ବିବାହ ପରେ ପରେ ପ୍ରଜ୍ଞା ଖଟୁଆ ଙ୍କ ସ୍ତ୍ରୀ ସୁନନ୍ଦା କଲେ କିଛି ଏଭଳି କାର୍ଯ୍ୟ – ଆଉ ଏବେ ବେଶ୍ ଚର୍ଚ୍ଚା ରେ: ଦେଖନ୍ତୁ ଭିଡିଓ ।

 

ଦର୍ଶକ ବନ୍ଧୁ ଓଡ଼ିଶା ର ଜଣେ ଜଣାଶୁଣା କମେଡ଼ିଆନ ପ୍ରଜ୍ଞା ଖଟୁଆ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । ତେବେ ସେହି କମେଡ଼ିଆନ ପ୍ରଜ୍ଞା ଖଟୁଆ ଙ୍କ ବିବାହ ହୋଇ ଯାଇଛି । ତେବେ ଗତ କିଛି ଦିନ ଦିନ ପୂର୍ବରୁ ତାଙ୍କ ର ବିବାହ ବେଶ୍ ଭଲ ଭାବରେ ଆୟୋଜନ ହୋଇଥିଲା । ତେବେ ବର୍ତ୍ତମାନ ସମୟ ରେ ତାଙ୍କ ସ୍ତ୍ରୀ ସୁନନ୍ଦା କିଛି ଏଭଳି କାର୍ଯ୍ୟ କରିଛନ୍ତି ଯାହା କି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ,ତେବେ ଆସନ୍ତୁ ଜାଣି ନେବା ବିବାହ ପରେ ବର୍ତ୍ତମାନ ସୁନନ୍ଦା ଏପରି କଣ କରିଛନ୍ତି ।

 

ତେବେ ଦର୍ଶକ ବନ୍ଧୁ କରୋନା ର ଏହି ସମୟ ମଧ୍ୟରେ କରୋନାର ସମସ୍ତ ଗାଇଡ୍ ଲାଇନ କୁ ପାଳନ କରି ହାସ୍ୟ ଅଭିନେତା ଙ୍କ ବିବାହ ଶେଷ ହୋଇଛି ।ତେବେ ବନ୍ଧୁଗଣ ଆପଣ ମାନେ ଏହା ଜାଣିଛନ୍ତି ଯେ ,ଅଭିନେତା ପ୍ରଜ୍ଞା ଖଟୁଆ ଭଦ୍ରକ ଜିଲ୍ଲାର ସୁନନ୍ଦା ପରିଡ଼ା ଙ୍କୁ ବୈଦିକ ରୀତି ନୀତି ରେ ବିବାହ କରିଛନ୍ତି।

 ତେବେ ସେମାନଙ୍କ ବିବାହ ପରେ ମଧ୍ୟ ସୋସିଆଲ ମିଡିଆରେ ଅନେକ ଲୋକ ମାନେ ତାଙ୍କୁ ଶୁଭେଛା ଶୁଭ କାମନା ଜଣାଇଥିଲେ ।ଆଉ ଏହା ପରେ ମଧ୍ୟ ପ୍ରଜ୍ଞା ଖଟୁଆ ଏହା କହିଥିଲେ ଯେ, ଓଡ଼ିଶା ବାସୀଙ୍କ ଭଲ ପାଇବା ପାଇଁ ଆମର ବିବାହ ହୋଇ ପାରିଛି ।ଆଉ ଏହା ପରେ ମଧ୍ୟ ସୁନନ୍ଦା ଏହା କହିଥିଲେ ଯେ ,କୌଣସି ପ୍ରକାରର ବିଶୃଙ୍ଖଳା ନ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ତାଙ୍କର ବିବାହ ସଂପୂର୍ଣ୍ଣ ହୋଇଛି 

ତେବେ ବିବାହ ପରେ ସୁନନ୍ଦା ନିଜ ଶାଶୁ ଘରେ ବହୁତ୍ ଖୁସି ରେ ଅଛନ୍ତି ବୋଲି ସେ କହିଥିଲେ । ଆଉ ମଧ୍ୟ ଏହା କହିଥିଲେ ଯେ ମୁଁ ଏଠାରେ ଗୋଟେ ବୋହୂ ନୁହେଁ ବରଂ ଗୋଟେ ଝିଅ ପରି ରହୁଛି । ଆଉ ଏଠାରେ ମତେ ସମସ୍ତେ ବହୁତ୍ ଭଲ ପାଉଛନ୍ତି ।ତେବେ ବିବାହ ହେବା ପରଠାରୁ ସୁନନ୍ଦା ଆଜି ଯାଏଁ ରୋଷେଇ କରି ନଥିଲେ । ତେବେ ବହୁତ୍ ଦିନ ପରେ ସୁନନ୍ଦା ନିଜ ଶାଶୁ ଘରେ ପ୍ରଥମ ଥର ପାଇଁ ସମସ୍ତଙ୍କ ପାଇଁ ରୋଷେଇ କରିଛନ୍ତି ,ଆଉ ଏହି କଥା ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

https://youtu.be/Sa3gaM3vpIghttps://youtu.be/Sa3gaM3vpIg

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *