ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସନ୍ତୁ ଜାଣିବା ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ବିବାହ ରେ କଣ କଣ ମିଳିଲା ଉପହାର।ଜାଣନ୍ତୁ ସମ୍ପୂର୍ଣ ଖବର। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ । କମେଡି ଭିଡ଼ିଓ ଦେଖି ଥାଉ । ଏହି ଭିଡ଼ିଓ ରେ ଅଭିନୟ କରୁଥିବା କଳାକାର ମାନେ ଲୋକ ମାନଙ୍କୁ ହସାଇବା ପାଇଁ ଅନେକ ପ୍ରଚେଷ୍ଟା କରି ଥାନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ରହିଛନ୍ତି । ପ୍ରଜ୍ଞା ଙ୍କୁ ହାସ୍ୟ ଅଭିନେତା ଭାବରେ ସମସ୍ତେ ବେଶ୍ ଭଲ ଭାବରେ ଜାଣନ୍ତି ।
ଭାରତୀୟ ସଂସ୍କୃତିରେ ବିବାହ ଏକ ପରମ୍ପରା।ଯାହାକି ବୈଦିକ ରୀତିରେ ସମ୍ପନ୍ନ କରାଯାଇଥାଏ । ଏହି ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କର ମନର ମନ ସହ ମିଳନ,ଆତ୍ମା ସହ ଆତ୍ମାର ସଂଯୋଗ ହୋଇଥାଏ । ଆଜିକାଲି ସମାଜରେ ବିବାହ ଦ୍ଵିବିଧ ଅନୁସାରେ ଦେଖାଯାଏ । ଗୋଟେ ଲଭ୍ ମ୍ୟାରେଜ୍ ଏବଂ ଅନ୍ୟ ଏକ ଆରଞ୍ଜ ମ୍ୟାରେଜ ଅଟେ । ତେବେ ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ଦାମ୍ପତ୍ୟ ଜୀବନର ପ୍ରେମ ନିବିଡ଼ ହୋଇଥାଏ ।
ଦୁନିଆର ସବୁ ସମ୍ପର୍କ ମଧ୍ୟରୁ ବିବାହ ଅତ୍ୟନ୍ତ ମଧୁର ସମ୍ପର୍କ ଅଟେ । ବିବାହ ବନ୍ଧନରେ ଉଭୟ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରିଥାନ୍ତି । ମଣିଷ ଜୀବନରେ ଥରେ ଏହି ଶୁଭ ସମୟ ଆସିଥାଏ । ସବୁ ମଣିଷ ଛୋଟ ବେଳୁ ଅପେକ୍ଷାରେ ଥାଆନ୍ତି ଯେ କେବେ ବିବାହର ଦିନ ଆସିବ ଏବଂ ଜୀବନରେ ନୂଆ ରଙ୍ଗ ଖେଳାଯିବ । ନିକଟରେ ଏକ ଭିଡିଓରେ କିଛି ଖୁସି ଦେବା ଭଳି ଘଟଣା ଦେଖିବାକୁ ମିଳିଛି । ଓଲିଉଡ ଇଣ୍ଡଷ୍ଟ୍ରି ର କମେଡି କିଙ୍ଗ ପ୍ରଜ୍ଞା ଯେ କି ବିବାହ ବନ୍ଧନରେ ବାନ୍ଧି ହେବା କଥା ଶୁଣିବାକୁ ମିଳିଛି ।
ପ୍ରଜ୍ଞା ଜୀବନ ରେ ଅନେକ ସଂଘର୍ଷ କରି ଅଭିନୟ ଦୁନିଆ ରେ ନିଜର ଜାଗା ସୃଷ୍ଟି କରି ପାରିଛନ୍ତି । ତେବେ ନିକଟ ରେ ତାଙ୍କର ବିବାହ ହୋଇଛି । ବିବାହ ବନ୍ଧନ ରେ ବାନ୍ଧି ହୋଇ ସେ ବେଶ୍ ଖୁସି ଥିବାର ଜଣା ପଡିଛି । ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିବା ଭିଡ଼ିଓ ରେ ପ୍ରଜ୍ଞା ଓ ତାଙ୍କ ପତ୍ନୀ ଦୁହେଁ ମିଶି ବାହା ଘର ରେ ମିଳିଥିବା ଗିଫ୍ଟ ପ୍ୟାକେଟ ଖୋଲି କେଉଁ ମାନେ କଣ ଦେଇଛନ୍ତି ଦେଖିଥିଲେ । ଏଥିରେ ଅନେକ ଷ୍ଟାର୍ ଅନେକ ଭଲ ଗିଫ୍ଟ ମଧ୍ୟ ଦେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।