କଇଞ୍ଚ ମୁଦି ପିନ୍ଧିବା ଦ୍ଵାରା କଣ ହୋଇଥାଏ ଓ କେଉଁମାନେ ଏହାକୁ ପିନ୍ଧିବା ଆବଶ୍ୟକ ଏବଂ କିପରି ପିନ୍ଧିବେ ଚାଲନ୍ତୁ ଜାଣିବା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କଇଞ୍ଚ ମୁଦି ପିନ୍ଧିବା ଦ୍ଵାରା କଣ ହୋଇଥାଏ ଓ କେଉଁମାନେ ଏହାକୁ ପିନ୍ଧିବା ଆବଶ୍ୟକ ଏବଂ କିପରି ପିନ୍ଧିବେ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ କା ଦୁନିଆରେ କିଛି ଜଣ ରାଶି ଫଳ ଉପରେ ବିଶ୍ୱାସ ରଖୁଥିବା ବେଳେ ଆଉ କିଛି ଜଣ ଏହା କୁ ବିଶ୍ୱାସ କରନ୍ତି ନାହିଁ । ଗ୍ରହ ମାନଙ୍କର ଅବସ୍ଥାନ ଯୋଗୁଁ ରାଶି ଫଳ ର ପରି ବର୍ତନ ହୋଇଥାଏ । ଆହୁରି ମଧ୍ୟ ଗୋଟିଏ ମଣିଷ ର ରାଶି ଜନ୍ମ ରୁ ହିଁ ଜଣା ପଡ଼ିଥାଏ । ବେଳେ ବେଳେ ଜୀବନ ରେ କିଛି କିଛି ଭଲ ଘଟି ଥାଏ ଆଉ କେବେ କେବେ ଜୀବନ ରେ କିଛି ଅଲଗା ଘଟିଥାଏ ଏହି ସବୁ କେବଳ ରାଶି ର ଚଳନ ପାଇଁ ହୋଇ ଥାଏ । ରାଶି ଫଳ ଦେଖିବା ପାଇଁ ବହୁତ ଗୁଡାଏ ଜ୍ୟତିଷ୍କ୍ ରହିଥାନ୍ତି । 

 

କିଛି ଆପଣ ଙ୍କ ରାଶି ର ପରିବର୍ତ୍ତନ ଯୋଗୁଁ ଆପଣ ମାନଙ୍କର ନ ହବାକୁ ଥିବା କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ ହୋଇଥାଏ । କେବଳ ଏତିକି ନୁହଁ ଆପଣ ଙ୍କର ଏମିତି କିଛି ଷ୍ଟୋନ ଓ ମୁଦି , ଗଳା ମାଳି ରହିଥାଏ ଯାହାକୁ ଧାରଣ କରିବା ଦ୍ୱାରା ଆପଣଙ୍କର ଭାଗ୍ୟ ଚମକି ଯିବ । ତେବେ ଆପଣ ମାନେ କଇଁଛ ମୁଦି ବିଷୟରେ ଜାଣିଥିବେ । ହେଲେ ଏହା ପରିଧାନ କିପରି କରା ଯାଏ , କେଉଁ ଧାତୁ ରେ ଏହାକୁ ବନାଇବା ଉଚିତ । ଏହା ପିନ୍ଧିବା ଦ୍ଵାରା କଣ ହୋଇଥାଏ ଚାଲନ୍ତୁ ଜାଣିବା ।

 

କଇଁଛ ମୁଦି କୁ ରୂପା ଧାତୁ ରେ ତିଆରି କରିବା ଉଚିତ୍ । ଏହା ସହିତ ଏହି ମୁଦି ଟି ଆପଣ ନିଜର ରାଶି ର ଭଲ ରହିଥିବା ଧାତୁ ଅନୁସାରେ ପିନ୍ଧି ପାରିବେ । ଏହି ମୁଦି ଟି ଓ ଏହା ସହିତ କଇଁଛ ଟି ରୂପା ରେ ହେବା ଆବଶ୍ୟକ ଓ କଇଁଛ ତଳେ ଥିବା ଧାତୁ ଅନୀ କୌଣସି ରେ ହେଲେ ଭି ହେବ । ଏହାକୁ ଆପଣ ଶୁକ୍ରୁବାର ଦିନ ଆଣି ପିନ୍ଧିବେ ସୂର୍ଯ୍ୟ ଅସ୍ତ ସମୟରେ ଯାହା ପାଇଁ ଆପଣ ଲାଭବାନ ହୋଇଯିବେ । 

 

ଏହାକୁ କୁମ୍ଭ ରାଶି , ଧନୁ ରାଶି , ମେଷ ରାଶି , ସିଂହ ରାଶି ର ବ୍ୟକ୍ତି  ପରିଧାନ କରିବା ଦ୍ୱାରା ଲାଭବାନ ହୋଇ ପାରିବେ । କନ୍ୟା ରାଶି , ମୀନ ରାଶି ଓ ବିଛା ରାଶି ର ଥିବା ବ୍ୟକ୍ତି ପିନ୍ଧିବା ସମ୍ପୂର୍ଣ ନିଷେଧ । ଏହି ମୁଦି ପିନ୍ଧିବା ଦ୍ଵାରା ଆପଣ ବହୁତ୍ ଲାଭବାନ ହୋଇ ଯିବେ । ଆପଣ ଧନ ଏଇସର୍ଯ୍ୟ ପ୍ରାପ୍ତ କରିବା ସହିତ । ନିଜ ର ବୁଦ୍ଧି ବିବେକ ଓ ସ୍ତିରତା ର ମଧ୍ୟ ବୃଦ୍ଧି ହେଵ । ଆପଣ ଏହି ମୁଦି କୁ ଧାରଣ କରିବା ଦ୍ୱାରା ଏକା ସାଙ୍ଗ ରେ ମାତା ଲକ୍ଷ୍ମୀ ଓ ପ୍ରଭୁ ନାରାୟଣ ଙ୍କ କୃପା ଦୃଷ୍ଟି ପାଇ ପାରିବେ । ଏହି ମୁଦି କୁ ଆଣି ତାକୁ ଅଳ୍ପ ଗଙ୍ଗା ଜଳ ରେ ଧୋଇ ପଞ୍ଚାମୃତ ପକାଇ ପିନ୍ଧି ପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published.