ବୁଧବାର ଦିନ ଭୁଲ୍ ରେ କରନ୍ତୁ ନାହିଁ ଏହି କାମ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ନିୟମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୁଧବାର ଦିନ ଭୁଲ୍ ରେ କରନ୍ତୁ ନାହିଁ ଏହି କାମ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ନିୟମ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆ ରେ ସବୁ କାମ ସବୁ ଜିନ୍ସ ଭଗବାନ୍ ଙ୍କ ଇଶରା ରେ ହେଇଥାଏ। ଆମ ଜୀବନରେ ଯାହା ଘଟେ ତାହା ସବୁ ତାହା ଆମ ପାଈ ଭଗବାନ ଆଗରୁ ନିର୍ଦ୍ଧାରିତ କରି ରଖି ଥାଆନ୍ତି ।ଯାହା ଆମ ସହିତ ସମୟ ଅନୁସାରେ ଘଟିଥାଏ। ଆଉ ତାହା ଘଟିବାରୁ ଆମ କୁ କେହି ରକ୍ଷା ମଧ୍ୟ କରିପାରିବେନି । ଆମ ଗ୍ରହ ର ଚଳନ ଏବଂ ଘରର ଅବସ୍ଥିତି ନେଇ ଆମ ସହିତ ଅନେକ ଘଟଣା ଘଟିଥାଏ । ତେବେ ସେଥି ମଧ୍ୟରୁ ଏମିତି କିଛି କାମ ଅଛି ଯାହା ଆମ କୁ କରିବା ଉଚିତ୍ ନଥାଏ। 

           

ଗ୍ରହ ମାନଙ୍କ ମଧ୍ୟରୁ ବୁଦ୍ଧ ଗ୍ରହ ଏକ ଗ୍ରହ ଅଟେ। ଯାହାର ସମ୍ବନ୍ଧ ଆମ ବିଧି ସହିତ ରହିଚି । ପ୍ରତେକ ଦିନ ଆମ କୁଣ୍ଡଳୀ ରେ ଯେଉ ପ୍ରକାରର ଗ୍ରହ ଚାଳନା ହୁଏ ଆମ ବୁଦ୍ଧି ସେହି ପ୍ରକାରର କାର୍ଯ୍ୟ କରିଥାଏ । ତେବେ ଜୀବନ ରେ ଶାନ୍ତି ଓ ଶୁଭ ଫଳ ପାଇଁ ଆମକୁ ବୁଦ୍ଧ ଗ୍ରହର ଉପାସନା କରିବାକୁ ପଢ଼ି ଥାଏ । ଧନ ସମ୍ପତ୍ତିର ଅଗ୍ରଗତି କରିବାକୁ ଚାହୁଁଥିଲେ ଆପଣ 7 ଟି ବୁଧୁବାର ଦିନ ଧଳା ଗାଈକୁ ଘାସ ଖାଇବାକୁ ଦେଲେ ଆପଣଙ୍କ ଦିନ ଭଲ ରେ କରିଥାଏ । 

 

ଯଦି ଆପଣ ଜୀବନରେ ଋଣରେ ବୁଢ଼ୀ ରହିଛନ୍ତି କି ଋଣ କରି ତାକୁ ସୁଛି ପାରିନାହାନ୍ତି ତେବେ ଆପଣ 7 ଟି ବୁଧୁବାର ମନ୍ଦିର ରେ ମୁଗ ଦାନ କଲେ ଆପଣ ସେହି ଋଣ ରୁ ନିଶ୍ଚିତ ଭାବେ ମୁକ୍ତ ହେଇଯିବେ । ଜୀବନରେ ସୁଖ ଶାନ୍ତି ବଜାଇ ରଖିବା ପାଇଁ ବୁଧୁବାର ଦିନ ଧଳା ବୁଧୁବାର ବ୍ରତ କରିବ ଉଚିତ୍। ଏହା କୁ ନିଷ୍ଠା ର ସହିତ କରିବା ଦ୍ଵାରା ଏହା ଶୁଭ ଫଳ ପ୍ରାପ୍ତି କରିଥାଏ । ଏହି ବ୍ରତରେ ଆପଣ କୁ ଧଳା ଖାଦ୍ୟ ଗ୍ରହଣ କରିବାକୁ ପଢ଼ି ଥାଏ।  ଯାହା ଦ୍ଵାରା ଏହି ବ୍ରତର ଫଳ ଦୁଇ ଗୁଣିତ ହୋଇଯାଏ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *