛି ମ୍ୟାଚ୍ ଜିତି ବ-ର୍ତ୍ତ-ମା-ନ ଫାଇନାଲ ରେ ପ୍ରବେଶ କରି ସାରିଛି । ପ୍ରଥମେ କୋଲକାତା ଏଲିମିନେଟର ରେ ଆରସିବି କୁ ୪ ଟି ୱି-କେ-ଟରେ ପ-ରା-ସ୍ତ କରିଥିଲା ଏବଂ ଏହା ପରେ ଦିଲ୍ଲୀ କୁ ହରାଇ କୋଲକାତା କ୍ୱା-ଲି-ଫା-ୟ-ର -୨ ରେ ପ୍ରବେଶ କରିଥିଲା।
ଏହା ପରେ ସେମି ଫାଇନାଲ ରେ ସେ ଦିଲ୍ଲୀକୁ 3 ୱି-କେ-ଟ ରେ ପ-ରା-ସ୍ତ କରି ଫାଇନାଲ ନିଜର ସ୍ଥା-ନ କୁ ପ-କ୍କା କରି ଦେଇଛି।
ଏହା ଭିତରେ ମୁଖ୍ୟ କଥା ଟି ଏହା ଯେ, କୋଲକାତା ଟିମ୍ ଆଜି ପର୍ଯ୍ୟନ୍ତ ଯେଉଁ ବର୍ଷ ଫାଇନାଲ ରେ ପ୍ରବେଶ କରିଛନ୍ତି କେବେ ବି ଫାଇନାଲ୍ ରେ ହାରି ନାହାଁନ୍ତି। ଏହା ସହିତ ଚେନ୍ନାଇ ସୁପର କିଙ୍ଗସ୍ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟ ରେ ରହିଛି । କିନ୍ତୁ ଯଦି ଆଜିର ମ୍ୟାଚ ଟି କୌଣସି କାରଣ ରୁ ବାତିଲ ହୁଏ ତାହେଲେ କାହାକୁ କରାଯିବ ଆଜି ର ବିଜେତା ?
ସୂଚନା ଯୋଗ୍ୟ କଥା ଟି ଏହା ଯେ ,ଆଜି ଯଦି କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ହେବାକୁ ଯାଉଥିବା ମ୍ୟାଚ୍ ଟି ବର୍ଷା କିମ୍ବା କରୋନା କାରଣରୁ ବା-ତି-ଲ ହୁଏ ତାହେଲେ ବିଜେତା ରୂପରେ କେଉଁ ଟିମ୍ କୁ ଘୋଷଣା କରାଯିବ । କିଏ ହେବ ୨୦୨୧ ର ବିଜେତା । ଯଦି ଆଜି ର ମ୍ୟାଚ୍ ଟି କୌଣସି କାରଣ ରୁ ବାତିଲ ହୋଇଯାଏ ତାହେଲେ ପ-ଏ-ଣ୍ଟ ଟେବୁଲ୍ କୁ ଆଧାର ରେ ରଖି ୨୦୨୧ ଆଇପିଏଲ ର ବିଜେତା ଚୟନ କରାଯିବ ।
ପ-ଏ-ଣ୍ଟ ଟେବୁଲ ଉପରେ ନଜର ପକାଇଲେ ଏଥିରେ ପ୍ରଥମ ନମ୍ବର ରେ ଆସୁଛି ଦିଲ୍ଲୀ , ଚେନ୍ନାଇ ସୁପର କିଙ୍ଗ୍ସ ଆସୁଛି ଦ୍ୱିତୀୟ ନମ୍ବର ରେ, ତୃତୀୟ ନମ୍ବର ରେ ଆସୁଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚତୁର୍ଥ ସ୍ଥାନରେ ରହିଛି କୋଲକାତା ନାଇଟ୍ ରାଇଡର୍ସ। ତେବେ ଆଇପିଏଲ ର ଖେଳ ସ-ର୍ତ୍ତ ଅନୁସାରେ, ଯଦି ଏହି ଫାଇନାଲ ମ୍ୟାଚ୍ ଟି ବା-ତି-ଲ ହୁଏ, ତାହେଲେ ସ୍କୋର-ବୋର୍ଡ ର ଶୀର୍ଷ ସ୍ଥାନ ରେ ଥିବା ଟିମ୍ କୁ ହିଁ ବିଜେତା ଭାବରେ ଘୋଷିତ କରାଯିବ | ଯେହେତୁ ଚେନ୍ନାଇ ସୁପର କିଙ୍ଗସ୍ ଦ୍ୱିତୀୟ ସ୍ଥାନରେ ଏବଂ କୋଲକାତା ନାଇଟ୍ ରାଇଡର୍ସ ଚତୁର୍ଥ ସ୍ଥାନରେ ରହିଛି । ପ-ଏ-ଣ୍ଟ ଟେବୁଲ୍ ଅନୁସାରେ ଯଦି ବିଜେତା ଘୋଷଣା କରାଯାଏ ତାହେଲେ ୨୦୨୧ ଆଇପିଏଲ ରେ ଚେନ୍ନାଇ ଟିମ୍ କୁ ବିଜେତା ହିଁ ଘୋଷିତ କରାଯିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।