ଶିକ୍ଷାମନ୍ତ୍ରୀ ସମୀର ଦାସ ଦେଲେ ଏବେ ସୂଚନା । ବଦଳିଲା ସ୍କୁଲ ଓ କଲେଜ ଖୋଲିବା ନିଷ୍ପତି…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବଦଳିଲା ସ୍କୁଲ ଖୋଲିବାର ନିଷ୍ପତି ଏବେ ଏହି ଦିନ ଠାରୁ ଖୋଲିବ ସ୍କୁଲ କଲେଜ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ ,ଆସନ୍ତା ଫେବୃୟାରୀ 7 ତାରିଖ ଦିନ ରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ତେବେ ଦର୍ଶକ ବନ୍ଧୁ ରାଜ୍ୟ ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଙ୍ଗଳବାର ଦିନ ଏହି କଥା ଘୋଷାଣା କରିଛନ୍ତି । ତେବେ ଆକଳନ ଅନୁଯାୟୀ ,ବିହାର ରେ କରୋନା ସଂକ୍ରମଣ ମାମଲା ଦିନ କୁ ଦିନ ହ୍ରାସ ପାଉଛି ।

 

ତେବେ ବର୍ତ୍ତମାନ ର ପରିସ୍ଥିତି କୁ ଆଖିରେ ରଖି ଦରକାର ସରକାର ସମସ୍ତ ସିଖାନୁଷ୍ଠାନ କୁ ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ ଖୋଲିବାକୁ ଯାଉଛନ୍ତି । ତେବେ ଏହାର ଅଧିନ ରେ ଆସନ୍ତା ଫେବୃୟାରୀ 7 ତାରିଖରୁ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଏବଂ କଲେଜ ଗୁଡିକ ଖୋଲିବ । ତେବେ ଶିକ୍ଷାନୁଷ୍ଠାନ ରେ 100 ପ୍ରତିଶତ ପିଲା ଉପସ୍ଥିତ ରହିବେ ।

 

ତେବେ ଶିକ୍ଷାନୁଷ୍ଠାନ ରେ ପୁନର୍ବାର ଅଫଲାଇଁନ ପାଠ ପଢା ଆରମ୍ଭ ହେବ । ତେବେ ଏ ନେଇ ଏନେଇ ଚୂଡାନ୍ତ ନିଷ୍ପତ୍ତି ସିଏମଜି ବୈଠକରେ ନିଆଯିବ । ତେବେ କରୋନା ର ମାମଲା ବୃଦ୍ଧି ହେବା ପରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଥିଲା ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *